Daily Archives

October 17, 2022

ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ନଭେମ୍ବର ୯ ତାରିଖରେ ନେବେ ଦାୟିତ୍ୱ

କନକ ବ୍ୟୁରୋ: ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । ନଭେମ୍ବର ୯ ତାରିଖରେ ସେ ଦାୟିତ୍ୱ ସମ୍ଭାଳିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ସ୍ଥାନ ନେବେ ଚନ୍ଦ୍ରଚୂଡ । ଲଳିକ ସବୁଠାରୁ…

ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ ହେବେ ଦେଶର ପରବର୍ତୀ ପ୍ରଧାନ ବିଚାରପତି: ନଭେମ୍ବର ୯ ତାରିଖରେ ନେବେ ଦାୟିତ୍ୱ

କନକ ବ୍ୟୁରୋ: ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ହେବେ ଦେଶର ପରବର୍ତୀ ପ୍ରଧାନ ବିଚାରପତି । ସେ ନଭେମ୍ବର ୯ ତାରିଖରେ ଏହି ଦାୟିତ୍ୱ ସମ୍ଭାଳିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ସ୍ଥାନ ନେବେ ଚନ୍ଦ୍ରଚୂଡ । ଲଳିକ ସବୁଠାରୁ…

କାହିଁକି ଜୀବନ ହାରିଲେ ଅଭିନେତ୍ରୀ? ସୁଇସାଇଡ ନୋଟରୁ ଖୋଲୁଛି ଗୁମର

କନକ ବ୍ୟୁରୋ: ଛୋଟପଦରାର ଅଭିନେତ୍ରୀ ବୈଶାଳୀ ଠକ୍କର । ନୂଆ କରି ଅଭିନୟ ଜୀବନ ଆରମ୍ଭ କରୁଥିଲେ ଓ କଳା ଦୁନିଆରେ ଅନେକ କିଛି କରିବା ପାଇଁ ହୁଏତ ସ୍ୱପ୍ନ ମଧ୍ୟ ଦେଖିଥିବେ । ହଠାତ କିନ୍ତୁ ଲିଭିଯାଇଛି ନାୟିକାଙ୍କ ଜୀବନ ଦୀପ । ସବୁଦିନ ପାଇଁ ଆଖି ବୁଝିଛନ୍ତି ଏହି ଅଭିନେତ୍ରୀ । ରବିବାର ଇନ୍ଦୋର…

ନାଇଜେରିଆରେ ପ୍ରଳୟଙ୍କାରୀ ବନ୍ୟା: ୬ଶହରୁ ଅଧିକ ମୃତ, ୨୩ଲକ୍ଷ ଲୋକ ପ୍ରଭାବିତ

କନକ ବ୍ୟୁରୋ: ବନ୍ୟାଘେରରେ ନାଇଜେରିଆ । ଯୁଆଡ଼େ ଚାହିଁବ ପାଣି ଆଉ ପାଣି । ବନ୍ୟାଜଳ ଘେରିରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଇଜେରିଆରେ ବଡ଼ ବନ୍ୟା ଯୋଗୁଁ ୬ ଶହରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଘର, ବାହାର, ହୋଟେଲ, ମଲ୍ ଠାରୁ ଆରମ୍ଭ କରି ସବୁଆଡ଼େ ବନ୍ୟା ।…

ସଙ୍କଟରେ ବ୍ରିଟେନ ସରକାର: ପ୍ରଧାନମନ୍ତ୍ରୀ ପଦରୁ ହଟି ପାରନ୍ତି ଲିଜ୍ ଟ୍ରସ

କନକ ବ୍ୟୁରୋ: ବ୍ରିଟେନ ପ୍ରଧାନମନ୍ତ୍ରୀର ପଦ ସମ୍ଭାଳିବାର ପାଖାପାଖି ୪୦ ଦିନ ପରେ ଲିଜ ଟ୍ରସଙ୍କ ପଦକୁ ନେଇ ଚର୍ଚ୍ଚା । ଏହାକୁ ନେଇ ଦଳ ଭିତରେ ମଧ୍ୟ ଚର୍ଚ୍ଚା ଜୋରଦାର ଧରିଛି । ତେବେ ହେଉଥିବା ଚର୍ଚ୍ଚା ଅନୁସାରେ ୨୪ ଅକ୍ଟୋବରରେ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଯାଇପାରେ । ଦଳର ଏକ ଶହ…

ଦୁନିଆରେ ବଢୁଛି ଶିଶୁଙ୍କ ଉପରେ ଯୌନ ନିର୍ଯାତନା: ପ୍ରତି ଶହେରେ ୭ଜଣ ଶିଶୁଙ୍କୁ ଦିଆଯାଉଛି ନିର୍ଯାତନା

କନକ ବ୍ୟୁରୋ: ଦୁନିଆରେ ବଢୁଛି ଶିଶୁଙ୍କ ପ୍ରତି ନିର୍ଯ୍ୟାତନା । ବିଶେଷ କରି ଶିଶୁମାନଙ୍କ ସହ ସବୁଠୁ ବେଶୀ ଯୌନ ନିର୍ଯ୍ୟାତନା ହେଉଛି । ଏବେ ଏହି ଚିନ୍ତାଜକନ କଥା କହିଛି ଅର୍ନ୍ତରାଷ୍ଟ୍ରୀୟ ଅପରାଧିକ ପୁଲିସ ସଂଗଠନ ବା ଇଂଟରପୋଲ । ଇଂଟରପୋଲର ସିକ୍ୟୁରିଟି ଜେନେରାଲ ଜର୍ଗନ ଷ୍ଟକ ସୋମବାର ଏହି…