Daily Archives

May 14, 2022

ଦାନ୍ତ ଡାକ୍ତରରୁ ମୁଖ୍ୟମନ୍ତ୍ରୀ ପଦ । ୬ ବର୍ଷ ତଳେ କଂଗ୍ରେସରେ ଥିଲେ, ଏବେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ।…

କନକ ବ୍ୟୁରୋ: ତ୍ରିପୁରାରେ ବିଧାନସଭା ନିର୍ବାଚନର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ ରାଜନୈତିକ ଅଦଳବଦଳ କରିଛି । ବିପ୍ଲବ ଦେବଙ୍କ ବଦଳରେ ଏବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଡାକ୍ତର ମାନିକ ଶାହା । ଶନିବାର ବିଧାୟକ ଦଳ ବୈଠକରେ ତାଙ୍କୁ ନେତା…

ବିଦେଶକୁ ଗହମ ରପ୍ତାନୀ ଉପରେ ଲାଗିଲା ରୋକ୍ । ସମାଲୋଚନା କଲେ ଜି-୭ ରାଷ୍ଟ୍ର ସମୁହ

କନକ ବ୍ୟୁରୋ: ଗହମ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ବିନା ଅନୁମତିରେ ଅନ୍ୟ ଦେଶମାନଙ୍କୁ ଏଣିକି ଗହମ ଦେଶ ବାହାରକୁ ପଠାଯାଇ ପାରିବନି । ଅର୍ନ୍ତଜାତୀୟ ବଜାରରେ ଦିନକୁ ଦିନ ଗହମର ଅଭାବ ଦେଖାଯିବା ପରେ ମୂଲ୍ୟ ବି ଆକାଶଛୁଆଁ ହୋଇଛି । ଏଭଳି ସ୍ଥିତିକୁ ନଜରରେ ରଖି…

ଉଦୟପୁରରେ ଚାଲିଛି କଂଗ୍ରେସର ଚିନ୍ତନ ଶିବିର । ଚାଲିଛି ବିଚାରବିମର୍ଶ, ହେଉଛି ଆଲୋଚନା ।

କନକ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ ଚାଲିଛି କଂଗ୍ରେସର ଚିନ୍ତନ ଶିବିର । କାର୍ଯ୍ୟକ୍ରମର ୨ୟ ଦିନରେ ୨୦୨୪ ସାଧାରଣ ନିର୍ବାଚନ ଉପରେ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି । ଏଆଇସିସିର ମହାସଚିବ, ପିସିସି ଅଧ୍ୟକ୍ଷ ଓ କଂଗ୍ରେସ ବିଧାୟକ ଦଳକୁ ନେଇ ବସିଥିବା ଏହି କାର୍ଯ୍ୟକ୍ରମର…

ଦିଲ୍ଲୀ ଅଗ୍ନିକାଣ୍ଡରେ ଗଲା ୨୭ ଜଣଙ୍କ ଜୀବନ । ଏବେ ବି ମିଳୁନି ୩୦ ଜଣଙ୍କ ପତ୍ତା । ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

କନକ ବ୍ୟୁରୋ: ଦିଲ୍ଲୀରେ ୪ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନ ନିଆଁ ଲାଗିବା ଫଳରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ଏକାଧିକ ଲୋକ ଗୁରୁତର ଆହତ ମଧ୍ୟ ହୋଇଥିବା ସୂଚନା ଆସୁଛି । ୩୦ଟି ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି । ଘଟଣା ସ୍ଥଳରେ ପହଞ୍ଚି…

ଦେଶରେ ଗହମ ଦର ବୃଦ୍ଧି ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ବିଦେଶକୁ ଗହମ ରପ୍ତାନୀ ଉପରେ ଲାଗିଲା ରୋକ

କନକ ବ୍ୟୁରୋ: ଗହମ ରପ୍ତାନୀ ଉପରେ ରୋକ ଲଗାଇଲେ ଭାରତ ସରକାର । ଅର୍ନ୍ତଜାତୀୟ ବଜାରରେ ଦିନକୁ ଦିନ ଗହମର ଅଭାବ ଦେଖାଯିବା ପରେ ମୂଲ୍ୟ ବି ଆକାଶଛୁଆଁ ହୋଇଛି । ଏଭଳି ସ୍ଥିତିକୁ ନଜରରେ ରଖି ଭାରତ ସରକାର ଅସ୍ଥାୟୀ କଟକଣା ଲଗାଇଛନ୍ତି । ଏହାକୁ ପ୍ରତିବନ୍ଧିତ ଶ୍ରେଣୀରେ ଅର୍ନ୍ତଭୁକ୍ତ…

ବାହା ହେବେ ବଲିଉଡ୍ ସିଙ୍ଗର ମିକା ସିଂହ । ଜୋଧପୁରରେ ଆୟୋଜନ ହେଉଛି ସ୍ୱୟଂବର ଉତ୍ସବ

କନକ ବ୍ୟୁରୋ: ବାହା ହେବେ ବଲିଉଡ୍ ସିଙ୍ଗର ମିକା ସିଂହ । ଜୋଧପୁରରେ ତାଙ୍କ ସ୍ୱୟଂବର ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖାଲି ସେତିକି ନୁହେଁ, ତାଙ୍କ ସ୍ୱୟଂବରରେ ଯୋଗ ଦେବାକୁ ଏବେ ଅନେକ ବଲିଉଡ୍ ସେଲିବ୍ରିଟି ଜୋଧପୁର ମୁହାଁ ହୋଇଛନ୍ତି । ଏହି ଲିଷ୍ଟରେ ଏବେ ସାମିଲ ହେଇଛନ୍ତି…