Daily Archives

October 20, 2022

କାହିଁକି ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ? ଏବେ ନୂଆ ପ୍ରଧାନମନ୍ତ୍ରୀ ପଦ ପାଇଁ ପୁଣି ଚର୍ଚ୍ଚାକୁ…

କନକ ବ୍ୟୁରୋ: ୬ ସପ୍ତାହ ତିଷ୍ଠି ପାରିଲେନି ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ । ବିରୋଧ ପରେ ଗୁରୁବାର ପଦରୁ ଇସ୍ତଫା ଦେଇଛନ୍ତି ଟ୍ରସ୍ । ବୋରିଶ ଜନଶନଙ୍କ ପରେ ଲିଜ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ବଡ ଧରଣର…

ବରଗଡ ଧନୁଯାତ୍ରା କଳାକାର ଚୟନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । କଂସ ଚରିତ୍ର ସହ ୧୧ଟି ଚରିତ୍ର ପାଇଁ ହେବ କଳାକାର…

କନକ ବ୍ୟୁରୋ: କରୋନା ଯୋଗୁଁ ୨ ବର୍ଷ ହେଲା ଆୟୋଜନ ହୋଇ ପାରୁନଥିଲା ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ର।। । କିନ୍ତୁ ଚଳିତ ବର୍ଷ ଧନୁଯାତ୍ରା ଆୟୋଜିତ ହେବାକୁ ଅନୁମତି ମିଳିବା ପରେ ୭୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବକୁ ଆକର୍ଷଣୀୟ ଢଙ୍ଗରେ ପାଳନ କରିବା ପାଇଁ ନିଷ୍ପତତି…

ସ୍ଥାୟୀ ହେଲେ ରାଜ୍ୟର ୫୭ ହଜାର ଠିକା କର୍ମଚାରୀ, ହେଲେ ବାଦ୍ ପଡିଲେ ପ୍ରାଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷକଙ୍କର ଠିକା…

କନକ ବ୍ୟୁରୋ: ସ୍ଥାୟୀ ହେଲେ ରାଜ୍ୟର ୫୭ ହଜାର ଠିକା କର୍ମଚାରୀ, ହେଲେ ବାଦ୍ ପଡିଲେ ପ୍ରାଥମିକ ଶିକ୍ଷକ । ଠିକା ନିଯୁକ୍ତି ବ୍ୟବସ୍ଥାକୁ ରାଜ୍ୟ ସରକାର ଉଚ୍ଛେଦ କରିବା ପରେ ଅନେକ ପ୍ରଶଂସା ସାଉଁଟିଲେ । ଆଉ ଏବେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ବାହାରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ୧୫ ଦିନ…

ଧାମନଗରରେ ଜମୁଛି ପ୍ରଚାର । ଭିନ୍ନ ଭିନ୍ନ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନେତା । ପଢନ୍ତୁ, କିଏ କରୁଛି କେମିତି…

କନକ ବ୍ୟୁରୋ: ଉପନିର୍ବାଚନ ପାଇଁ ଏବେ ଧାମନଗରରେ ଜୋର ସୋରରେ ଚାଲିଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସ୍ୱାଧୀନ ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବାକୁ ନିଜ ନିଜ ଢ଼ଙ୍ଗରେ ପ୍ରଚାର କରୁଛନ୍ତିି । ଆଉ ପ୍ରଚାର ସମୟରେ ସାମନାକୁ ଆସିଛି ରାଜନୀତିର କେତେକ ରୋଚକ ଦୃଶ୍ୟ ।…

ଗୁଜରାଟ କେୱାଡିଆରେ ଉଦଘାଟନ ହେଲା ମିଶନ ଲାଇଫ । ପରିବେଶ ସୁରକ୍ଷା ଦିଗରେ କରିବ କାମ

କନକ ବ୍ୟୁରୋ : ଗୁଜରାଟ କେୱାଡିଆରେ ଉଦଘାଟନ ହେଲା ମିଶନ ଲାଇଫ । ମିଶନ ଲାଇଫର ମୂଳ ଉଦ୍ଦେଶ୍ୟ ହେଉଛି ଜୀବନ ଶୈଳୀ ପାଇଁ ଉତମ ପରିବେଶ । ପ୍ରଧାନମନ୍ତ୍ରୀ ମୋଦୀ ଓ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଟୋଂନିଓ ଗୁଟେରସ ମିଳିତଭାବେ ମିଶନ ଲାଇଫକୁ ଉଦଘାଟନ କରିଛନ୍ତି । ଏହି ଅଭିଯାନର ମୂଳ ଲକ୍ଷ୍ୟ…

ଉଗ୍ର ରୂପ ଧାରଣ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ସେନା ଉପରେ ଭାରି ପଡୁଛନ୍ତି ୟୁକ୍ରେନ ସେନା

କନକ ବ୍ୟୁରୋ : ପୁଣି ଉଗ୍ର ରୂପ ଧାରଣ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ସେନା ଉପରେ ଭାରି ପଡୁଛନ୍ତି ୟୁକ୍ରେନ ସେନା । ଫଳରେ ଋଷ ୟୁକ୍ରେନର ସହର ଉପରେ ମିଶାଇଲ ଆକ୍ରମଣ ଜୋରଦାର କରିଛି । ୟୁକ୍ରେନରେ ଥିବା ୩୦ ପ୍ରତିଶତରୁ ଅଧିକ ବିଦ୍ୟୁତ୍ କେନ୍ଦ୍ର ଉପରେ ଋଷ ମିଶାଇଲ ମାଡ କରିଛି ।ୟୁକ୍ରେନର…