Daily Archives

October 18, 2022

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ଭୋଟ୍ ମାଧ୍ୟମରେ ହେବ କଳାକାର ଚୟନ।

କନକ ବ୍ୟୁରୋ: କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଏଥର ଧୁମଧାମରେ ପାଳିତ ହେବ । ଚଳିତ ଥର ଧନୁଯାତ୍ରାକୁ ୭୫ ବର୍ଷ ପୂରଣ ହେଉଥିବାରୁ ଏହାକୁ ଭବ୍ୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି । ଏଥର ଧନୁଯାତ୍ରା ପାଇଁ କଳାକାର ଚୟନ…

ନିୟମିତ ହେଲେ ଠିକା କର୍ମଚାରୀ, ହେଲେ ପ୍ରାଥମିକ ଶିକ୍ଷକ ପାଇଲେନି ନ୍ୟାୟ।

କନକ ବ୍ୟୁରୋ: ରାଜ୍ୟରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଲା । କିନ୍ତୁ ଏବେ ବି ଅେନେକ ସଂଘ ଏଥିରୁ ବାଦ ପଡିଛନ୍ତି । ହୋମଗାର୍ଡ ସଂଘ ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, ପିଷ୍ଟା ଏଭଳି ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଠିକାରେ ୮ ବର୍ଷ ଓ ୬ ବର୍ଷ କାମ କରିଥିବା…

ଧାମନଗର ମୈଦାନରେ ପାଞ୍ଚ ପ୍ରାର୍ଥୀ। ପ୍ରଚାରକୁ ଜୋରଦାର କଲେ ବିଭିନ୍ନ ଦଳର ନେତା।

କନକ ବ୍ୟୁରୋ: ବିଜେଡି ବିରୋଧରେ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବା ରାଜେନ୍ଦ୍ର କୁମାର ଦାସ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନଥିବାବେଳେ ପ୍ରଚାରକୁ ଓହ୍ଲାଇଛନ୍ତି । ସାଙ୍ଗରେ ଅଳ୍ପକିଛି ସମର୍ଥକଙ୍କୁ ଧରି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ରାଜୁା ପୂର୍ବରୁ ବିଧାୟକ…

ପୋଷ୍ଟ ଅଫିସରେ ଖାତା ଖୋଲି ଫସିଗଲେ। କାରନାମା କଲେ ସାଇବର ଠକ, ବନ୍ଧା ହେଲେ ଗ୍ରାମବାସୀ।

କନକ ବ୍ୟୁରୋ: ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିଲେ ଟଙ୍କା ମିଳିବ, ମାଗଣା ଟଙ୍କା ପାଇବାର ଲୋଭ ଏବେ ଗାଁ ଲୋକଙ୍କୁ ମହଙ୍ଗା ପଡିଛି । ନବରଙ୍ଗପୁରରେ ଏକ ନ୍ୟୁଡ କଲ ଓ ବ୍ଲାକମେଲିଂ ମାମଲାର ଖୋଳତାଡ କରି ପୁଲିସ ୪ ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇଛି । ଅଶ୍ଲିଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ…

ନେତାଙ୍କ ମୁହଁରେ ବ୍ଲାକମେଲର ଅର୍ଚ୍ଚନା ନାଗର କଥା। ତାରାଙ୍କ ବିସ୍ଫୋରକ ବୟାନ, ଅର୍ଚ୍ଚନାଙ୍କ ଗଙ୍ଗାରେ ଗାଧୋଇଛନ୍ତି…

କନକ ବ୍ୟୁରୋ: କେତେ ଦୂର ଲମ୍ବିଛି ଅର୍ଚ୍ଚନାଙ୍କ ନାଗଫାଶ? ପୁଲିସର ତଦନ୍ତକୁ ନେଇ ଉଠିଲା ବଡ ପ୍ରଶ୍ନ । ପଲ୍ଲୀରୁ ସହର ଯାଏଁ ବ୍ଲାକରମେଲ କ୍ୱିନ ଅର୍ଚ୍ଚନା ନାଗଙ୍କ ଚର୍ଚ୍ଚା । ଅର୍ଚ୍ଚନାଙ୍କ ନାଗଫାସରେ କେତେ ବଡ ବଡ ନେତା ଫସିଥିବା ଚର୍ଚ୍ଚା ହେଉଛି । ହେଲେ କାହା କାହାର ସମ୍ପୃକ୍ତି ରହିଛି ଏ…