Daily Archives

October 6, 2022

ବ୍ୟାପକ ହେବ ଓଡିଶା ମୋ ପରିବାର କାର୍ଯ୍ୟକ୍ରମ। ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଶା-ମୋ ପରିବାରର ଭୁବନେଶ୍ୱର ରାଜ୍ୟ କାର୍ୟ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ଓଡ଼ିଶା-ମୋ ପରିବାର ଦ୍ୱାରା ସଂପାଦନା ହୋଇଥିବା ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ ଏବଂ ଆଗାମୀ ଦିନରେ…

ଧାମନଗର ଉପନିର୍ବାଚନ:  ବିଜେପି ପ୍ରାର୍ଥୀ ହେବେ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ!

କନକ ବ୍ୟୁରୋ: ବିଜେପି ଟିକେଟରେ ଧାମନଗର ଉପନିର୍ବାଚନ ଲଢିବେ ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ । ଏନେଇ ଏକପ୍ରକାର ନିଶ୍ଚିନ୍ତ ହୋଇସାରିଥିବା ବେଳେ କେବଳ ଦଳ ପକ୍ଷରୁ ଔପଚାରିକ ଘୋଷଣା ବାକି ରହିଛି । ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି…

ଘୋଷଣା ହେଲା ସାହିତ୍ୟ ପାଇଁ ନୋବେଲ ପୁରସ୍କାର। ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସଙ୍କୁ ମିଳିବ ସମ୍ମାନ।

କନକ ବ୍ୟୁରୋ: ସାହିତ୍ୟ ପାଇଁ ଘୋଷଣା ହୋଇଛି ସମ୍ମାନଜନକ ନୋବେଲ ପୁରସ୍କାର । ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ସ୍ୱିଡୀଶ ରାଜଧାନୀ ଷ୍ଟକହୋମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛି ନୋବେଲ ପୁରସ୍କାର କମିଟି । ଆନିଙ୍କୁ ତାଙ୍କ…

ୟୁଏଇରେ ଭାରତୀୟଙ୍କ ସ୍ୱପ୍ନ ସାକାର। ଉଦଘାଟିତ ହେଲା ଭବ୍ୟ ମନ୍ଦିର।

କନକ ବ୍ୟୁରୋ: ୟୁଏଇରେ ରହୁଥିବା ୩୫ ଲକ୍ଷ ଭାରତୀୟ ଏବଂ ଦୁବାଇରେ ରହୁଥିବା ୨୦ ଲକ୍ଷ ଭାରତୀୟଙ୍କୁ ମିଳିଛି ମନ୍ଦିର । ଇସଲାମିକ ଦେଶ ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରେ ଖୋଲିଲା ବହୁ ପ୍ରତୀକ୍ଷିତ ହିନ୍ଦୁ ମନ୍ଦିର । ପବିତ୍ର ବିଜୟାଦଶମୀ ଅବସରରେ ଏହି ନୂଆ ହିନ୍ଦୁ ମନ୍ଦିରର ଶୁଭାରମ୍ଭ…