Monthly Archives

May 2022

ଜୁନରେ ଭଲ ବର୍ଷା, ପରେ କମିବ । ‘କେନ୍ଦ୍ରୀୟ ଓ ଉତ୍ତର-ଓଡିଶାରେ କମ୍ ବର୍ଷା’: ଆଇଏମଡି

କନକ ବ୍ୟୁରୋ: କେରଳ, ତାମିଲନାଡୁ ଛୁଇଁ ସାରିଥିବା ମୌସୁମୀ ବାୟୁ ଆସନ୍ତା ସପ୍ତାହରେ ଓଡିଶା ଛୁଇଁବ । ଓଡିଶା ଛୁଇଁବ । ପରେ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ହେଲେ, ପରବର୍ତ୍ତୀ ସମୟରେ ରାଜ୍ୟରେ ଯେତିକି ବର୍ଷା ହେବା କଥା ସେ ନେଇ ପାଣିପାଗ ବିଭାଗ ଯେଉଁ…

ମନ୍ତ୍ରୀଙ୍କ ମୁହଁରେ ମା’ ଭଜନ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇଲେ ମନ୍ତ୍ରୀ ପଦ୍ମନାଭ ବେହେରା

କନକ ବ୍ୟୁରୋ: ମନ୍ତ୍ରୀଙ୍କ ମୁହଁରେ ମା’ଙ୍କ ଭଜନ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ଗାଇଲେ ମନ୍ତ୍ରୀ ପଦ୍ମନାଭ ବେହେରା । ଫୁଲବାଣୀ ଠାକୁରାଣୀ ଯାତ୍ର୍ରାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ ଗାଇ ଦର୍ଶକଙ୍କ୍ୁ ମନ୍ତ୍ରମୁଗ୍ଧ କରିଛନ୍ତି ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ । ମେ’ ୩ ତାରିଖରୁ…

ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ: ବ୍ଲକ ଅଫିସ ଆଗରେ ଶ୍ୱଶୁର ଗାଡି ଅଟକାଇ ବିକ୍ଷୋଭ…

କନକ ବ୍ୟୁରୋ: ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ନେଇ ତାତିଲେ ପ୍ରଥମ ସ୍ତ୍ରୀ । ରାସ୍ତା ମଝିରେ ଶ୍ୱଶୁରଙ୍କ ଗାଡି ଅଟକାଇଲେ ଅଟକାଇଲେ ବୋହୂ । କହିଲେ, ମୋ ପରିବାର ମୋତେ ଫେରାଇ ଦିଅ । ମୁଁ ଥାଉ ଥାଉ ମୋ ସ୍ୱାମୀଙ୍କ ଦ୍ୱିତୀୟ ବାହାଘର କରାଇ ଦେଇଛନ୍ତି ମୋ ଶାଶୁଘର ଲୋକେ । ଏମିତି କେମିତି କିଛି…

ଇଟାଲି ପର୍ଯ୍ୟଟକଙ୍କ ଅପହରଣର ପରଠୁ ଗାଁ ମାଟି ମାଡୁନଥିଲା ପ୍ରଶାସନ: ୧୦ ବର୍ଷ ପରେ ଗାଁରେ ପହଂଚିଲେ ବିଧାୟକ

କନକ ବ୍ୟୁରୋ: ୨ ଇଟାଲି ପର୍ଯ୍ୟଟକଙ୍କ ଅପହରଣର ୧୦ ବର୍ଷ ପରେ ମାଓ ଅଧ୍ୟୁଷିତ ଗାଁରେ ପହଂଚିଲେ ବିଧାୟକ । ୨୦୧୨ ମସିହାରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଉପାନ୍ତ ଗାଁ ଗଡପାକାଲି’ରୁ ଦୁଇ ଇଟାଲି ପର୍ଯ୍ୟଟକ ବସୁସ୍କୋ ପାଉଲୋ ଓ କ୍ଲାଉଡିଓ କାଲାନ୍ଜେଲୋଙ୍କୁ ଉପହରଣ କରି ନେଇଥିଲେ ମାଓବାଦୀ…

ଗାଧୋଇବା ବେଳେ ମଝି ନଇକୁ ଟାଣି ନେଲା କୁମ୍ଭୀର: ଉଦ୍ଧାର ନାବାଳକ କହିଲେ କୁମ୍ଭୀର ସହ ୧୫ ମିନିଟ୍ କାଳ ଲଢେଇର କାହାଣୀ

କନକ ବ୍ୟୁରୋ: ସାଙ୍ଗ ସାଧିରେ ଗାଧୋଇବା ବେଳେ ମଝି ନଇକୁ ଟାଣି ନେଇଥିଲା କୁମ୍ଭୀର । ମୁତ୍ୟୁକୁ ଅତି ପାଖରୁ ଦେଖି ମଝି ନଇରୁ ଜୀବନ ଧରି ଫେରିଆସିଲେ ସାହାସୀ ନାବାଳକ । ୧୫ ମିନିଟ୍ କାଳ ଲଢେଇ କରି କ୍ଷତାକ୍ତ ହେଲେ କିନ୍ତୁ କୁମ୍ଭୀରକୁ ହରାଇଲେ । ଆଉ ମଣିଷ ଖିଆ କୁମ୍ଭୀର ମୁହଁରୁ ନିଜ ଜୀବନକୁ…

ଭୁଲ ରକ୍ତ ଦେବାରୁ ଚାଲିଗଲା ୨ଜଣଙ୍କ ଜୀବନ: ଏ ପଜିଟିଭ ରୋଗୀଙ୍କ ଦିଆଯାଇଥିଲା ବି ପଜିଟିଭ ରକ୍ତ 

କନକ ବ୍ୟୁରୋ: ଭୁଲ ରକ୍ତ ପାଇଁ ଚାଲିଯାଇଛି ଜୀବନ । ଗୋଟିଏ ମାସ ଭିତରେ ୨ ଜଣଙ୍କ ମୃତ୍ୟୁ ପରେ କାଠଗଡାରେ ସ୍ୱାସ୍ଥ୍ୟସେବା । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେପରୁଆ ସ୍ୱାସ୍ଥ୍ୟସେବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏ ପଜିଟିଭ ବ୍ଲଡ ଗ୍ରୁପ୍ ରୋଗୀଙ୍କୁ ବି…