Daily Archives

October 4, 2022

ଉତ୍ତରାଖଣ୍ଡରେ ବଡ ଧରଣର ବସ ଦୁର୍ଘଟଣା: ଘାଟିକୁ ଖସିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ବଡ ଧରଣର ବସ ଦୁର୍ଘଟଣା ଘଟିଛି । ୪୫ରୁ ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଟିକୁ ଖସିଯାଇଛି । ପୌଡି ଜିଲ୍ଲାରେ ଏଭଳି ଏକ ଅଘଟଣ ଘଟିଛି । ଏଯାଏଁ ମୃତାହତ ନେଇ କୌଣସି ସୂଚନା ମିଳିନି । ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଜାରି…

ପିପିଲିରେ ଚାଞ୍ଚଲ୍ୟ: ଝିଅ ଆଗରେ ବାପାକୁ ବୋମାମାଡ କରି ହତ୍ୟା କଲା ସମ୍ପର୍କୀୟ ଦାଦା

କନକ ବ୍ୟୁରୋ: ସାରା ରାଜ୍ୟ ଯେତେବେଳେ ମା ଦୁର୍ଗାଙ୍କ ପୂଜାରେ ମସଗୁଲ ଅଛି, ସେତିକିବେଳେ ପୁରୀ ଜିଲ୍ଲା ଡେଲାଂଗ ବ୍ଲକ ହରିରାଜପୁର ପଂଚାୟତର ନଇଭଂସର ଗାଁରେ, ଝିଅ ଆଗରେ ବାପାକୁ ବୋମାମାଡ କରି ହତ୍ୟା କରିଛି ସମ୍ପର୍କୀୟ ଦାଦା । ଆଉ ସେହି ସମୟର ଛାତିଥରା ଦୃଶ୍ୟକୁ କାନ୍ଦି କାନ୍ଦି କ୍ୟାମେରା…

ବିବାଦରେ ଫିଲ୍ମ ‘ଆଦିପୁରୁଷ’: ଫିଲ୍ମର ଦୃଶ୍ୟ ଓ ଚରିତ୍ରକୁ ନେଇ ବିବାଦ

କନକ ବ୍ୟୁରୋ: ବଲିଉଡର ଅପକମିଂ ଫିଲ୍ମ ଆଦିପୁରୁଷକୁ ନେଇ ଛିଡା ହୋଇଛି ବଡ ବିବାଦ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଚରିତ୍ର ଓ ଦୃଶ୍ୟକୁ ଯେଉଁଭଳି ଭାବରେ ଚିତ୍ରଣ କରାଯାଇଛି ତାକୁ ନେଇ ଆରମ୍ଭ ହୋଇଛି ବିରୋଧ ଓ ସମାଲୋଚନା । ବିବାଦ ତେଜିବା ସହ ଫିଲ୍ମର ନିର୍ଦ୍ଦେଶକ ଓମ…

ଉତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ବରଫ ଅତଡା ଭିତରେ ୧୦ଜଣଙ୍କ ମୃତ୍ୟୁ, ୮ ଉଦ୍ଧାର

କନକ ବ୍ୟୁରୋ: ଉତରାଖଣ୍ଡରେ ଅଘଟଣ । ବର୍ଷା ପରେ ହଠାତ ରାଜ୍ୟରେ ଆରମ୍ଭ ହୋଇଛି ତୁଷାରପାତ । ଦ୍ରୌପଦୀ ଦାଣ୍ଡା ପର୍ବତ ନିକଟରେ ହୋଇଥିବା ହିମସ୍ଖଳନରେ ଏବେ ସୁଦ୍ଧା ୧୦ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । ସେପଟେ ନିଖୋଜ ବାକି ପର୍ବତାରୋହୀଙ୍କ ଖୋଜାଖୋଜି ଚାଲିଛି । ତୁଷାରପାତ ଭିତରେ…

ପୁଣି ହତାଶ ହେଲେ କିଡନୀ ରୋଗୀ । ସରକାରଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ପୁଣି ଦିଆଗଲା ନିଷିଦ୍ଧ ଔଷଧ

କନକ ବ୍ୟୁରୋ: ପୁଣି ନିରାଶ ହୋଇଛନ୍ତି କିଡନୀ ରୋଗୀ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସବୁ ପ୍ରତିଶ୍ରୁତି ଦେଇଥିଲେ କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ ହେବ । ରୋଗୀଙ୍କୁ ଭଲ ଔଷଧ ଯୋଗାଇ ଦିଆଯିବ । ଏହି ଆଶାରେ କଟକ ଏସିସିବି ମେଡିକାଲ କଲେଜରେ ପହଞ୍ଚିଥିଲେ କିଡନୀ ରୋଗୀ । ହେଲେ ସେଠାରେ ରୋଗୀଙ୍କୁ…