Daily Archives

October 14, 2022

ଗନ୍ତବ୍ୟସ୍ଥଳ ଅଭିମୁଖେ ଗଡିଲାନି ଟ୍ରେନ, ହଙ୍ଗାମା ଗଲେ ଯାତ୍ରୀ । ରେଳ ଧାରଣାରେ ବସି ଯାତ୍ରୀ କଲେ କୀର୍ତ୍ତନ ।

କନକ ବ୍ୟୁରୋ : ରେଳ ଧାରଣା ଉପରେ ଭଜନ କୀର୍ତ୍ତନ ଏବଂ ଟ୍ରେନ ଆଗରେ ଅଭିନବ ପ୍ରତିବାଦ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ରେଳ ଷ୍ଟେସନରେ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳଷ୍ଟେସନରେ ଆଜି କୃଷିବୀମା ପାଇଁ ଆନ୍ଦୋଳନ କରିଥିଲେ କୃଷକ ସଂଗଠନ । ଫଳରେ ବଲାଙ୍ଗିର ରେଳ ଷ୍ଟେସନରେ ଦିନ…

କାର କାଚ୍ ଭାଙ୍ଗୁଛନ୍ତି, ଗାଡିରୁ ଦାମୀ ଜିନିଷ ଲୁଟୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ କାର କାଚଭଙ୍ଗା…

କନକ ବ୍ୟୁରୋ : ଭୁବନେଶ୍ୱରରେ ପୁଣି ମାତିଲେ କାର କାଚଭଙ୍ଗା ଲୁଟେରା । ସିଆଇଏସଏଫ୍ ଯବାନ ଦମ୍ପତିଙ୍କ ଗାଡ଼ି କାଚ ଭାଙ୍ଗି ଲୁଟ୍ ଅଭିଯୋଗ । ଆଜି ସନ୍ଧ୍ୟାରେ ସହିଦନଗରର ଏକ ମଲ୍ ସାମ୍ନାରେ ଗାଡ଼ି ପାର୍କିଂ କରି ସପିଂ କରିବାକୁ ଯାଇଥିଲେ ସିଆଇଏସଏଫ୍ ଯବାନ ଦମ୍ପତି । ସପିଂ କରି ଫେରିବା ବେଳେ…

ଧାମନଗର ଉପ-ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା । ପ୍ରଚାର ମୈଦାନକୁ ଓହ୍ଲାଇବେ ୩…

କନକ ବ୍ୟୁରୋ : ଧାମନଗର ଉପ-ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି ବିଧାୟକ, ରାଜ୍ୟ ପ୍ରଭାରୀ ଓ ତୁଙ୍ଗ ନେତାଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ଭାରତ-ପାକିସ୍ତାନ ଫ୍ୟାନ୍ସଙ୍କୁ ବଡ ଝଟକା: ୫ ବର୍ଷ ଯାଏଁ ହେବନି କୌଣସି ସିରିଜ

କନକ ବ୍ୟୁରୋ: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସାମ୍ନାକୁ ଆସିଛି ବଡ ଖବର । ଏହି ଦୁଇ ଦେଶର ମ୍ୟାଚକୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କୁ ଲାଗିଛି ବଡ ଝଟକା । କାରଣ ଆଗାମୀ ୫ ବର୍ଷ ଯାଏଁ ଏହି ଦୁଇ ଦେଶ ମଧ୍ୟରେ ହେବନି କୌଣସି ବି ସିରିଜ । ଗତ ୧୦ ବର୍ଷର କ୍ରିକେଟ ଯଦି ଆମେ ଦେଖିବା ତେବେ…

ଓସିଏ ଉପରେ ବିଜେଡିର ହେଭିୱେଟ୍ ନେତାଙ୍କ ନଜର । ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ସଭାପତି ପ୍ରାର୍ଥୀ, ନିଦ୍ୱର୍ନ୍ଦ୍ୱରେ…

କନକ ବ୍ୟୁରୋ : ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଯାଜପୁର କ୍ରିକେଟ ଆସୋସିଏସନ୍ ଓସିଏକୁ ପଠାଇବା ପରେ, ସଭାପତି ପଦ ଉପରେ ତାଙ୍କର ନଜର ଥିବା ଅନୁମାନ କରାଯାଉଥିଲା । ଯାହା ଆଜି ପୁରୀରେ ବସିଥିବା ବୈଠକରେ ସ୍ପଷ୍ଟ ହୋଇଯାଇଛି । କୁହାଯାଉଛି ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ…

ପୁରୀରେ ହଇରାଣ ହେଉଛନ୍ତି ହବିଷିଆଳି । ମନ୍ଦିରରେ ମାଗଣା ଖିଆ କହି ଟାହି ଟାପରା କରୁଥିବା ନେଇ ଅଭିଯୋଗ, ହବିଷିଆଳିିଙ୍କ…

କନକ ବ୍ୟୁରୋ : ପୁରୀରେ ହଇରାଣ ହେଉଛନ୍ତି ହବିଷିଆଳି । ଦର୍ଶନ କରିବାକୁ ଯିବା ବେଳେ ଶ୍ରୀମନ୍ଦିର ଭିତରେ ଦୁର୍ବ୍ୟବାହର କରାଯାଉଥିବା ଅଭିଯୋଗ ହୋଇଛି । ଧକ୍କା ମାରିବା ସହ ମାଗଣା ଖିଆ କହି ଟାହିଟାପରା କରୁଥିବା ଅଭିଯୋଗ କରିଛନ୍ତି କିଛି ହବିଷିଆଳି । କାର୍ତିକ ପ୍ରତିପଦାରୁ ଶ୍ରୀକ୍ଷେତ୍ରରେ…