Daily Archives

October 11, 2022

ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରାଇଲା ଆଇଏମଏଫ: କହିଲା, ଆଗକୁ ବାକିଅଛି ଆହୁରି ଖରାପ ସମୟ

କନକ ବ୍ୟୁରୋ: ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍ଏଫ୍ । ଆଇଏମ୍ଏଫ୍ କହିଛି, ବିଶ୍ୱ ଅର୍ଥନୀତି ପାଇଁ ଆଗକୁ ଆହୁରି ଖରାପ ସମୟ ଆସୁଛି । ଏପଟେ ଭାରତର ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଇବ ବୋଲି କହିଛି ଆଇଏମ୍ଏଫ୍ । ଜୁନ ମାସରେ ଭାରତର ଜିଡିପି…

ବିସିସିଆଇକୁ ମିଳିପାରେ ନୂଆ ଅଧ୍ୟକ୍ଷ: ନାମାଙ୍କନ ପରେ ରେସରେ ସବୁଠୁ ଆଗରେ ରୋଜର ବିନ୍ନିଙ୍କ ନାଁ

କନକ ବ୍ୟୁରୋ: ବଦଳିବେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ସଭାପତି । ୧୯୮୩ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ରୋଜର ବିନ୍ନି ନେଇପାରନ୍ତି ସୌରଭ ଗାଙ୍ଗୁଲିଙ୍କ ସ୍ଥାନ । ଅର୍ଥାତ୍ ବିନ୍ନି ବିସିସିଆଇର ନୂଆ ଅଧ୍ୟକ୍ଷ ଦୌଡ଼ରେ ସବୁଠାରେ ଆଗରେ ରହିଥିବା ସୂଚନା ମିଳିଛି । ମଙ୍ଗଳବାର ନୂଆ…

କଂଗ୍ରେସ ଶାସିତ ରାଜ୍ୟରେ ପୁଣି ଇଡିର ମାରାଥନ ଚଢାଉ: ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନିକଟତର ସର୍ମ୍ପକୀୟଙ୍କ ସହ ବଡ ବଡ…

କନକ ବ୍ୟୁରୋ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବଘେଲଙ୍କ କିଛି ସହଯୋଗୀଙ୍କ ଘର ଉପରେ ମଙ୍ଗଳବାର ମାରାଥନ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ରେଡରେ ରାଜ୍ୟ ସରକାରଙ୍କ କିଛି ଅଧିକାରୀଙ୍କ ଅଫିସ ଓ କାର୍ଯ୍ୟାଳୟ ରହିଛି । ଦୁର୍ଗ, ରାଏପୁର,ରାୟଗଡ, ମହାସମୁନ୍ଦ ସହିତ ଅନେକ ସ୍ଥାନରେ…

ଛିଣ୍ଡିଲା ଦଳୀୟ ଚିହ୍ନକୁ ନେଇ ବିବାଦ: ସିନ୍ଦେ ଗୋଷ୍ଠୀଙ୍କୁ ମିଳିଲା ଦୁଇଟି ଖଣ୍ଡା ଓ ଢାଲ ଚିହ୍ନ ସହ ନାଁ

କନକ ବ୍ୟୁରୋ: ଉଦ୍ଧବ ଠାକରେଙ୍କ ପରେ ଏକନାଥ ସିନ୍ଦେ ଗୋଷ୍ଠୀକୁ ମିଳିଲା ନିର୍ବାଚନୀ ଚିହ୍ନ । ନିର୍ବାଚନ କମିଶନ ମଙ୍ଗଳବାର ସିନ୍ଦେ ଗୋଷ୍ଠୀକୁ ଦୁଇଟି ଖଣ୍ଡା ଓ ଢାଲ ଚିହ୍ନ ପ୍ରଦାନ କରିଛନ୍ତି । ନିକଟରେ ସିନ୍ଦେ ଗୋଷ୍ଠୀର ନାମକରଣ ‘ବାଲାସାହେବଂଚି ଶିବସେନା’ ଦିଆଯାଇଥିଲା । ମହାରାଷ୍ଟ୍ରରେ…

ମିଳିତ ଜାତିସଂଘ ମହାସଭାରେ ଋଷକୁ ଝଟକା: ଋଷର ଅପିଲ ବିରୋଧରେ ଭାରତର ଭୋଟ

କନକ ବ୍ୟୁରୋ: ସୋମବାର ରୁଷର ମିଶାଇଲ, ବୋମା ମାଡରେ ୟୁକ୍ରେନର ଯାହା ଘଟିଛି ତାର ସାକ୍ଷୀ ରହିଛି ସାରା ବିଶ୍ୱ କିଭଳି ପ୍ରତି ମୁହୁର୍ତରେ ୟୁକ୍ରେନର ରାଜଧାନୀ କିଭ ସହ ୧୭ଟି ସହରର ଛାତି ଉପରେ ଆକ୍ରମଣ କରୁଥିଲା କ୍ରେମଲିନ? କିଭଳି ନୀରିହ ଜନତାଙ୍କ ଉପରେ ଆସି ମାଡ ହେଉଥିଲା ବୋମା, ଓ ମିସାଇଲ?…

ଭାରତୀୟ ବଜାର ଉପରେ ପଡୁଛି ବିଶ୍ୱ ବଜାର ମାନ୍ଦାବସ୍ଥାର ପ୍ରଭାବ: ଲଗାତାର ୩ୟ ଦିନ ପାଇଁ ଖସିଲା ସେୟାରମାର୍କେଟ

କନକ ବ୍ୟୁରୋ: ଲଗାତାର ତୃତୀୟ ଦିନ ପାଇଁ ରେଡ୍ ମାର୍କରେ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର ।ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ମଙ୍ଗଳବାର ଉଭୟ ସେନସେକ୍ସ ଓ ନିଫ୍ଟି ଲାଲ ସଂକେତରେ ବନ୍ଦ ହୋଇଛି ।କାରବାର ଶେଷ ବେଳକୁ ବମ୍ବେ ଷ୍ଟକ…