Daily Archives

October 22, 2022

ପୁରୀ-ହାୱଡା ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ: ଟ୍ରେନରେ ନଥିଲେ କୌଣସି ଯାତ୍ରୀ

କନକ ବ୍ୟୁରୋ: ପୁରୀର ମାଳତୀପାଟପୁରରେ ଟ୍ରେନ ଦୁର୍ଘଟଣା । ପୁରୀ-ହାୱଡା ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏହି ସମୟରେ ଟ୍ରେନରେ କେହି ଯାତ୍ରୀ ନଥିଲେ । ପୁରୀରୁ ଯାତ୍ରୀ ନେଇ ପୁରୀରୁ ଯାତ୍ରା କରିଥାନ୍ତି ଏହି ଟ୍ରେନ । ଏଥିପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଟ୍ରେନର ୩ଟି ବଗି…

ଡେଙ୍ଗୁରେ ଆକ୍ରାନ୍ତ ହେଲେ ସଲମାନ ଖାନ୍, ଜାଣନ୍ତୁ କିଏ ‌ହେବେ ବିଗ୍ ବସ୍-୧୬ ହୋଷ୍ଟ୍ …

କନକ ବ୍ୟୁରୋ:ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଡେଙ୍ଗୁ । ଡେଙ୍ଗୁରେ ଆକ୍ରାନ୍ତ ଥିବାରୁ ଆସନ୍ତା କିଛି ସପ୍ତାହ ଯାଏଁ ବିଗ୍ ବସ୍-୧୬ ହୋଷ୍ଟ କରିବେ ନାହିଁ । ତାଙ୍କ ସ୍ଥାନରେ ଏହି ସୋ’ କିଛି ଦିନ ପାଇଁ କରନ୍ ଜୋହର ହୋଷ୍ଟ କରିବେ ବୋଲି ଖବର ସାମ୍ନାକୁ ଆସିଛି । ଏଣେ ସଲମାନନଙ୍କର ସୁଟିଂ…

କାଲି ଧନତେରାସ ପାଇଁ ସୁନା ଦୋକାନୀଙ୍କ ଲୋଭନୀୟ ଅଫର ବର୍ଷା: ସୁନା କିଣିବା ପାଇଁ ଲୋକଙ୍କ ମଧ୍ୟରେ ବଢୁଛି ଆଗ୍ରହ

କନକ ବ୍ୟୁରୋ: କାଲି ଧନତେରାସ । ଦୀପାବଳି ପୂର୍ବଦିନ ପଡିଥାଏ ଧମତେରାସ । କୁହାଯାଏ ଧନତେରାସରେ ସୁନା କିମ୍ବା ରୂପା କିଣିଲେ ଘରକୁ ସୁଖ ଓ ସମୃଦ୍ଧି ଆସିଥାଏ । ଆଗରୁ ଓଡିଶା ପରମ୍ପରାରେ ଅକ୍ଷୟ ତୃତୀୟାରେ ସୁନା କିମ୍ବା ରୂପା କିଣିଲେ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି । ଏବେ କିନ୍ତୁ ଗତ…

ଦୀପାବଳି ପୂର୍ବରୁ ବିଷ ବଳୟ ଭିତରେ ରାଜଧାନୀ ଦିଲ୍ଲୀ: ବାୟୁର ମାନ ଖସିବା ଯୋଗୁଁ ଆଗକୁ ପ୍ରଦୂଷଣ ବୃଦ୍ଧି ଆଶଙ୍କା

କନକ ବ୍ୟୁରୋ: ଦୀପାବଳି ପୂର୍ବରୁ ବିଷାକ୍ତ ବାୟୁ ବଳୟରେ ଏବେ ରାଜଧାନୀ ଦିଲ୍ଲୀ । ଆଗକୁ ଦିପାବଳୀ କିନ୍ତୁ ଏବେଠୁ ହିଁ ଦିଲ୍ଲୀରେ ବାୟୁ ପ୍ରଦୁଷଣ ସମସ୍ୟା ଦେଖାଗଲାଣି । ବାୟୁର ମାନ ଖରାପ ହେବା ଯୋଗୁଁ ପୁଣି ଅସ୍ତବ୍ୟସ୍ତ ହେଲେଣି ଦିଲ୍ଲୀବାସୀ । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ…

ଗୋପାଳପୁରରେ ଟାଟା ପ୍ରକଳ୍ପ ପାଇଁ ନେଇଥିବା ଜମିରୁ ୨ ଶହ ଏକର ଫେରିପାଇବେ ଜମି ମାଲିକ। କ୍ୟାବିନେଟରେ ରାଜ୍ୟ ସରକାରଙ୍କ…

କନକ ବ୍ୟୁରୋ: ଟାଟ ଷ୍ଟିଲ କଲାନି ପ୍ରକଳ୍ପ, ସରକାର ଫେରାଇବେ ଜମି । ତେବେ ପ୍ରଶ୍ନ ଉଠୁଛି ଅବଶିଷ୍ଟ ଜମି କଣ କରୁଛି ଟାଟା? ଗଞ୍ଜାମର କାଳିପଲ୍ଲୀ ମୌଜାରେ ଟାଟା ଷ୍ଟିଲ ପାଇଁ ଅଧିକୃତ ଜମିକୁ ଫେରିପାଇବେ  ଜମିମାଲିକ ଓ ସେମାନଙ୍କ ଉତ୍ତରାଧିକାରୀ ।  ପ୍ରକଳ୍ପ ନ ହେବାରୁ ଏଠାରେ ୨୦୬ ଏକରରୁ ଅଧିକ…

ରାତି ସାରା ଧାରଣାରେ ପରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ। ଜନଶୁଣାଣିର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବା…

କନକ ବ୍ୟୁରୋ: ରାତି ସାରା ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆଦିବାସୀଙ୍କ ଧାରଣା । ବିସ୍ଥାପନକୁ ବିରୋଧ କରି ଦୀର୍ଘ ୬୫କିଲୋମିଟର ଚାଲିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ ବହୁ ସଂଖ୍ୟାରେ ଆଦିବାସୀ । କହିଥିଲେ, ଜୀବନ ଦେବୁ ପଛେ ଜମି ଦେବୁ ନାହିଁ । ଜମି…