Daily Archives

October 15, 2022

ଓଡିଶାରେ ଶେଷ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା । ଟୁଇଟରରେ ଟ୍ରେଣ୍ଡ୍ କଲା #OdishaEndContractRecruitment

କନକ ବ୍ୟୁରୋ: ଓଡିଶାରେ ଶେଷ ହୋଇଛି ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିବା ପରେ ସବୁଠି ଖୁସିର ଲହରୀ ଖେଳିଯାଇଛି । ଏମିତି କି ଜାତୀୟ ସ୍ତରରେ ମଧ୍ୟ ଓଡିଶା ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପ୍ରଂଶସା କରାଯାଇଛି । ତେବେ ସୋସିଆଲ୍ ମିଡିଆ…

ବେଙ୍ଗାଲୁରୁରେ ପ୍ରଦର୍ଶିତ ହେଲା ‘ଆହେ ନୀଳ ଶଇଳ’। ଓଡିଆ ସହ କନ୍ନଡ ବାସିନ୍ଦା କଲେ ପ୍ରଶଂସା।

କନକ ବ୍ୟୁରୋ: ଭୁବନେଶ୍ୱରରେ ଅଦ୍ଭୁତପୂର୍ବ ସଫଳତା ପରେ ବେଙ୍ଗାଲୁରୁରେ ପ୍ରଦର୍ଶିତ ହୋଇଛି ନାଟକ ଆହେ ନୀଳ ଶଇଳ । ଆଉ ଓଡିଶା ବାହାରେ ଏହି ନାଟକର ପ୍ରଦର୍ଶନ ବେଶ ପ୍ରଶଂସା ସାଉଁଟିଛି । ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ତଥା ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି…

ବିବାହ ନୁହେଁ ଖେଳଘର । ବିବାହ ବିଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, କେବଳ ଗୋଟିଏ ପକ୍ଷ ଚାହିଁଲେ…

କନକ ବ୍ୟୁରୋ: ଦେଶରେ ବିବାହ ବିଚ୍ଛେଦ ସଂଖ୍ୟା ବଢ଼ୁଥିବା ବେଳେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ବାହାଘର ନୁହେଁ ଖେଳଘର । ତେଣୁ ବାହାଘର ପରେ କେବଳ ଗୋଟିଏ ପକ୍ଷ ଚାହିଁଲେ ବିବାହ ବିଚ୍ଛେଦ ହୋଇପାରିବ ନାହିଁ । ଭାରତୀୟ ସଭ୍ୟତାରେ ପାଶ୍ଚାତ୍ୟ…

ଓସିଏ ସଭାପତି ନିର୍ବାଚନରେ ବିଧାୟକ ପ୍ରଣବ ପ୍ରକାଶ । ନିର୍ଦ୍ୱନ୍ଦ୍ୱରେ ହେବେ କି ନିର୍ବାଚିତ?

କନକ ବ୍ୟୁରୋ: ଓସିଏ ସଭାପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥର ଏହା ଉପରେ ଖାଲି କ୍ରୀଡ଼ାପ୍ରେମୀ ନୁହେଁ ବରଂ ରାଜନୈତିକ ବ୍ୟକ୍ତିଙ୍କ ନଜର ମଧ୍ୟ ରହିଛି । କାରଣ ଏଥର ଓସିଏ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୨୮ ତାରିଖରେ…

ହିମାଚଳପ୍ରଦେଶରେ ଗୃହମନ୍ତ୍ରୀ ଅମିତ ଶାହା । କହିଲେ, କଂଗ୍ରେସର କାମ କେବଳ ଆଉ କେବଳ ନିଆଁ ଲଗାଇବା

କନକ ବ୍ୟୁରୋ : ହିମାଚଳପ୍ରଦେଶରେ ଗୃହମନ୍ତ୍ରୀ ଅମିତ ଶାହା ଜନସଭାକୁ ସମ୍ବୋଧିତ କରିଛନ୍ତି । ସିରମୋରରେ ଆୟୋଜିତ ରାଲିରେ ଯୋଗ ଦେଇ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଶାହା । ୫୫ବର୍ଷ ଧରି ହିମାଚଳର ଜନଜାତି ହାଟି ସମୁଦାୟ ଉପରେ ଅତ୍ୟାଚାର ଓ ଅନ୍ୟାୟ କରିଛି କଂଗ୍ରେସ । ତେବେ ବିଜେପି…