Daily Archives

May 26, 2022

ମଞ୍ଚରେ ଷ୍ଟାଲିନ ଉଠାଇଲେ ତାମିଲ ଭାଷା ପ୍ରସଙ୍ଗ । ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି ।

କନକ ବ୍ୟୁରୋ: ମଞ୍ଚରେ ଷ୍ଟାଲିନ ଉଠାଇଲେ ତାମିଲ ଭାଷା ପ୍ରସଙ୍ଗ, ଜବାବ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚେନ୍ନାଇରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜୋରଦାର ସ୍ୱାଗତ ହୋଇଥିଲା । ଆବାସ ଯୋଜନାରେ ହିତାଧିକାରୀଙ୍କୁ ମୋଦି ସହୟତା ପ୍ରଦାନ କରୁଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ…

ଦେଶ ସେବା ପାଇଁ ଅଭିଳାଷା ବରାକ ଛାଡିଲେ ବିଦେଶର ଦାମୀ ଚାକିରି । ଭାରତୀୟ ସେନାରେ ରଚିଲେ ଇତିହାସ

କନକ ବ୍ୟୁରୋ :ଏ ହେଉଛି ଭାରତୀୟ ସେନାର ଅନନ୍ୟା ବୀରାଙ୍ଗନା ଅଭିଳାଷା ବରାକଙ୍କ କାହାଣୀ । ସେନାରେ ପ୍ରଥମ ମହିଳା କମ୍ବାଟ୍ ଆଭିଏଟର ଭାବେ ରଚିଛନ୍ତି ଇତିହାସ । ପ୍ରତିରକ୍ଷା ସେବାରେ ମହିଳାଙ୍କୁ ସାମିଲ କରିବା ନିଷ୍ପତ୍ତିର ତିନି ବର୍ଷ ପରେ ସେନାବାହିନୀର ପ୍ରଥମ ମହିଳା ଭାବେ କ୍ୟାପଟେନ୍…

ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ପରିବହନ…

କନକ ବ୍ୟୁରୋ: ଏଣିକି ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ କର୍ତୃପକ୍ଷ । ଉଭୟ ନୂଆ ଓ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । ଏ ନେଇ ଗାଡ଼ି ମାଲିକଙ୍କୁ…

ଇମ୍ରାନଙ୍କ ରାଲିରେ ଉତ୍ତେଜନା । ସୁରକ୍ଷାକର୍ମୀ-ସମର୍ଥକ ମୁହାଁମୁହିଁ ।

କନକ ବ୍ୟୁରୋ: ଇସଲାମାବାଦ ରାସ୍ତାରେ ପୁଲିସ ସହ ମୁହାଁମୁହିଁ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ । ଦେଖୁ ଦେଖୁ ହିଂସାକାଣ୍ଡରେ ପରିଣତ ହୋଇଥିଲା ର୍ୟାଲି । ସମର୍ଥକଙ୍କୁ ନେଇ ର୍ୟାଲିରେ ବାହାରିଥିବା ଇମ୍ରାନ ଖାନ୍ଙ୍କ ଉପସ୍ଥିତିରେ ଏଭଳି ଉତେଜନା ପୂର୍ଣ୍ଣ ସ୍ଥିତି…

କୁକୁର ବୁଲାଇବାକୁ ନେଇ ବିବାଦରେ ଆଇଏଏସ ଅଧିକାରୀ ସଂଜୀବ ଖୀରୱାର । ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମରେ କୁକୁର ବୁଲାଇବା…

କନକ ବ୍ୟୁରୋ: କୁକୁର ବୁଲାଇବା ପାଇଁ ଷ୍ଟାଡିୟମରେ ପହଁଚିଲେ ଆଇଏଏସ ଅଫିସର । ଆଉ ତାଙ୍କ ପାଇଁ ଖେଳାଳୀଙ୍କୁ ଷ୍ଟାଡିୟମ୍ ଛାଡିବାକୁ ଦିଆଗଲା ନିର୍ଦ୍ଦେଶ । ଏଭଳି ଏକ ବିବାଦୀୟ ଖବର ଆସିଛି ରାଜଧାନୀ ଦିଲ୍ଲୀରୁ । ଷ୍ଟାଡିୟମରେ ଖେଳାଳୀଙ୍କ ଅଭ୍ୟାସ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ।…

ରାଗିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହରେ ମିଳିଲାନି…

କନକ ବ୍ୟୁରୋ: ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ବସିବା ପାଇଁ ମିଳିଲାନି ଉପଯୁକ୍ତ ସିଟ୍ ଖଣ୍ଡେ । ରାଗିଯାଇ କାର୍ଯ୍ୟକ୍ରମକୁ ଅଧାରୁ ଛାଡି ସେ ଚାଲିଆସିଲେ । ଏଭଳି ଏକ ଘଟଣା ଆଜି ଦିଲ୍ଲୀର ନୂଆ ଉପ-ରାଜ୍ୟପାଳଙ୍କ ଶପଥପାଠ କାର୍ଯ୍ୟକ୍ରମ ସମୟରେ ଦେଖିବାକୁ ମିଳିଛି । ଦିଲ୍ଲୀର ନୂଆ ଉପରାଜ୍ୟପାଳ…