କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ, ଜବାବ ରଖିଲା ବିଜେଡି। ସସ୍ମିତ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ ଛଡା କରିଛନ୍ତି କଣ?

କନକ ବ୍ୟୁରୋ: ପଦମପୁର ଉପନିର୍ବାଚନ ପ୍ରଚାର ବେଳେ ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ନେଇ ଜବାବ ରଖିଛି ଦଳ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରେସମିଟ୍ କରି କଡା ଜବାବ ଦେଇଛନ୍ତି । ସସ୍ମିତ କହିଛନ୍ତି ପ୍ରଥମ ରାଜ୍ୟ ଭାବେ ଓଡିଶା ଠିକ୍ କର୍ମଚାରୀଙ୍କୁ ସ୍ଥାୟୀ…

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ। ଓଡିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା।

କନକ ବ୍ୟୁରୋ: ଷାଠିଏ ଦଶକରେ ଓଡିଆ ଚଳଚିତ୍ର ଜଗତରେ ଚହଳ ପକାଇ ଦେଇଥିବା ଝରଣା ଦାସ ଆଜି ଆମ ଗହଣରେ ନାହାନ୍ତି । ସୁମଧୁର କଣ୍ଠରେ ମନଛୁଆଁ ସଂଳାପ ଓ ଚମକ୍ରାର ଅଭିନୟ ଶୈଳୀରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତ୍ରୀ ଏବେ ଆରପାରିକୁ ଚାଲିଯାଇଛନ୍ତି । ୮୨ବର୍ଷ ବୟସରେ କଟକ ଚଣ୍ଡି ରୋଡ୍ ସ୍ଥିତ…

କିଏ ଜିତିବ ପଦ୍ମପୁର ବାଜି? ଗ୍ରାଉଣ୍ଡ ଜିରୋରେ ଜନତାଙ୍କ ମୁଡ୍ ପରଖିଛି କନକ ନ୍ୟୁଜ୍।

କନକ ବ୍ୟୁରୋ: କିଏ ଜିତିବ ପଦ୍ମପୁର ବାଜି ? କ’ଣ ରହିଛି ଭୋଟର୍ଙ୍କ ମୁଡ୍? କେଉଁ ପ୍ରସଙ୍ଗରେ ପଡ଼ିବ ଭୋଟ୍ ? କିଛି ଏଭଳି ପ୍ରମୁଖ ପ୍ରସଙ୍ଗ ଓ ପ୍ରଶ୍ନକୁ ନେଇ ଗ୍ରାଉଣ୍ଡ ଜିରୋରେ ଜନତାଙ୍କ ମୁଡ୍ ପରଖିଛି କନକ ନ୍ୟୁଜ୍ । ପଦ୍ମପୁରର ନେତା ଓ ଜନତାଙ୍କୁ ନେଇ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର…

ବଦଳୁଛି ଓଡିଆ ଚଳଚ୍ଚିତ୍ରର ରୂପରେଖ। ‘ଦମନ’ ପରେ ଦର୍ଶକଙ୍କ ମନକୁ ଛୁଇଁଲା ‘ପ୍ରତୀକ୍ଷା’, ୧୪ ସହରରେ କଲା ମୁକ୍ତିଲାଭ।

କନକ ବ୍ୟୁରୋ: ଫିଲ୍ମ ହଲ୍ ହାଉସଫୁଲ. ତାହା ପୁଣି ଓଡିଆ ଫିଲ୍ମ ଦେଖିବା ପାଇଁ । ଓଲିଉଡରେ ଦମନ ନୂଆ ଟ୍ରେଣ୍ଡ ସୃଷ୍ଟି କରିଥିବାବେଳେ ଏଥର ପ୍ରତୀକ୍ଷାର ପାଳି । ପ୍ରଥମ ଦିନରେ ହାଉସଫୁଲ, ମର୍ଣ୍ଣିଂ ଶୋରେ ବି ଦର୍ଶକଙ୍କ ପ୍ରବଳ ଭିଡ । କଥାକାର ଗୌରହରି ଦାସଙ୍କ ଏକ ଅଣୁ ଗଳ୍ପରୁ ଅନୁପ୍ରାଣୀତ ହୋଇ…