Monthly Archives

September 2022

ଟି-୨୦ରେ ବିଶ୍ୱକପରେ ଟଙ୍କା ବର୍ଷା: ବିଜୟୀ ଟିମ୍ ହେବେ ମାଲାମାଲ, କାହାକୁ ମିଳିବ କେତେ ଟଙ୍କା?

କନକ ବ୍ୟୁରୋ: ପାଖେଇ ଆସୁଛି ସମୟ, ବଢୁଛି ଉତ୍କଣ୍ଠା । ଟି-୨୦ ବିଶ୍ୱକପକୁ ମାତ୍ର ଆଉ ଦିନ କେଇଟା । ଆଉ ଏବେଠୁ ଆରମ୍ଭ ହୋଇଗଲାଣି ଟି-୨୦ ବିଶ୍ୱକପକୁ ନେଇ କ୍ରେଜ । ସବୁ ଟିମ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି, ଦଳ ମଧ୍ୟ ଘୋଷଣା ସରିଲାଣି । ୨୦୨୨ର ଟାଇଟଲ ହାତେଇବା ପାଇଁ ଅକ୍ଟୋବର ୧୬…

ବିଶ୍ୱର ପ୍ରଥମ ବିଦ୍ୟୁତଚାଳିତ ବିମାନର ସଫଳ ଉଡାଣ: ଆମେରିକା ଆକାଶରେ ଉଡିଲା ଏଲିସ ବିମାନ

କନକ ବ୍ୟୁରୋ: ରାସ୍ତାରେ ଯେଉଁଭଳି ଇଲେକ୍ଟ୍ରିକ ଗାଡି ଦୌଡୁଛି ଠିକ ସେହିଭଳି ଆକାଶରେ ଉଡିଛି ବିଦ୍ୟୁତଚାଳିତ ବିମାନ । ଦୁନିଆର ପ୍ରଥମ ବିଦ୍ୟୁତ ଚାଳିତ ବିମାନର ତାର ପ୍ରଥମ ଉଡାଣ ସଫଳତାର ସହ ଶେଷ ହୋଇଛି । ଏହି ବିମାନର ନାଁ ଏଲିସ ଓ ଗୁରୁବାର ଆମେରିକାର ଗ୍ରାଂଟ କାଉଟିଂ ଅର୍ନ୍ତଜାତୀୟ…

ପରୀକ୍ଷା ଦେଉଥିଲେ ପିଲା, ଫୁଟିଲା ବୋମା: ଆତ୍ମଘାତୀ ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ ରାଜଧାନୀ କାବୁଲ

କନକ ବ୍ୟୁରୋ: ଶୁକ୍ରବାର ସକାଳୁ ସକାଳୁ ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ ଧରଣର ବିସ୍ଫୋରଣ ଘଟିଛି । କାବୁଲର ଶିଂହା ପ୍ରାନ୍ତରେ ଥିବା କାଜ୍ ଶିକ୍ଷାନୁଷ୍ଠାନରେ ହୋଇଛି ଆତ୍ମଘାତୀ ବିସ୍ଫୋରଣ । ବିସ୍ଫୋରଣରେ ଏବେ ସୁଦ୍ଧା ୧୯ ଜଣ ପ୍ରାଣ ହରାଇଥିବାବେଳେ ୨୭ରୁ ଅଧିକ ଆହତ ହୋଇଛନ୍ତି ।…

ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିଲା ଦାଦା ସାହେବ ଫାଲକେ ସମ୍ମାନ: ବିଜେତାଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦୌପଦୀ…

କନକ ବ୍ୟୁରୋ: ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଛନ୍ତି । ଚଳଚ୍ଚିତ୍ର ଜଗତର…

ସରିଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ: ରେସରେ ଶଶି ଥରୁର, ମଲ୍ଲିକାର୍ଜୁନ ଖଡଗେ ଓ କେଏନ ତ୍ରିପାଠୀ

କନକ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ପରେ ହେବାକୁ ଯାଉଛି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଦୁଇ ଦଶନ୍ଧୀ ପରେ କଂଗ୍ରେସର ମୁଖିଆ ହେବେ ଜଣେ ଅଣ ଗାନ୍ଧି ନେତା । ହେଲେ ଏଥିପାଇଁ ଗତ କିଛି ଦିନ ଧରି ଏହି ବହୁ ପୂରାତନ ଦଳରେ ଦେଖିବାକୁ ମିଳୁଛି ହାଇ ଭୋଲଟେଜ୍ ଡ୍ରାମା । ଏହାରି ଭିତରେ ଅଧ୍ୟକ୍ଷ…

ଅକ୍ଟୋବର ପହିଲାରୁ ଦେଶରେ ଆରମ୍ଭ ହେବ ୫ଜି ସେବା: ଦିଲ୍ଲୀରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଅକ୍ଟୋବର ୧ରୁ ଆରମ୍ଭ ହେବ ଫାଇଭ ଜି ଯୁଗ । ଶନିବାର ଦିଲ୍ଲୀରେ ଏହି ସେବାକୁ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସେବାର ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ଭାରତୀୟ ମୋବାଇଲ କଂଗ୍ରେସ ଉଦଘାଟନ କରିବେ । ୫ଜି ଦ୍ୱାରା ବିନା ପ୍ରତିବନ୍ଧକରେ…