Daily Archives

October 8, 2022

ଶିବସେନା ନିର୍ବାଚନୀ ଚିହ୍ନ ଉପରେ ରୋକ: ଉଦ୍ଧବ, ସିନ୍ଦେ ଗୋଷ୍ଠୀଙ୍କୁ ମିଳିବ ଅଲଗା ଅଲଗା ଚିହ୍ନ  

କନକ ବ୍ୟୁରୋ: ଶିବସେନା ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ରୋକ । ରୋକ ଲଗାଇଲେ ନିର୍ବାଚନ କମିଶନ । ନୂଆ ଚିହ୍ନ ବିଷୟରେ ଜଣାଇବାକୁ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀଙ୍କୁ ପରାମର୍ଶ । ନୂଆ ଚିହ୍ନ ବାଛିବା ପାଇଁ ୧୦ ଅକ୍ଟୋବର ଯାଏଁ ସମୟ ଦେଲେ ନିର୍ବାଚନ କମିଶନ  । ସମାନ ଚିହ୍ନ ପାଇଁ ଦୁଇ ଗୋଷ୍ଠୀ…

ଋଷ-କ୍ରିମିଆକୁ ଯୋଡ଼ୁଥିବା ରୋଡ ଏବଂ ରେଲୱ ବ୍ରିଜରେ ଭୟଙ୍କର ବିସ୍ଫୋରଣ: ଜଳିଗଲା କାର୍ଗୋ ଟ୍ରେନ, ଭୁଷୁଡିଲା ବ୍ରିଜ

କନକ ବ୍ୟୁରୋ: ରୁଷ ଏବଂ କ୍ରିମିଆକୁ ଯୋଡ଼ୁଥିବା ରୋଡ ଏବଂ ରେଲୱ ବ୍ରିଜରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଫଳରେ ବ୍ରିଜର କିଛି ଅଂଶ ନଷ୍ଟ ହୋଇଯାଇଥିବା ବେଳେ ଗୋଟିଏ ପାଶ୍ୱର୍ ଭୁଷୁଡି ପଡିଛି । ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଋଷ ପକ୍ଷରୁ କୁହାଯାଇଛି । ବ୍ରିଜ୍ରେ ନିଆଁ…

ସାରା ବିଶ୍ୱରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସଙ୍କଟ: କରୋନା ମହାମାରୀ ଯୋଗୁଁ ସ୍ୱାସ୍ଥ୍ୟ ଭିତିଭୂମି ଉପରେ…

କନକ ବ୍ୟୁରୋ: କରୋନା ମହାମାରୀ ଯୋଗୁ ଭୁସୁଡି ପଡିଛି ସାରା ବିଶ୍ୱର ସ୍ୱାସ୍ଥ୍ୟ ବ୍ୟବସ୍ଥା । ରୋଗୀଙ୍କ ଚିକିତ୍ସାରେ ମୁଖ୍ୟ ଭୂମିକା ନିଭାଉଥିବା ନର୍ସ, ଆସିଷ୍ଟାଂଟ୍ ଭଳି ସ୍ୱାସ୍ଥ୍ୟକର୍ମୀଙ୍କ ସଙ୍କଟ ଦେଖାଦେଇଛି । ମହାମାରୀ ସମୟରେ ଅତ୍ୟଧିକ କାମ ଏବଂ କମ ଦରମା ପାଇଁ ଅନେକ ସ୍ୱାସ୍ଥ୍ୟକର୍ମୀ…

ନିମାପଡାରେ ପାୱାର ଶୋ: ମହିଳାଙ୍କୁ ଏକାଠି କରି ବିଜେଡିର ଶକ୍ତି ପ୍ରଦର୍ଶନ, ତେଜିଲା ବିଜେପିର ବିରୋଧ

କନକ ବ୍ୟୁରୋ: ଗୋଟିଏ ପଟେ ମନ୍ତ୍ରୀଙ୍କ କୁଶପତଳିକା ଦାହ କରାଯାଉଥିବାବେଳେ ଅନ୍ୟପଟେ ବିଜେଡିର ଶକ୍ତି ପ୍ରଦର୍ଶନ । ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ବିବାଦ ଘେରରେ ଥିବା ମନ୍ତ୍ରୀ ସମୀରଦାଶଙ୍କ ଗଡ ନିମାପଡାରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ବିରୋଧୀ…

ସିଭିଲ ସର୍ଭିସ ପରୀକ୍ଷା: କେତେ ଗୁରୁତ୍ୱପୂର୍ଣ୍ଣ କୋଚିଂ?

କନକ ବ୍ୟୁରୋ: କୋଚିଂ ନାହିଁ ତ ସିଭିଲ ସର୍ଭିସ ପରୀକ୍ଷାରେ ମିଳିବନି ସଫଳତା । ସମସ୍ତ ମନରେ ଏହିପରି ଧାରଣା ବର୍ଷ ବର୍ଷ ଧରି ରହିଛି । କାରଣ ପ୍ରତିବର୍ଷ ହଜାର ହଜାର ଆଶାୟୀ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପରୀକ୍ଷା ଦେଉଛନ୍ତି । ପ୍ରତିଯୋଗିତା ବି କଠିନ ହେବାରେ ଲାଗିଛି । ଏପରି ସ୍ଥିତିରେ…

ସିନେମା ‘ଆଦି ପୁରୁଷ’କୁ ନେଇ ବଢୁଛି ବିବାଦ, ରିଲିଜ ନକରିବାକୁ ହାଇକୋର୍ଟରେ ଆବେଦନ

କନକ ବ୍ୟୁରୋ : ଅପକମିଂ ବଲିଉଡ ଫିଲ୍ମ ଆଦିପୁରୁଷକୁ ନେଇ ଦିନକୁ ଦିନ ବଢିବାରେ ଲାଗିଛି ବିବାଦ । ଫିଲ୍ମର ଚରିତ୍ର ଓ ଦୃଶ୍ୟ ଚିତ୍ରଣକୁ ନେଇ ବିରୋଧର ସ୍ୱର ଉଠିଥିବାବେଳେ ଏହାର ରିଲିଜ ଉପରେ ରୋକ ଲଗାଇବାକୁ ଜୋର ଧରିଛି ଦାବି । ବିଭିନ୍ନ ହିନ୍ଦୁ ସଂଗଠନ ସମେତ ବିଜେପି ଫିଲ୍ମକୁ ନେଇ ଆପତି…