Daily Archives

October 1, 2022

ଉତ୍ତରପ୍ରଦେଶ କାନପୁରରେ ମର୍ମନ୍ତୁଦ ଦୁର୍ଘଟଣା । ୨୪ ଜଣଙ୍କର ପ୍ରାଣହାନୀ ସୂଚନା । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ…

କନକ ବ୍ୟୁରୋ: ଉତ୍ତରପ୍ରଦେଶ କାନପୁର ନରବର ଥାନା ଅଞ୍ଚଳରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୪ ଜଣଙ୍କର ପ୍ରାଣହାନି ଘଟିଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ କିଛି ଲୋକ ଚନ୍ଦିକାଦେବୀ ମନ୍ଦିରରୁ ଦର୍ଶନ ସାରି ଟ୍ରାକ୍ଟରରେ ଫେରୁଥିବାବେଳେ ଏହି…

ସୁନା ଅଳଙ୍କାରରେ ଝଲସିବେ ମାଆ । ଟୁଇନ୍ ସିଟିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଚାନ୍ଦି ମେଢ଼

କନକ ବ୍ୟୁରୋ: କରୋନା କଟକଣାର ୨ ବର୍ଷ ପରେ ମହାଆଡମ୍ବରରେ ହେଉଛି ଦୁର୍ଗାପୂଜା । ଦେବୀ ଦୁର୍ଗାଙ୍କ ଦଶହରା ପୂଜାକୁ ଆକର୍ଷଣୀୟ କରିବାକୁ ପ୍ରତ୍ୟେକ କମିଟି ନିଜ ନିଜ ଜଥାସାଧ୍ୟ ସାମର୍ଥ ଲଗାଇ ଦେଇଛନ୍ତି । ଆଉ ସବୁଠାରୁ ଖାସ କଥା ହେଲା ୨ ବର୍ଷ ପରେ ପୁଣି ଥରେ ପୂଜା ମଣ୍ଡପରେ ସୁନା ରୂପା ମେଢରେ…

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାରେ ଖୋଲୁନି ରହସ୍ୟ । ଡିସିପି ଅଫିସ ଘେରାଉ କଲା ବିଜେପି ।

କନକ ବ୍ୟୁରୋ: ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ପୋଲିସ ଏଯାବତ କଣ ତଦନ୍ତ କରିଛି ତାହା ଅସ୍ପଷ୍ଟ ରହିଛି । ଧର୍ମେନ୍ଦ୍ର ସାହୁଙ୍କ ଏକ ଫୋନ୍ କଲ ରେକର୍ଡ ଭାଇରାଲ ହୋଇଛି । ଯେଉଁଥିରେ ମନ୍ତ୍ରୀ ସମୀର ଦାସଙ୍କ ନାମ ରହିଛି । ହେଲେ ପୋଲିସ ତାଙ୍କୁ କାହିଁକି…

ଭାରତରେ ବଢିବ ଚିତା ବାଘର ବଂଶ । ଗର୍ଭବତୀ ହେଲା ନାମିବ୍ୟାରୁ ଆସିଥିବା ଚିତା ‘ଆଶା’

କନକ ବ୍ୟୁରୋ :ଗତ ୧୭ ତାରିଖରେ ନାମିବ୍ୟାରୁ ଆସିଥିବା ଆଠଟି ଚିତାବାଘ ମଧ୍ୟରୁ ପ୍ରଥମ କରି ଚିତାବାଘ ‘ଆଶା’ ଗର୍ଭବତୀ ହୋଇଥିବା ସୂଚନା ମିଳିଛି । ଦୀର୍ଘ ୭୦ ବର୍ଷ ପରେ ଭାରତୀୟ ଜଙ୍ଗଲକୁ ଚିତାବାଘ ଫେରିଥିବାବେଳେ ଏବେ ଏହି ଚିତାବାଘ ଆଶାର ଗର୍ଭବତୀ ହେବା ଚିତା ବଂଶ ବୃଦ୍ଧି ପାଇଁ ଖୁସି ଖବର ।…

ଉତରାଖଣ୍ଡରେ ଭୟଙ୍କର ହିମସ୍ଖଳନ । କେଦାରନାଥରୁ ଧସିଲା ବିଶାଳକାୟ ପଥରଖଣ୍ଡ

କନକ ବ୍ୟୁରୋ : ଉତରାଖଣ୍ଡରେ ଭୟଙ୍କର ହିମସ୍ଖଳନ । କେଦାରନାଥରୁ ଧସିଲା ବିଶାଳକାୟ ପଥରଖଣ୍ଡ । ଶନିବାର ସକାଳ ୬ଟାରେ ହିମାଳୟ ପର୍ବତରୁ ବିଶାଳକାୟ ବରଫ ଖଣ୍ଡ ଧସିଛି । ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନଥିବା ସୁଚନା ମିଳିଛି । ଘଟଣାସ୍ଥଳରେ ଥିବା ଯାତ୍ରୀମାନେ କିନ୍ତୁ ଭୟଭୀତ…

ପାକ୍ ଉପରେ ଭାରତର ‘ଡିଜିଟାଲ ଷ୍ଟ୍ରାଇକ୍’ । ପାକ୍ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଭାରତରେ ବ୍ୟାନ

କନକ ବ୍ୟୁରୋ : ପାକ୍ ଉପରେ ଭାରତର ‘ଡିଜିଟାଲ ଷ୍ଟ୍ରାଇକ୍’ । ପାକିସ୍ତାନ ସରକାରଙ୍କ ଟୁଇଟର ଆକାଉଂଟକୁ ଭାରତରେ ବ୍ୟାନ୍ କରାଯାଇଛି । ଦେଶ ବିରୋଧୀ ଗତିବିଧୀ ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି । କିଛି ସଙ୍ଗଠନରେ ଭାରତରେ ରଖି ଆତଙ୍କୀ ଗତିବିଧୀକୁ ସଫଳ କରାଉଥିବା ଅଭିଯୋଗ ପରେ…