Daily Archives

October 7, 2022

ବାଇଡେନଙ୍କ  ନିଷ୍ପତ୍ତିକୁ ନେଇ ଚର୍ଚ୍ଚା । ନିଜ ପାଖରେ ଅଳ୍ପ ପରିମାଣର ଗଞ୍ଜେଇ ରଖିବା ନୁହେଁ ଅପରାଧ । 

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋଟିଏ କଥା ଓ ଗୋଟିଏ ନିଷ୍ପତ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆମେରିକା ରାଷ୍ଟ୍ରପତି ଏବେ ବଡ ଘୋଷଣା କରିଛନ୍ତି ଓ କହିଛନ୍ତି କି ଅଳ୍ପ ପରିମାଣରେ ଗଞ୍ଜେଇ ରଖିବା କୌଣସି ଅପରାଧ ନୁହେଁ । ଗଞ୍ଜେଇ ରଖିବା ଓ ବ୍ୟବହାର ଅଭିଯୋଗରେ ଆମେରିକା…

ମୁଁ କେମିତି ପାଇଲି ଓଏଏସ? କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ଓଡିଶା ସଭିଲ ସର୍ଭିସ ଟପ୍ପର …

କନକ ବ୍ୟୁରୋ: ବିନା କୋଚିଂରେ ମୁଁ ଓସିଏସ ପରୀକ୍ଷାରେ ସଫଳତା ପାଇଛି । ଦିଲ୍ଲୀରେ ପଢିବା ବେଳେ ସେଠାକାର କୋଚିଂ ମୋତେ ଏଠି ସଫଳତାରେ ସହାୟତା କରିଥିଲା । କିଛି ଏଭଳି ଢଙ୍ଗରେ ନିଜର ସଫଳତାର କାହାଣୀ କହିଛନ୍ତି ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ଟପ୍ପର ତେଜସ୍ୱିନୀ…

ଘୁଞ୍ଚିଲା ଜ୍ଞାନବାପୀ ମାମଲାର ଶୁଣାଣି । ଅକ୍ଟୋବର ୧୧ରେ ହେବ ପରବର୍ତୀ ଶୁଣାଣି ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଜ୍ଞାନବାପୀ ମସଜିଦ ମାମଲାର ଶୁଣାଣୀ ଘଞ୍ଚାଇଛନ୍ତି କୋର୍ଟ । ଶୁକ୍ରବାର ମାମଲାର ଏକ ଆବେଦନ ଉପରେ ଶୁଣାଣି କରିଥିଲେ କୋର୍ଟ । ତେବେ ମାମଲାର ଆଗାମୀ ଶୁଣାଣୀ ୧୧ ତାରିଖରେ ହେବ । ମୁସଲିମ ପକ୍ଷରୁ ଏକ ଆବେଦନ ଉପରେ ଅକ୍ଟୋବର ୧୧ରେ ହେବ ପରବର୍ତୀ ଶୁଣାଣୀ । ଶୁକ୍ରବାର…

ପାକିସ୍ତାନ ଜେଲରେ ୯ ମାସରେ ୬ ଭାରତୀୟ କଏଦୀଙ୍କ ମୃତ୍ୟୁ । ପଢନ୍ତୁ, କଣ କହିଲେ ବୈଦେଶିକ ମନ୍ତ୍ରାଳୟର…

କନକ ବ୍ୟୁରୋ: ପାକିସ୍ତାନ ଜେଲରେ ଗତ ୯ ମାସରେ ୬ ଭାରତୀୟ କଏଦୀଙ୍କ ମୃତ୍ୟୁ ଚିନ୍ତା ବଢ଼ାଇ ଦେଇଛି । ବଡ଼ କଥା ହେଉଛି ସମସ୍ତ କଏଦୀ ସେମାନଙ୍କର ସଜ୍ଜା ପୂରଣ କରିସାରିଥିଲେ । ଏହାସତ୍ତେ୍ୱ ପାକିସ୍ତାନ ସେମାନଙ୍କୁ ମୁକ୍ତ କରିନଥିଲା । ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟର…

ମଦ ଦୁର୍ନୀତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ। ସମୀର ମହେନ୍ଦ୍ରର ଜେରା ଆଧାରରେ ଚଢାଉ।

କନକ ବ୍ୟୁରୋ: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଶୁକ୍ରବାର ଦିଲ୍ଲୀ ସମେତ ହାଇଦ୍ରାବାଦ ଓ ପଞ୍ଜାବର ୩୫ଟି ସ୍ଥାନରେ ବଡଧରଣର ଚଢାଉ କରିଛି । ପୂର୍ବରୁ ଗିରଫ ଅଭିଯୁୁକ୍ତ ସମୀର ମହେନ୍ଦ୍ରର ଜେରା ଆଧାରରେ ଏହି ଚଢାଉ କରାଯାଇଛି । ଅର୍ଥ ହେରଫେର ମାମଲା…

ବିଦେଶରେ ଚାକିରି କରିବାକୁ ଯାଇ ରାକେଟର ଶିକାର ହୋଇଥିବା ଭାରତୀୟ ଉଦ୍ଧାର । ମାଡ ମରା ସହ ମିଳୁଥିଲା ଇଲେକ୍ଟ୍ରିକ ସକ୍ ।

କନକ ବ୍ୟୁରୋ: ମିଆଁମାରରେ ଅକଥନୀୟ ନିର୍ଯାତନା ପାଇବା ପରେ ଉଦ୍ଧାର ହେଉଛନ୍ତି ସେଠାରେ ଫଶି ରହିଥିବା ଭାରତୀୟ । ବିଦେଶରେ ଚାକିରି କରିବା ଆଳରେ ବଡ଼ ରାକେଟର ଶିକାର ହୋଇଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଛି । ଗତମାସରେ ୩୨ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ…