Daily Archives

October 26, 2022

କଂଗ୍ରେସ ସଭାପତି ହେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ । ବାଦ୍ ପଡିଲେ ଶଶି ଥରୁର

କନକ ବ୍ୟୁରୋ: କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ । ବଡ ନିଷ୍ପତି ନେବା ଆରମ୍ଭ କରିଛନ୍ତି ନୂଆ ସଭାପତି । ସିଡବ୍ଲୁସି ସ୍ଥାନରେ ସେ ନୂଆ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ଏଥିରେ କଂଗ୍ରେସ ୱାର୍କିଂ କମିଟିର ପ୍ରାୟ ସମସ୍ତ ସଦସ୍ୟଙ୍କୁ ସାମିଲ…

କଂଗ୍ରେସରେ ସରିଲା ସୋନିଆ ଯୁଗ । ଆରମ୍ଭ ହେଲା ଖଡଗେଙ୍କ କାର୍ଯ୍ୟକାଳ ।

କନକ ବ୍ୟୁରୋ: କଂଗ୍ରେସରେ ଶେଷ ହୋଇଛି ସୋନିଆ ଗାନ୍ଧୀଙ୍କ ଯୁଗ । ପ୍ରାୟ ୨୦ବର୍ଷ ସଭାପତି ଦାୟିତ୍ୱରେ ରହିବା ପରେ ବୁଧବାର ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି ସୋନିଆ । ଆଉ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ପ୍ରାୟ…

ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର । ପେଟରୁ ମିଳିଲା ମହିଳାଙ୍କ ମୃତଦେହ

କନକ ବ୍ୟୁରୋ : ମହିଳାଙ୍କୁ ଜିଅନ୍ତା ଗିଳିଦେଲା ଅଜଗର । ପେଟରୁ ମିଳିଲା ମହିଳାଙ୍କ ମୃତଦେହ । ଇଣ୍ଡୋନେସିଆର ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲିଟିଛି । ଏକ ବିଶାଳକାୟ ଅଜଗର ୫୪ ବର୍ଷୀୟ ମହିଳାଙ୍କୁ ଜୀଅନ୍ତା ଗିଳିଦେଇଛି । ମହିଳା ଜଣକ ଜଙ୍ଗଲକୁ ରବର ସଂଗ୍ରହ ପାଇଁ ଯାଇଥିବା ବେଳେ…

ଭାରତକୁ ନେଇ ବଡ ବୟାନ ରଖିଲେ ଚୀନ ରାଷ୍ଟ୍ରଦୂତ । ସୁନ ୱଇଡଙ୍ଗ କହିଲେ ଉଭୟ ଦେଶ ପରସ୍ପର ଆଭ୍ୟନ୍ତରୀଣ ମାମଲାରେ ଦଖଲ…

କନକ ବ୍ୟୁରୋ : ଭାରତ-ଚୀନ ପରସ୍ପର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବା ଉଚିତ୍ । ଏଭଳି ବୟାନ୍ ଦେଇଛନ୍ତି ଚୀନ ରାଷ୍ଟ୍ରଦୂତ ସୁନ୍ ୱେଇଡୋଙ୍ଗ । ତିନିବର୍ଷ ଧରି ଭାରତରେ ଚୀନର ରାଷ୍ଟ୍ରଦୂତ ଭାବେ ଥିବା ସୁନଙ୍କ ମଙ୍ଗଳବାର କାର୍ଯ୍ୟକାଳ ଶେଷ ହୋଇଛନ୍ତି । ତେବେ ନିଜ ବିଦାୟୀ ଭାଷଣରେ ସେ…

ଅରବିନ୍ଦ କେଜ୍ରିୱାଲଙ୍କ ଅର୍ଥତତ୍ତ୍ୱ । କହିଲେ, ଟଙ୍କାରେ ରହୁ ଗଣେଶ, ଲକ୍ଷ୍ମୀଙ୍କ ଚିତ୍ର । ବଢ଼ିବ ଟଙ୍କାର ମୂଲ୍ୟ,…

କନକ ବ୍ୟୁରୋ: ଡଲାର ତୁଳନାରେ ଲଗାତର ଭାବେ ଖସି ଚାଲିଛିି ଟଙ୍କାର ମୂଲ୍ୟ । ବିଶ୍ୱ ବଜାରରେ ଅଧିକାଂଶ କାରବାର ଆମେରିକୀୟ ଡଲାରରେ ହେଉଥିବାବେଳେ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ବିଶେଷକରି ଭାରତ ଏକ ଆମଦାନିକାରୀ ଦେଶ ହୋଇଥିବାରୁ ଟଙ୍କାର…