Daily Archives

October 3, 2022

କେନ୍ଦୁଝର ସଦର ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ। ମରଣାନ୍ତକ ଆକ୍ରମଣ ପରେ ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳିଦେଲେ…

କନକ ବ୍ୟୁରୋ: ପୂର୍ବ ଶତ୍ରୁତାରୁ ଯୁବକକୁ ନୃଶଂସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ସଦରଥାନା ଅନ୍ତର୍ଗତ ହୁଣ୍ଡୁଳା ଗାଁରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଉଛନ୍ତି ହୁଣ୍ଡୁଳା ଗାଁର ପ୍ରଣବ ମହାନ୍ତ । ପରିବାର ଲୋକେ ପ୍ରଣବଙ୍କୁ ଭୁବନ ଦାସ ଓ ତାଙ୍କ ପରିବାର ସଦସ୍ୟ…

ଟିମ ଇଣ୍ଡିଆର ଆଶାରେ ପଶିଲା ପାଣି: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ବୁମରା 

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସେ ଦଳକୁ ଫେରିଥିଲେ । ପରେ ଦକ୍ଷିଣ ଆଫ୍ରିକା…

ବିବେକ ଲାଲ ଆମେରିକାରେ ସମ୍ବର୍ଦ୍ଧିତ। ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କଲେ ଜୋ ବାଇଡେନ।

କନକ ବ୍ୟୁରୋ: ଆମେରିକାରେ ସମ୍ମାନିତ ହେଲେ ଭାରତୀୟ ବଂଶୋଦ୍ଧବ ବିବେକ ଲାଲ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବିବେକ ଲାଲଙ୍କୁ ଲାଇଫ ଟାଇମ ଆକଚିଭମେଣ୍ଟ ଆୱାର୍ଡ ପ୍ରଦାନ କରିଛନ୍ତି । ବିବେକ ଲାଲ ବିଚିଟା ୟୁନିଭର୍ସିଟିର ଏରୋସ୍ପଶ ଇଂଜିନିୟର ପିଏଚଡି କରିବା ଜଣେ ବିଜନେସ ଲିଡର । ଏଥିସହ…

ଦୁଇ ବର୍ଷ ପରେ ସାରା ଦେଶରେ ଧୂମଧାମରେ ଚାଲିଛି ଦୁର୍ଗାପୂଜା। ବାଂଲାଦେଶ, ନେପାଳ, ୟୁକେ ସହ ବିଭିନ୍ନ ସ୍ଥାନରେ…

କନକ ବ୍ୟୁରୋ: ସାରା ଦେଶରେ ଧୂମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠି ଚାଲିଛି ମା ଦୁର୍ଗାଙ୍କ ପୂଜା । କରୋନା କଟକଣା ଯୋଗୁଁ ଦୁଇବର୍ଷ ପୂଜା ପେଣ୍ଡାଲରେ ମାଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଇଥିଲେ ବି ଶ୍ରଦ୍ଧାଳୁଙ୍କ ପାଇଁ ଲାଗିଥିଲା କଟକଣା ।…

ମନମୋହୁଛି ଭିନ୍ନ ଭିନ୍ନ ଶୈଳୀର ସୁଉଚ୍ଚ ତୋରଣ: କେଉଁଠି ଗଙ୍ଗା ଘାଟ, କେଉଁଠି ଅଯୋଧ୍ୟାର ଶ୍ରୀରାମ ମନ୍ଦିର

କନକ ବ୍ୟୁରୋ: ଚାରିଆଡେ ଦଶହରାର ଧୁମ ।ଶାରଦୀୟ ଦୁର୍ଗାପୂଜାକୁ ନେଇ ଉଠୁଛିପଡୁଛି ପୁରପଲ୍ଲୀଠୁ ସହରାଂଚଳ । କରୋନା ଯୋଗୁଁ ଗତ ୨ ବର୍ଷ ମାଆଙ୍କ ପୂଜା ଫିକା ପଡିଥିଲା । ଚଳିତ ବର୍ଷ କରୋନା ପ୍ରକୋପ କମିଥିବାରୁ ଧୁମଧାମରେ ସବୁଠି ଦୁର୍ଗାପୂଜା କରାଯାଉଛି । ପୀଠରେ ମହାମାୟୀଙ୍କ ମହାନବମୀ ପୂଜା ଓ…