Daily Archives

October 2, 2022

କାଲିମେଳା ବ୍ଲକରେ ଖୋଲିଛି ଟସର ତାଲିମ କେନ୍ଦ୍ର, ତାଲିମ ନେଇ ସ୍ୱାବଲମ୍ବୀ ହେବେ ସ୍ୱୟଂସହାୟକ ଗୋଷ୍ଠୀର ମହିଳା

କନକ ବ୍ୟୁରୋ : ଟସର ତାଲିମ ନେଇ ସ୍ୱାବଲମ୍ବୀ ହେବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ପ୍ରଥମଥର ପାଇଁ ଉପାନ୍ତ ଅଂଚଳ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ଖୋଲିଛି ଟସର ତାଲିମ କେନ୍ଦ୍ର । ଟସର କୋଷାରୁ କିପରି ରେଶମ ସୂତା ପ୍ରସ୍ତୁତ କରାଯିବ ସେନେଇ ଏକ ତାଲିମ କେନ୍ଦ୍ର ସ୍ଥାପନ କରି ୩୦ ଜଣ…

ଗାଈ ପାଳନ କରି ମହିଳା ସାଜିଛନ୍ତି ସ୍ୱାବଲମ୍ବୀ, ନିଜେ ରୋଜଗାର କରିବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ : ଗୋ ପାଳନ ଉପରୁ ଲୋକମାନେ ମନ ଫେରାଇ ନେଉଥିବା ବେଳେ ୧୦ଟି ଜର୍ସି ଗାଈ ରଖି ଭଲ ରୋଜଗାର କରୁଛନ୍ତି ଯାଜପୁରର ବିଦ୍ୟୁତ୍ପ୍ରଭା କର । ନିଜ ପରିବାର ଚଳାଇବା ସହ ପିଲାଙ୍କୁ ମଧ୍ୟ ଉଚ୍ଚ ଶିକ୍ଷିତ କରାଇଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ କିଛି ଲୋକଙ୍କୁ ରୋଜଗାର ଯୋଗାଇବାରେ…

ଚାକିରିରୁ ଅବସର ପରେ ହୋଇପାରିଛନ୍ତି ସଫଳ ଚାଷୀ, ୨୦ ଟି ପରିବାରକୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ : ଚାକିରିରୁ ଅବସର ପରେ ସରି ଯାଏ ନାହିଁ ବୟସ । ଚାକିରି ଜୀବନରେ ମିଳିଥିବା ଅନୁଭୁତି ଅନ୍ୟଙ୍କ ପାଇଁ ପାଲଟିଛି ପ୍ରେରଣା । ନିଜେ ଏକ ସଫଳ ଚାଷୀ ହେବା ସହ ୨୦ରୁ ଅଧିକା ପରିବାରରକୁ ରୋଜଗାର ଦେଇଛନ୍ତି ବୋରିଗୁମ୍ମା ଅଚଂଳର ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର ପ୍ରଦିପ ପଟ୍ଟନାୟକ ।…

ୟୁନେସ୍କୋର ୫୦ ଆଇକନିକ୍ ବୟନ । ତାଲିକାରେ ଓଡିଶାର ୫ ଐତିହ୍ୟ ବୟନ

କନକ ବ୍ୟୁରୋ: ଓଡ଼ିଶା ବୟନ ଶିଳ୍ପକୁ ମିଳିଲା ବିଶ୍ୱ ମାନ୍ୟତା । ୟୁନେସ୍କୋର ୫୦ଟି ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲରେ ସ୍ଥାନ ପାଇଛି ଓଡ଼ିଶାର ୫ଟି ଐତିହ୍ୟ ବୟନ । ସମ୍ବଲପୁର, ବ୍ରହ୍ମପୁର, ଖୋର୍ଦ୍ଧା, ରାୟଗଡ଼ା ଓ କେନ୍ଦୁଲିପାଟର ପାରମ୍ପରିକ ବୟନ କଳାକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି ।…

ହାଇକୋର୍ଟଙ୍କ ହାତରେ ବିଧାୟକ ମହମ୍ମଦ ମୋକିମଙ୍କ ରାଜନୈତିକ କ୍ୟାରିୟର । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ…

କନକ ବ୍ୟୁରୋ: ଓଏଚଆରଡିସି ଋଣ ସ୍କାମରେ ଦୋଷୀ ସାବ୍ୟସ୍ତ ହେବା ପରେ ମହମ୍ମଦ ମୋକିମଙ୍କ ଅଡୁଆ ବଢିଛି । ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଛନ୍ତି କଂଗ୍ରେସ ବିଧାୟକ । ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ଆବେଦନ କରିଛନ୍ତି ମାକିମ୍ । ଏବେ ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି…

କାରର ସିକ୍ରେଟ ଚାମ୍ବରରେ ପୁଳା ପୁଳା ସୁନା । ବ୍ରହ୍ମପୁରରେ ୪ କେଜିରୁ ଅଧିକ ସୁନା ସହ ୧୮୫ କେଜି ରୂପା ଜବତ ।

କନକ ବ୍ୟୁରୋ: ବ୍ରହ୍ମପୁର ସୋରଳ ଜଙ୍କସନରୁ ଚୋରା ଚାଲାଣ ହେଉଥିବା ସୁନା ଓ ରୂପାକୁ ଜବତ କରିଛି ପୁଲିସ । ଏହି ଘଟଣାରେ ତାମିଲନାଡୁର ୪ ଜଣଙ୍କୁ ଗୋଳନ୍ଥରା ଥାନା ପୋଲିସ ଗିରଫ କରିଛି । ଏକ କାରର ସିକ୍ରେଟ ଚାମ୍ବରରୁ ଜବତ ହୋଇଛି ୪ କେଜିରୁ ଅଧିକ ଓଜନର ସୁନା ଏବଂ ୧୮୫ କେ.ଜି ରୂପା । ଗିରଫ…