Daily Archives

October 27, 2022

ଜିମ୍ବାୱେଠୁ ୧ ରନରେ ହାରିଲା ପାକିସ୍ତାନ: ବିଶ୍ୱକପରେ ପାକିସ୍ତାନର ଲଗାତାର ଦ୍ୱିତୀୟ ପରାଜୟ

କନକ ବ୍ୟୁରୋ: ଚଳିତ ବିଶ୍ବକପ କ୍ରିକେଟରେ ଆଉ ଏକ ବଡ଼ ଓଲଟ ପାଲଟ ହୋଇଛି । ଗୁରୁବାର ପର୍ଥଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଶକ୍ତିଶାଳୀ ପାକିସ୍ତାନ ଦଳ ଜିମ୍ବାଓ୍ବେଠାରୁ ୧ ରନରେ ହାରିଯାଇଛି । ଚଳିତ ବିଶ୍ବକପରେ ଏହା ହେଉଛି ପାକିସ୍ତାନର ୨ୟ ପରାଜୟ । ନିଜର ପ୍ରଥମ ମ୍ୟାଚରେ…

ଡିଜିଟାଲ ଓଡିଶାର କରୁଣ କାହାଣୀ: ଗଛରେ ବାନ୍ଧିଲେ ଆସୁଛି ନେଟୱର୍କ, ଲୋକଙ୍କୁ ମିଳୁଛି ରାସନ ସାମଗ୍ରୀ

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ସାମଖେମୁଣ୍ଡି ବ୍ଲକ ଟି-ଗୋବିନ୍ଦପୁର ପଂଚାୟତ । ଦେଶ ବର୍ତମାନ ଡିଜିଟାଲ ଇଣ୍ଡିଆ ଆଡକୁ ଯାଉଥିବାବେଳେ ଏହି ପଂଚାୟତର ଲୋକେ ମୋବାଇଲ ନେଟୱର୍କ ପାଇଁ କରୁଛନ୍ତି ସଂଘର୍ଷ ।  କାରଣ ହେଲା, ଏଏମଏସ ଦ୍ୱାରା ଆସୁଥିବା ସରକାରଙ୍କ ବିଭିନ୍ନ ଯୋଜନାର  ସୂଚନା  ଏମାନଙ୍କୁ…

ଜନ୍ମ ହେଲା ଦିବ୍ୟାଙ୍ଗ ଶିଶୁ, ଡାକ୍ତର ଗଣିବେ ତଣ୍ଡ: ଭୁଲ ରିପୋର୍ଟ ପାଇଁ ଜରିମାନା କଲେ ଖାଉଟି ଅଦାଲତ

କନକ ବ୍ୟୁରୋ: ଭୁଲ ରିପୋର୍ଟ ଦେଇଥିବାରୁ ଡାକ୍ତର ଗଣିବେ ଜରିମାନା । ଭିନ୍ନକ୍ଷମ ଶିଶୁକୁ ଅଲଟ୍ରାସାଉଣ୍ଡ ସମୟରେ ସ୍ୱାଭାବିକ ଶିଶୁ ଦର୍ଶାଇ ରିପୋର୍ଟ ଦେଇଥିଲେ ଡାକ୍ତର । କିନ୍ତୁ ଦିବ୍ୟାଙ୍ଗ ଶିଶୁ ଜନ୍ମ ହେବାରୁ ଏଥିପାଇଁ ଡାକ୍ତରଙ୍କୁ ଦାୟୀ କରି ଜଗତସିଂହପୁର ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ…

ରାଜଧାନୀରେ ଚାଲିଛି ଭିକାରୀ ଗ୍ୟାଙ୍ଗ ରାକେଟ: ରାକେଟରେ ଅଛନ୍ତି ମହିଳା ଓ କୋମଳ ଶିଶୁ

କନକ ବ୍ୟୁରୋ: ଭୁବନେଶ୍ୱରର ରାଜରାସ୍ତାରେ ଯାଉଥିବାବେଳେ ଏମିତି ଦୃଶ୍ୟ ଆପଣଙ୍କ ଆଖି ସାମ୍ନାକୁ ତ ନିଶ୍ଚୟ ଆସିଥିବ । କେତେବେଳେ ଏମାନେ ହାତ ପତାନ୍ତି ତ ପୁଣି କେତେବେଳେ କିଛି ଜିନିଷ ବିକ୍ରି କରନ୍ତି । ପ୍ରଥମ ଦୃଶ୍ୟ ଜଣେ ମହିଳା ଗୋଟିଏ ଛୁଆଟିକୁ ନିଜ ଶାଢୀରେ ଏମିତି ଗୁଡାଇ ରଖିଛନ୍ତି ।…

ହବିଷ୍ୟାଳି ଶିବିରରେ ନବୀନଙ୍କ ଗୁଣଗାନ: ଭଜନକୀର୍ତ୍ତନ ବଦଳରେ ଚାଲିଛି ‘ନବୀନ ଭଜନ’

କନକ ବ୍ୟୁରୋ: ଭଜନ ଗାଇବା ଶୈଳୀରେ ଚାଲିଛି ନବୀନଙ୍କ ଗୁଣଗାନ । ଜମା ହୋଇଥିବା ଶହ ଶହ ବୟସ୍କ ମହିଳା ଗୀତର ତାଳେ ତାଳେ ତାଳି ମାରି, ହୁଳହୁଳି ପକାଇ ସ୍ୱର ସହ ସ୍ୱର ମିଳାଇ ନବୀନଙ୍କୁ ନେଇ ଲେଖାଯାଇଥିବା ଭଜନ ଗାଉଛନ୍ତି । ହେଲେ, ଏହା କୌଣସି ବିଜେଡି ଦଳର ରାଜନୈତିକ କାର୍ଯ୍ୟକ୍ରମ ନୁହେଁ, ଏ…

ଡାଇବେଟିସ କରିପାରେ ସୁଗାର ଫ୍ରି ମିଠା! ଅନୁସନ୍ଧାନରୁ ମିଳିଲା ସାଂଘାତିକ ତଥ୍ୟ

କନକ ବ୍ୟୁରୋ: ଯଦି ଆପଣଙ୍କୁ ଡାଇବେଟିସ୍ ଏବଂ ରକ୍ତ ସର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି ତାହାହେଲେ ସତର୍କ ହୋଇଯାଆନ୍ତୁ । କାରଣ ଆପଣଙ୍କ ବିଶ୍ୱାସରେ ବିଷ ଦେଇ ସୁଗାରଫ୍ରି ମିଠା ନାଁରେ ବିଷ ବାଂଟୁଛନ୍ତି କେତେକ ଅସାଧୁ ମିଠା ବ୍ୟବସାୟୀ । ରାଜଧାନୀ ଭୁବନେଶ୍ୱରର…