Daily Archives

October 16, 2022

କଳକାରଖାନାର ବର୍ଜ୍ୟବସ୍ତୁ ପାଇଁ ଦୂଷିତ ହେଉଛି ନଦୀ ଜଳ। ଯୋଡାର ଦୁଇ ନଦୀର ଜଳ ଲୋକଙ୍କ ପାଇଁ ପାଲଟିଲାଣି ବିଷ।

କନକ ବ୍ୟୁରୋ: ମଣିଷ ବଞ୍ଚିବା ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ଆବଶ୍ୟକ ହୋଇଥାଏ । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ପାଣିର ଆବଶ୍ୟକତା ମଣିଷ ପାଇଁ ଯଥେଷ୍ଟ ଅଧିକ । ମଣିଷ ପାଣି ପାଇଁ ନଦୀ, ନାଳ ଉପରେ ନିର୍ଭର କରିଥାଏ । କାହିଁ କେଉଁ ସମୟରୁ ମଣିଷ ପାଣି ପାଇଁ ନଦୀ ଉପରେ ନିର୍ଭର କରିଆସୁଛି ।…

ରାଜ୍ୟରେ ବଢୁଛି ଛତୁର ଚାହିଦା, କମ୍ ସମୟ ମଧ୍ୟରେ ଚାଷୀଙ୍କୁ ଦେଉଛି ଅଧିକ ଲାଭ

କନକ ବ୍ୟୁରୋ : ଛତୁ ଏହା ଚାଷ ଏକ ଲାଭଜନକ ଚାଷ ହୋଇଥିବା ବେଳେ ଏହାକୁ ଆପଣାଇ ଗାଁ ଗହଳିର ଅଧିକାଂଶ ଚାଷୀ ଲାଭବାନ ହୋଇଥାଆନ୍ତି । ଏହି ଚାଷରୁ କମ୍ ସମୟରେ ଅଧିକ ଅମଳ ସହ ଭଲ ରୋଜଗାର ମଧ୍ୟ ମିଳିଥାଏ । ଏହା ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ହୋଇଥିବା ବେଳେ ସବୁବେଳେ ବଜାରରେ ଏହାର ଚାହିଦା ମଧ୍ୟ…

ବାଉଁଶ କାରିଗରୀ ଦେଇଛି ରୋଜଗାର । ସ୍ୱାବଲମ୍ବୀ ହୋଇଛନ୍ତି ଗ୍ରାମୀଣ ମହିଳା

କନକ ବ୍ୟୁରୋ : ରୋଜଗାର ଦେଉଛି ବାଉଁଶ କାରିଗରୀ । ଯାଜପୁର ରସୁଲପୁର ବ୍ଲକ ଗୋପାଳପୁର ଗାଁର ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ବାଉଁଶରେ ବିଭିନ୍ନ ପ୍ରକାରର ସାମଗ୍ରୀ । ଦିନେ ଏମାନେ ଘର କୋଣରେ ବସି ରହୁଥିଲେ । ଆଉ ଏବେ କିନ୍ତୁ ବାଉଁଶ କାରିଗରୀ ଦେଇଛି ସ୍ୱତନ୍ତ୍ର ପରିଚୟ । ବାଉଁଶକୁ ପାତିଆ…

ଗାଁ ମହିଳାଙ୍କୁ ସଚେତନ କରିବା ପାଇଁ ଶିକ୍ଷତ ଯୁବତୀଙ୍କ ନିଆରା ଉଦ୍ୟମ । ସାନିଟାରୀ ପ୍ୟାଡ ବ୍ୟବସାୟ କରିବା ସହ ମହିଳା ଓ…

କନକ ବ୍ୟୁରୋ : ଯାଜପୁରର ପ୍ୟାଡ଼ଗାର୍ଲ ବୈଶାଖୀ.. ଦିନେ ବେଙ୍ଗାଲୁରୁରେ ଏକ ବାୟୋଟେକ୍ କମ୍ପାନୀରେ ଉଚ୍ଚ ଦରମାରେ ଚାକିରି କରୁଥିଲେ । ହେଲେ ସେଥିରେ ତାଙ୍କର ମନ ମାନିନଥିଲା । ଗାଁକୁ ଫେରି ନିଜେ କିଛି କରିବା ଉଦ୍ଦେଶ୍ୟରେ ଆରମ୍ଭ କଲେ ସାନିଟାରୀ ନାପକିନ୍ ବା ପ୍ୟାଡ ବ୍ୟବସାୟ । ମହିଳା…

କୋରାପୁଟ ମାଟିର କଳାଜିରା ଚାଉଳ , ସାଧାରଣ ଧାନ ଚାଷ ଠାରୁ ମିଳୁଛି ଅଧିକ ଲାଭ

କନକ ବ୍ୟୁରୋ : କୋରାପୁଟ ମାଟିର କଳାଜିରା ଚାଉଳ । ବିଶେଷକରି କୋରାପୁଟ, କୋଟପାଡ୍, ବୋରିଗୁମ୍ମା ଓ କୁନ୍ଦୁରାରେ ଅଧିକାଂଶ ଚାଷୀ କଳାଜିରା ଧାନ ଚାଷ କରିଥାଆନ୍ତି । ଜାତୀୟ ବଜାରରେ କୋରାପୁଟ୍ ମାଟିରୁ ଉତ୍ପାଦିତ ଦ୍ରବ୍ୟର ଚାହିଦା ବଢୁଥିବାବେଳେ ଏହି କଳାଜିରା ଚାଉଳ ମଧ୍ୟ ଆଦୃତି ଲାଭ କରିଛି ।…

ବାୟୋଫ୍ଲକ ପଦ୍ଧତିରେ ମାଛଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା । ମିଶନ ଶକ୍ତି ପକ୍ଷରୁ ମହିଳା ମାନଙ୍କୁ ମିଳୁଛି…

କନକ ବ୍ୟୁରୋ : ବାୟୋଫ୍ଲକ ପଦ୍ଧତିରେ ମାଛଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗାଁ ମହିଳା । ମିଶନ ଶକ୍ତି ପକ୍ଷରୁ ମହିଳା ମାନଙ୍କୁ ମିଳୁଛି ସହଯୋଗ । କାମାକ୍ଷାନଗର ମହୁଲି ଗାଁରେ ମହିଳାଙ୍କର ଏଭଳି ଉଦ୍ୟମ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା । ଗାଁର ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ,…