Daily Archives

October 10, 2022

ଭାରତର ୭୦୦ରୁ ଅଧିକ ଜିଲ୍ଲାର ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡାଯିବ: ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ସମଗ୍ର ଭାରତବର୍ଷରେ ୭୦୦ରୁ ଅଧିକ ଜିଲ୍ଲାର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲକୁ ‘ଫୁଟବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମରେ ଯୋଡ଼ାଯିବ । ଫିଫା, ୟୁନିସ୍କୋ ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫ୍ଏଫ୍) ସହଯୋଗରେ ଦେଶର ସ୍କୁଲ ଗୁଡ଼ିକରେ ଫୁଟବଲ କ୍ରୀଡ଼ାକୁ ପ୍ରୋତ୍ସାହନ…

କ୍ରିକେଟ ମୈଦାନ ପରେ ଫିଲ୍ମ ଦୁନିଆ: ଧୋନୀ ଖୋଲିଲେ ପ୍ରଡକ୍ସନ ହାଉସ୍

କନକ ବ୍ୟୁରୋ: ମହେନ୍ଦ୍ର ସିଂ ଧୋନୀ । ଏହି ନାଁ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଭାରତୀୟ କ୍ରିକେଟ ପାଇଁ ସେ ଜଣେ ସଫଳ ଅଧିନାୟକ, ୱିକେଟ କିପର ଓ ଫିନିସର୍ । ସେ ଟିମ ଇଣ୍ଡିଆକୁ ଅନେକ ସଫଳତା ଦେଇଛନ୍ତି । ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ତାଙ୍କର ବଳିଷ୍ଠ ଅବଦାନ…

ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ମିଳିଲା ମଶାଲ ଚିହ୍ନ: ଉଦ୍ଧବଙ୍କ ଦଳର ନାଁ ଶିବସେନା ଉଦ୍ଧବ ବାଲାସାହେବ ଠାକରେ

କନକ ବ୍ୟୁରୋ: ଅନ୍ଧେରୀ ଇଷ୍ଟ୍‌ ଆସନରେ ବିଧାନସଭା ଉପ-ନିର୍ବାଚନ ପାଇଁ ଉଦ୍ଧବଙ୍କ ଶିବସେନା ଦଳକୁ ମଶାଲ ଚିହ୍ନ ଦେଇଛନ୍ତି ନିର୍ବାଚନ ଆୟୋଗ । ଅନ୍ଧେରୀ ଇଷ୍ଟ୍‌ ଆସନ ‌ପାଇଁ ଆସନ୍ତା ମାସ ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଶିବସେନାର ଦୁଇଗୋଷ୍ଠୀ ଉଦ୍ଧବ ଏବଂ ସିନ୍ଦେ ଦଳର ଧନୁତୀର…

ବିଏମସି ଅଞ୍ଚଳରେ ଡଷ୍ଟବିନ ନରଖିଲେ ୫ ହଜାର ଟଙ୍କା ଫାଇନ: ଘର, ଦୋକାନ ଆଗରେ ୨ଟି ଡଷ୍ଟବିନ ବାଧ୍ୟତାମୂଳକ

କନକ ବ୍ୟୁରୋ: ବର୍ଜ୍ୟବସ୍ତୁ ପରିଚାଳନା ଓ ସହରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ଶୁଖିଲା ଏବଂ ଓଦା ବର୍ଜ୍ୟବସ୍ତୁ ପାଇଁ ଦୁଇଟି ଅଲଗା ଅଲଗା ଡଷ୍ଟବିନ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ମହାନଗର ନିଗମ ଅଂଚଳରେ ପ୍ରତ୍ୟେକ ଘର,…

ବାତ୍ୟାଋତୁ ଚାଲିଥିବାରୁ ସଜାଗ ରହିବାରୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ: ପ୍ରସ୍ତୁତ ରହିବାକୁ ବିଭାଗଗୁଡିକୁ…

କନକ ବ୍ୟୁରୋ: ବାତ୍ୟା ଋତୁ ପାଇଁ ପ୍ରସ୍ତୁତ ରହିବାକୁ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଓଡ଼ିଶାର ଭୌଗଳିକ ସ୍ଥିତି ଓ ଜଳବାୟୁ ସବୁବେଳେ ବନ୍ୟା, ବାତ୍ୟା ପ୍ରବଣ ହୋଇ ରହିଥିବା ବେଳେ ଅକ୍ଟୋବରରୁ ନଭେମ୍ବର ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟ୍ରୁ…

ବଲାଙ୍ଗିର ଲଜରୁ ଟଙ୍କା ଜବତ ଘଟଣାରେ ଏସଡିପିଓ ସସପେଣ୍ଡ: ଜବତ ହୋଇଥିବା ଟଙ୍କାରେ ଅନିୟମିତତା ହୋଇଥିବା ଆସିଥିଲା ଅଭିଯୋଗ

କନକ ବ୍ୟୁରୋ: ବଲାଙ୍ଗିର କଂଣ୍ଟାବାଂଝିର ଏସଡିପିଓ ହୃଷିକେଶ ମେହେରଙ୍କୁ ସସପେଣ୍ଡ କରାଯାଇଛି । ତୁରନ୍ତ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇଛି । ଗତମାସରେ କଂଟାବାଂଝିରେ ଏକ ହୋଟେଲରେ ଚଢାଉ କରି ପୁଲିସ ବିପୁଳ ପରିମାଣର ଟଙ୍କା ଜବତ କରିଥିଲା । ଦାଦନ ଶ୍ରମିକ ଚାଲଣ ସନ୍ଦେହରେ କଂଟାବାଞ୍ଜି…