Daily Archives

October 25, 2022

ବମ୍ବେ ହାଇକୋର୍ଟଙ୍କ ବଡ ରାୟ । କୋର୍ଟ କହିଲେ ବିନା ପ୍ରମାଣରେ ସ୍ତ୍ରୀ ମାନେ ସ୍ୱାମୀଙ୍କୁ ଲମ୍ପଟ ଓ ମଦୁଆ କହିବା ଏକ…

କନକ ବ୍ୟୁରୋ: ବମ୍ବେ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ଯଦି ଜଣେ ପତ୍ନୀ ବିନା ପ୍ରମାଣରେ ନିଜ ସ୍ୱାମୀଙ୍କୁ ମଦୁଆ ଓ ବିଭିନ୍ନ ନାରୀଙ୍କ ସହ ସର୍ମ୍ପକ ରଖୁଥିବା ଅଭିଯୋଗ ଆଣେ ବା ତାଙ୍କୁ ମଦୁଆ ଓ ଲମ୍ପଟ ଭାବେ ବଦନାମ କରିବାକୁ ଚେଷ୍ଟା କରେ…

ଯୁଦ୍ଧ ଭିତରେ ୟୁକ୍ରେନ ଉପରେ ବଡ ଅଭିଯୋଗ ଆଣିଲା ଋଷ । ଋଷ ପ୍ରତିରକ୍ଷାମନ୍ତ୍ରୀ କହିଲେ ରୁଷ ସୈନିକଙ୍କୁ ଟାର୍ଗେଟ କରି…

କନକ ବ୍ୟୁରୋ: ୟୁକ୍ରେନ ଉପରେ ଋଷ ଆଣିଲା ନୂଆ ଅଭିଯୋଗ । ୠଷ ପ୍ରତିରକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି କି ୠଷ ସେନା ଅକ୍ତିଆର କରୁଥିବା ସ୍ଥାନରେ ୟୁକ୍ରେନ ଡାର୍ଟି ବୋମାରେ ଆକ୍ରମଣ କରୁଛି । ୠଷ ପ୍ରତିରକ୍ଷାମନ୍ତ୍ରୀ ସଗେଇ ଶୋଝୁଙ୍ଗ ୟୁକ୍ରେନ ଉପରେ ଏହି ଅଭିଯୋଗ ଆଣିବା ସହ ବ୍ରିଟେନ, ଫ୍ରାନ୍ସ…

ଋଷି ସୁନକଙ୍କୁ ନେଇ ଭାରତରେ ରାଜନୀତି । ସଂଖ୍ୟାଲଘୁ ସମ୍ପ୍ରଦାୟରୁୁ ସୁନକ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ପ୍ରଶ୍ନ…

କନକ ବ୍ୟୁରୋ: ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ମଙ୍ଗଳବାର ବ୍ରିଟେନର ପ୍ରଧାନମନ୍ତ୍ରୀ ଘୋଷିତ ହୋଇଥିବା ଋଷି ସୁନକଙ୍କୁ ନେଇ ଭାରତରେ ରାଜନୀତି ଜୋର ଧରିଛି । ବ୍ରିଟେନରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟରୁ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଭାରତରେ କେବେ ବୋଲି ପ୍ରଶ୍ନ କରିଥିଲେ…

୨୦୦ବର୍ଷ ପରେ ବଦଳିଲା ସମୟଚକ୍ର । ଏବେ ଇଂରେଜଙ୍କୁ ଶାସନ କରିବେ ଭାରତୀୟ ବଂଶୋଦ୍ଭବ । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ବ୍ରିଟେନରେ ଏଣିକି ରାଜ୍ କରିବେ ଭାରତୀୟ ବଂଶୋଦ୍ଭବ । ୨ ଶହ ବର୍ଷ ତଳେ ଯେଉଁ ଇଂରେଜମାନେ ଭାରତ ଉପରେ ଶାସନ କରୁଥିଲେ ଏବେ ସେମାନଙ୍କୁ ଶାସନ କରିବେ ଜଣେ ମୂଳ ଭାରତୀୟ । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସନକ । ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ…

ଧାମନଗରରେ କିଏ ବାଣ୍ଟୁଛି ଟଙ୍କା? ବିଜେଡି – ବିଜେପି ହେଲେ ମୁହାଁମୁହିଁ ।

କନକ ବ୍ୟୁରୋ: ଧାମନଗରର ଦୁଇଟି ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଥମ ଦୃଶ୍ୟରେ ଜଣେ ବିଜେଡି କର୍ମୀ କହୁଛନ୍ତି ଯେଉଁ ପଞ୍ଚାୟତ ଅଧିକ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବ, ସେହି ପଞ୍ଚାୟତକୁ ଏକ କୋଟି ଟଙ୍କାର ପୁରସ୍କାର ମିଳିବ । ଦ୍ୱିତୀୟ ଭିଡିଓରେ ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା…