Daily Archives

October 5, 2022

ବିଲ ପାଖରେ ଗଛ ରହିବା ପରିବେଶ ପାଇଁ ଲାଭଦାୟକ। ଗବେଷଣାରୁ ଆସିଲା ଏହି ତଥ୍ୟ…

କନକ ବ୍ୟୁରୋ: ବିକାଶ ଏବଂ ପ୍ରକୃତି ମଧ୍ୟରେ ବିରୋଧାଭାସ ସବୁବେଳେ ମଣିଷ ପାଇଁ କ୍ଷତିକାରକ । ସ୍ପଷ୍ଟ ଭାବେ ଆଉ ବାରମ୍ବାର ଏଭଳି ଚିତ୍ର ଦେଖାଯାଇଥାଏ ଯେତେବେଳେ ବି ବିକାଶ କାର୍ଯ୍ୟ ପ୍ରକୃତିଠାରୁ ଦୂରରେ କିମ୍ବା ତାର ବିରୋଧରେ ଯାଇ ହୋଇଥାଏ ସେତେବେଳେ ଏହାର ପ୍ରଭାବ ପରିବେଶ ଉପରେ ପଡିଥାଏ ।…

ମୋଦୀଙ୍କ ‘ମିଶନ ହିମାଚଳ’। ଦଶହରାରେ ଦେଲେ ବଡ଼ ଉପହାର, ବିଳାସପୁରରେ ଉଦଘାଟିତ ହେଲା ଏମ୍ସ। 

କନକ ବ୍ୟୁରୋ: ହିମାଚଳ ପ୍ରଦେଶରେ ବହୁ ପ୍ରତୀକ୍ଷିତ ଏମ୍ସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ହେବାକୁଥିବା ହିମାଚଳ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇଛନ୍ତି । ହିମାଚଳ ପ୍ରଦେଶ ପାଇଁ ୩ହଜାର ୬୫୦ କୋଟି ଟଙ୍କାର ବିକାଶମୂଳକ…

ଇସଲାମିକ ଦେଶ ଦୁବାଇରେ ଖୋଲିଲା ପ୍ରଥମ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର । ପ୍ରବେଶ ପାଇଁ କରିବାକୁ ପଡ଼ିବ ଅନଲାଇନ୍…

କନକ ବ୍ୟୁରୋ: ଦୁନିଆର ସବୁଠାରୁ ଧନୀ ଓ ଇସଲାମିକ ସହର ଭାବେ ପରିଚିତ ଦୁବାଇ । ଏହି ଇସଲାମିକ ଦେଶରେ ଏବେ ପୂଜା ପାଇବେ ହିନ୍ଦୁ ଦେବାଦେବୀ । ଜୟ ଶ୍ରୀ ରାମର ନାରା ଲାଗିବ, ହର ହର ମହାଦେବର ଧ୍ୱନି ମଧ୍ୟ ଶୁଣିବାକୁ ମିଳିବ । ପବିତ୍ର ବିଜୟାଦଶମୀରେ ଏହି ସହରରେ ନିର୍ମିତ ଏକ ସୁନ୍ଦର ହିନ୍ଦୁ…

ଦୁର୍ଗାପୂଜାର ଶେଷ ଦିନରେ ବଙ୍ଗୀୟ ପରମ୍ପରାରେ ହେଲା ସିନ୍ଦୂର ଖେଳ । ସଧବା ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇ…

କନକ ବ୍ୟୁରୋ: ନବରାତ୍ରୀର ଶେଷ ଦିନ ବିଜୟାଦଶମୀରେ ମାଆ ଦୁର୍ଗାଙ୍କ ନିକଟରେ ହୋଇଛି ସିନ୍ଦୂର ଖେଳ । ତେବେ ଇଏ ଏମିତି ଏକ ଖେଳ ଯାହା ଦଶହରା ଉତ୍ସବକୁ ଆହୁରି ସୁନ୍ଦର କରିଥାଏ, ଆକର୍ଷଣୀୟ କରିଥାଏ । ବିବାହିତ ଝିଅ ବାପ ଘରୁ ଯେମିତି ବିଦା ହୋଇଥାନ୍ତି, ସେମିତି ମାଆଙ୍କୁ ବିଦାୟ ଦେଇଥାନ୍ତି…

କେସିଆରଙ୍କ ବଡ଼ ଗୋଟିଚାଳନା, ଟିଆରଏସ ନାଁ ବଦଳି ହେଲା ଭାରତ ରାଷ୍ଟ୍ର ସମିତିା

କନକ ବ୍ୟୁରୋ: ହାଇଦ୍ରାବାଦରେ ରାଜନୈତିକ ହଲଚଲ ତୀବ୍ର ହୋଇଯାଇଥିଲା, କାରଣ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବା କେସିଆରଙ୍କ ଘୋଷଣା ଉପରେ ସାରା ଦେଶର ନଜର ରହିଥିଲା । ଶେଷରେ ବିଧିବଦ୍ଧ ଭାବେ କେସିଆର ନିଜର ଜାତୀୟ ଦଳ ଘୋଷଣା କରିଛନ୍ତି । ତେଲେଙ୍ଗାନା ରାଷ୍ଟ୍ରୀୟ ସିମିତି ବା…

ଠକାମୀର ନୂଆ ଫର୍ମୁଲା, ଭିଡିଓ କଲ୍ କରି ଟଙ୍କା ଲୁଟିନେଲେ ସାଇବର ଲୁଟେରା ।

କନକ ବ୍ୟୁରୋ: ନ୍ୟୁଡ୍ ଭିଡିଓ କଲ କଲେ, ଆଇପିଏସ ଅଫିସର ପରିଚୟ ଦେଇ ଲୁଟ କଲେ । ସାଇବର ଥାନାରେ ଏମିତି ଏକ ଅଭିଯୋଗ ହେବା ପରେ ସାମନାକୁ ଆସିଛି ପୂରା କାହାଣୀ । ଠକେଇର ଶିକାର ହୋଇଥିବା ଖୋର୍ଦ୍ଧା ଜଟଣୀର ବିପିନ କୁମାର ମୁଦୁଲିଙ୍କ ଅଭିଯୋଗ ଅନୁସାରେ, କିଛି ଦିନ ତଳେ ସବୁଦିନ ଭଳି ସେ ଔଷଧ…