Daily Archives

October 19, 2022

ବାଣ ନୁହେଁ ହସ ଫୁଟାଇବା, କିଶୋର ବେହେରାଙ୍କୁ ସହଯୋଗର ହାତ ବଢାଇବା।

କନକ ବ୍ୟୁରୋ: ଅସହାୟ, ଅକ୍ଷମ, ତଥାପି ଚାଲିଛି ଜୀବନ ଜୀବିକା ପାଇଁ ସଂଘର୍ଷ । ଆଶାବାଡି ବିନା ଦୁଇ ପାଦ ଚାଲିବା ବି କଷ୍ଟକର । ହେଲେ କରିବେ ବା କଣ, ଚାରି ପ୍ରାଣୀ କୁଟୁମ୍ବ ଚଳାଇବେ କେମିତି । ମାଆ, ସ୍ତ୍ରୀ ଓ ଝିଅର ପ୍ରତିପୋଷଣ ପାଇଁ ନିଜ ଘର ଦୁଆର ମୁହଁରେ ତେଲ ଭାଜି ଜଳଖିଆ ବିକ୍ରି…

ଶ୍ରୀକ୍ଷେତ୍ରରେ ମହାପ୍ରସାଦ ହେଉଛି ମହଙ୍ଗା। ଦେଢ଼ ଶହ ଟଙ୍କା ଦେଇ କିଣିଲେ ବି ପୂରୁନି ପେଟ।

କନକ ବ୍ୟୁରୋ: କାର୍ତ୍ତିକ ମାସରେ ଧର୍ମ ଅର୍ଜନ କରିବା ପାଇଁ ପୁରୀରେ ଭକ୍ତଙ୍କ ଭିିଡ ଲାଗୁଛି । ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ଖାଇବାକୁ ଭକ୍ତ ଆଗ୍ରହ ରଖୁଛନ୍ତି । ହେଲେ ଅବଢା ଦର ଭକ୍ତଙ୍କୁ ନିରାଶ କରିଛି । ଭକ୍ତଙ୍କୁ ବେଶି କଷ୍ଟ ଦେଉଛି ଶ୍ରୀମନ୍ଦିର ଆନନ୍ଦବଜାର, ଉତ୍ତର ଦ୍ୱାର ଓ…

ଚିନ୍ତା ବଢାଇଲା ଆମିକସ କ୍ୟୁରିଙ୍କ ରିପୋର୍ଟ। ଅସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ।

କନକ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନକୁ ନେଇ ହାଇକୋର୍ଟରେ ଆମିକସକ୍ୟୁରି ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ ନାଟମଣ୍ଡପ ଓ ଜଗମୋହନର ମରାମତି ଜରୁରୀ ବୋଲି ଆମିକସକ୍ୟୁରି ଏନ.କେ ମହାନ୍ତି ଉଲ୍ଲେଖ କରିଛନ୍ତି । ଗତ ସେପ୍ଟେମ୍ବର ୨୦୧୭ରେ ଆମିକସକ୍ୟୁରି ଶ୍ରୀମନ୍ଦିରର ବିଭିନ୍ନ…

ନେତାଙ୍କୁ ମାନୁନାହାନ୍ତି ବାବୁ, କେନ୍ଦ୍ରର ଚିଠି ପରେ ତତ୍ପରତା ଦେଖାଇଲେ ରାଜ୍ୟ ସରକାର।

କନକ ବ୍ୟୁରୋ: ଜନପ୍ରତିନିଧିଙ୍କୁ ଖାତିର କରୁନାହାନ୍ତି ବାବୁ । ଅଫିସର ଓ ନେତାଙ୍କ ଭିତରେ ବିବାଦ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଯାହାକୁ ନେଇ ଅନେକ ସମୟରେ ବିଧାୟକ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି । ଗତ ୧୬ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସରକାର ।…

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି। ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି…

କନକ ବ୍ୟୁରୋ: ଅଳ୍ପକେ ରହିଯାଇଛି ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦ । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ଗତମାସରେ ଦୋଷୀ ସାବ୍ୟସ୍ତ କରିଥିଲେ । ୩ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କାର ଜୋରିମାନା ଦେବାକୁ କହିଥିଲେ କୋର୍ଟ । ଦଣ୍ଡାଦେଶ ପରେ…

ଏସିଆକପ ଖେଳିବା ପାଇଁ ପାକିସ୍ତାନ ଯିବାକୁ ଭାରତୀୟ ଟିମ ନାରାଜ । ବିସିସିଆଇ ସଚିବ ଜୟ ଶାହାଙ୍କ ଘୋଷଣା ପରେ…

କନକ ବ୍ୟୁରୋ : ୨୦୨୩ରେ ହେବାକୁ ଥିବା ଏସିଆକପ ପାଇଁ ବଡ ନିଷ୍ପତି ନେଇଛି ବିସିସିଆଇ । ଆୟୋଜକ ଦେଶ ପାକିସ୍ତାନକୁ ଯିବନି ବୋଲି ସ୍ପଷ୍ଟ କରିଛି ବିସିସିଆଇ । ବିସିସିଆଇ କହିଛି ଭାରତୀୟ ଦଳ ଏସିଆ କପ ‘ନ୍ୟୁଟ୍ରାଲ ଭେନ୍ୟୁ’ ଅର୍ଥାତ ପାକିସ୍ତାନ ବଦଳରେ ଅନ୍ୟ କେଉଁ ସ୍ଥାନରେ ହେଲେବି ଖେଳିବାକୁ…