Daily Archives

October 24, 2022

ଦକ୍ଷିଣ ଭାରତର ପ୍ରଥମ ହିନ୍ଦୀ ସାକ୍ଷର ଗାଁ ହେବ ଚେଲାନୁର। ପ୍ରବାସୀ ଶ୍ରମିକ ଗାଁ ଭାବେ କେରଳରେ ପ୍ରସିଦ୍ଧ।

କନକ ବ୍ୟୁରୋ: ଦକ୍ଷିଣ ଭାରତୀୟ ରାଜ୍ୟ ଯଥା କେରଳ, ତାମିଲନାଡୁରେ ହିନ୍ଦୀ ଭାଷାକୁ ନେଇ ଆରୋପ-ପ୍ରତ୍ୟାରୋପ ଓ ବିରୋଧ ଜାରିରହିଛି । ହିନ୍ଦୀ ଭାଷାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲଗାତର ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳେ । ଏହାରି ଭିତରେ କେରଳର ଚେଲାନୁର ଗାଁ ଖୁବଶୀଘ୍ର ଦକ୍ଷିଣ ଭାରତର…

କେମିତି ଅଛନ୍ତି ସଲମାନ ରୁଶଦୀ? ରୁଶଦୀଙ୍କ ସାହିତ୍ୟ ଏଜେଣ୍ଟ ଆଣ୍ଡ୍ର୍ୟୁ ୱେଲୀ ଦେଲେ ବିସ୍ତୃତ ସୂଚନା।

କନକ ବ୍ୟରୋ: କେମିତି ଅଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଅନ୍ତର୍ଜାତୀୟ ଲେଖକ ସଲମାନ ରୁଶଦୀ? ରୁଶଦୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ବଡ଼ ଖବର । ନିକଟରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ରୁଶଦୀଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି । ଏମିତିକି ତାଙ୍କର ଗୋଟିଏ ହାତ ମଧ୍ୟ ଅଚଳ ହୋଇପଡ଼ିଛି ।…

ତୃତୀୟଥର ଚୀନ୍ ରାଷ୍ଟ୍ରପତି ହେବା ପରେ ସି ଜିନପିଙ୍ଗ ଖେଳିଲେ ବଡ଼ ଚାଲ୍। ଭାରତୀୟ ସୀମାରେ କାର୍ଯ୍ୟରତ ପିଏଲଏର ତିନି…

କନକ ବ୍ୟୁରୋ: ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ପୁଣିଥରେ ଦେଶର ନେତୃତ୍ୱ ନେବା ପରେ ନିଜର ଚିରାଚରିତ ଚାଲ ଆରମ୍ଭ କରିଦେଇଛନ୍ତି । କ୍ରମାଗତ ତୃତୀୟଥର ରାଷ୍ଟ୍ରପତି ହେବା ପରେ ଜିନପିଙ୍ଗ ଭାରତୀୟ ସୀମାରେ କାର୍ଯ୍ୟରତ ପିପୁଲ୍ସ ଲିବରେସନ୍ ଆର୍ମି ବା ପିଏଲଏର ତିନିଜଣ ଅଧିକାରୀଙ୍କୁ କମ୍ୟୁନିଷ୍ଟ…

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଲାଗିଲା ବଡ ଝଟକା। ଇମ୍ରାନଙ୍କ ଆବେଦନକୁ ଖାରଜ କଲେ ଇସଲାମବାଦ…

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଲାଗିଛି ବଡ ଝଟକା । ଇମ୍ରାନଙ୍କ ଆବେଦନକୁ ଖାରଜ କରିଛନ୍ତି ଇସଲାମାବାଦ କୋର୍ଟ । ଉପହାର ମାମଲାରେ ପାକିସ୍ତାନ ନିର୍ବାଚନ କମିଶନ ଇମ୍ରାନଙ୍କ ସଂସଦର ସଦସ୍ୟତା ରଦ୍ଧ କରିବା ସହ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ।…

କାର୍ଗିଲରେ ପହଞ୍ଚି ବୀର ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ। ଯବାନଙ୍କୁ ମିଠା ଖୁଆଇ ଜଣାଇଲେ…

କନକ ବ୍ୟୁରୋ: ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ । କାରଗିଲରେ ପହଁଚିଲେ,ଦୀପତ୍ସୋବ ପାଳିଲେ । ସୋମବାର ସକାଳ ୯ଟା ସମୟରେ କାରଗିଲରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଲୋକର ପର୍ବ ଦୀପାବଳି ପୁଣିଥରେ ଭାରତୀୟ ଯବାନଙ୍କ ସହ ପାଳିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀଙ୍କ…