Daily Archives

October 29, 2022

ଏମିତି ହୁଏ ଦୁର୍ଘଟଣା: ଅଧା ତିଆରି ଓଭରବ୍ରିଜ୍ ତଳକୁ ଖସି ପଡ଼ିଲା ଟ୍ରକ, ଡ୍ରାଇଭର ମୃତ

କନକ ବ୍ୟୁରୋ: ଅଧା ତିଆରି ଓଭରବ୍ରିଜ୍ ତଳକୁ ଖସି ପଡ଼ିଲା ଟ୍ରକ । ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରାସ୍ତା କାମ ଶେଷ ହୋଇନଥିବାରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇବା ପାଇଁ ଲୋକେ ଉଦ୍ୟମ କରିଥିଲେ । ହେଲେ ଲୋକଙ୍କ ଇସାରାକୁ ବୁଝିନପାରି ଟ୍ରକକୁ ଆଗକୁ ନେଇଥିଲେ…

ହାଇକୋର୍ଟଙ୍କ ଐତିହାସିକ ରାୟ: ବିବାହିତ ଝିଅ ବି ପାଇବେ ଅନୁକମ୍ପାମୂଳକ ନିଯୁକ୍ତି

କନକ ବ୍ୟୁରୋ: କୌଣସି ସରକାରୀ କର୍ମଚାରୀଙ୍କ ଚାକିରୀରେ ଥାଇ ମୃତ୍ୟୁ ଘଟିଲେ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ବିବାହିତ ଝିଅଙ୍କୁ ବି ମିଳିବ ଅଧିକାରୀ । ଏଭଳି ଐତିହାସିକ ରାୟ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ କେବଳ ପୁଅ କିମ୍ବା ଅବିବାହିତ ଝିଅ ଏହାର ସୁଯୋଗ ପାଇଆସୁଥିଲେ । ଏବେ…

ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ତାତିଲା ଛାତ୍ର କଂଗ୍ରେସ: ବିକ୍ଷୋଭ ବେଳେ ଅଣ୍ଡା, ଟମାଟୋ ମାଡ

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଛାତ୍ର କଂଗ୍ରେସର ଯୁଦ୍ଧଂ ଦେହି ଡାକରା । ପୁରୀ ୧୧ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ଛାତ୍ର କଂଗ୍ରସ । ନବୀନ ନିବାସ ଆଡକୁ ଯାଉଥିବା ବେଳେ ଅଟକାଇବାରୁ…

ଫିଲିପାଇନ୍ସରେ ବାତ୍ୟା ତାଣ୍ଡବ । ବନ୍ୟା ଓ ଭୁସ୍ଖଳନରେ ଗଲାଣି ୮୦ଜଣଙ୍କ ଜୀବନ

କନକ ବ୍ୟୁରୋ : ପ୍ରଶାନ୍ତ ମହାସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ନଲଗେ ଫିଲପାଇନ୍ସର ଦକ୍ଷିଣପ୍ରାନ୍ତରେ ତାଣ୍ଡବ ରଚିଛି । ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଲଗାଣବର୍ଷା ପରେ ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ଭୁସ୍ଖଳନ ଘଟିଛି । ଏବେ ସୁଦ୍ଧା ୮୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ…

ସୂଚନା ପ୍ରଯୁକ୍ତି ନିୟମାବଳୀ ୨୦୨୨ରେ ସଂଶୋଧନ । ସୋସିଆଲ ମିଡିଆ ଉପରେ ଏଣିକି ରହିବ ସରକାରଙ୍କ ନିୟନ୍ତ୍ରଣ

କନକ ବ୍ୟୁରୋ : ଅଧିକ କଡ଼ାକଡ଼ି ହେଲା ସୋସିଆଲ ମିଡିଆ ନିୟମ । ଫେସବୁକ, ଟ୍ୱିଟର ତଥା ଅନ୍ୟ ସୋସିଆଲ ମିଡିଆ କଣ୍ଟେଣ୍ଟ ପ୍ରସଙ୍ଗରେ ଏଣିକି ଆପେଲେଟ ପ୍ୟାନେଲ ନିକଟରେ କରି ହେବ ଅଭିଯୋଗ । ୩ମାସ ମଧ୍ୟରେ ସରକାର ଏହି କମିଟି ଗଠନ କରିବେ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦି କୌଣସି ବ୍ୟକ୍ତି…

ସୁଗାର ଫ୍ରି ମିଠାରେ ଚିନିର ଉପାଦାନର ଖୁଲାସା ପରେ ତତ୍ପର: ମିଠା ଦୋକାନୀଙ୍କ ପାଇଁ ଆସିବ ଗାଇଡଲାଇନ୍

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ଖବର ବାଜିଲା ଖାଦ୍ୟ ନିରାପତା ଆୟୁକ୍ତ ଚେତିଲା । ସୁଗାର ଫ୍ରି ମିଠା ନାଁରେ ଚିନି ମିଶ୍ରିତ ମିଠା ବିକ୍ରି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ରାଜ୍ୟ ଖାଦ୍ୟ ନିରାପତା ଆୟୁକ୍ତ । ରାଜ୍ୟର ମିଠା ଦୋକାନୀଙ୍କ ପାଇଁ ଆସିବ ଏସଓପି ।…