Daily Archives

October 30, 2022

ଗୁଜରାଟ ଅଘଟଣରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି। ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା।

କନକ ବ୍ୟୁରୋ: ଗୁଜରାଟ ଝୁଲାପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହାୟତା ରାଶି ଘୋଷଣା କରିଛନ୍ତି । Gujarat's…

ବନ୍ଦ ଘରୁ ଗୋଟିଏ ପରିବାରର ୪ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

କନକ ବ୍ୟୁରୋ: ବରଗଡ଼ ଭେଡେନ୍ ଜାମଡୋଲ ଗାଁରେ ଛାତିଥରା ଘଟଣା । କନ୍ଦପଡ଼ାରେ ରହୁଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ସ୍ୱାମୀ-ସ୍ତ୍ରୀ-ପୁଅ-ଝିଅ ବୋଲି ଜଣାପଡ଼ିଛି । ୬୫ ବର୍ଷୀୟ ଶେଷଦେବ ମେହେର, ତାଙ୍କ ପତ୍ନୀ ୬୦ ବର୍ଷୀୟା କ୍ଷୀରେଶ୍ୱରୀ ମେହେର, ୩୦…