Daily Archives

May 19, 2022

କ୍ୱାର୍ଡ ବୈଠକରେ ସାମିଲ ହେବେ ମୋଦି । ମେ ୨୨ରେ ଟୋକିଓ ଗସ୍ତ । 

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୪ରେ ଟୋକିଓରେ ଆୟୋଜିତ କ୍ୱାର୍ଡ ବୈଠକରେ ଭାଗନେବେ । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଗୁରୁବାର ଏନେଇ ସୂଚନା ଦେଇଛନ୍ତି । କ୍ୱାର୍ଡ ନେତାଙ୍କ ମଧ୍ୟରେ ଏହା ଚତୁର୍ଥ ବୈଠକ । ଏହି ବୈଠକରେ ହିନ୍ଦ ପ୍ରଶାନ୍ତ କ୍ଷେତ୍ର ସହ…

ତାଙ୍କ ସହିତ ପୁଣି ଏକାଠି ରହିବା….ଆଉ ନୁହେଁ, କଦାପି ନୁହେଁ । ଏ ଜନ୍ମ କଣ…ଆଗାମୀ ଜନ୍ମରେ ବି ନୁହେଁ ।…

କନକ ବ୍ୟୁରୋ: ଯେଉଁମାନେ ମୋତେ ଲଗାତାର ତାଙ୍କ ସହିତ ପୁଣିଥରେ ଏକାଠି ରହିବାକୁ ପରାମର୍ଶ ଦେଉଛନ୍ତି, ସେମାନେ ଜାଣି ରଖନ୍ତୁ...ମୁଁ ସ୍ପଷ୍ଟ ଭାବେ କହି ରଖିବାକୁ ଚାହୁଁଛି ଯେ, ଏ ଜନ୍ମ ନୁହେଁ, ଆଗାମୀ ଜନ୍ମ ପରେ ମଧ୍ୟ ମୁଁ ତାଙ୍କ ସହ ଏକାଠି ରହିବିନି । ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ…

ଏମାରମଠ ଖନନ ବେଳେ ମିଳିଥିବା ‘ସିଂହ’କୁ ନେଲା ଏଏସଆଇ । ଐତିହ୍ୟ ସମ୍ପନ୍ନ ମୂର୍ତ୍ତିକୁ କରାଯିବ ସଂରକ୍ଷିତ ।

କନକ ବ୍ୟୁରୋ: ଏମାର ମଠ ଖନନସ୍ଥଳରୁ ସିଂହମୂର୍ତି ବାହାରିବା ଘଟଣା ପରେ ଆଜି ଏଏସଆଇ ଟିମ ମଠକୁ ଯାଇ ମୂର୍ତିକୁ ନିଜ ଅଧିନକୁ ନେଇଛି । ବର୍ତମାନ ଏହି ମୂର୍ତିକୁ ଏଏଏସଆଇ ଅଫିସରେ ରଖାଯିବ । ଏମାର ମଠ ଖନନ ସ୍ଥଳରେ ଏହି ସିଂହମୂର୍ତି ମିଳିଥିଲା । ମଙ୍ଗଳବାରଦିନ ଘଟଣାସ୍ଥଳରେ ଯାଂଚ କରିଥିଲା ଏଏସଆଇ…

ବର୍ଷାରେ ଉବୁଟୁବୁ କର୍ଣ୍ଣାଟକ । ୩ ହଜାରରୁ ଅଧିକ ଘର ଜଳ ଘେରରେ ।

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି କର୍ଣ୍ଣାଟକ । ଲଗାଣ ବର୍ଷା ରାଜ୍ୟ ବାସିଙ୍କ ସମସ୍ୟା ବଢାଇଛି । ୩ ହଜାରରୁ ଅଧିକ ଘର ଜଳ ଘେରରେ ବନ୍ଦି ହୋଇ ରହିଛି । ରାସ୍ତାର ବନ୍ୟା ଜଳ ପରିପୁର୍ଣ୍ଣ ହୋଇ ରହିବାରୁ ଯାନବାହାନ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ସେପଟେ ଛାତ୍ର…

ଷ୍ଟକ ମାର୍କେଟରେ ନିବେଶକଙ୍କୁ ଶକ୍ତ ଝଟକା । ନିଫଟି ୧୬ ହଜାର ହ୍ରାସ । ୬ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ଗ୍ରାହକ ।

() ଶେୟାର ବଜାରରରେ ନିରାଶ । ନିଫଟି ୧୬ ହଜାର ତଳକୁ ଖସିଆସିଥିବା ବେଳେ ଗ୍ରାହକଙ୍କ ବ୍ୟାପକ କ୍ଷତି ହୋଇଛି । ବିଶ୍ୱବଜାରରେ ମୁଦ୍ରାସ୍ଫିତି ଚିନ୍ତାଜନକ ଥିବା ବେଳେ ନିବେଶକଙ୍କୁ ଝଟକା ଦେଇଛି ଶେୟାର ବଜାର । ନିବେଶକଙ୍କ ପାଖାପାଖି ୬ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଆମେରିକା ଶେୟାର…

ଶ୍ରୀଲଙ୍କାରେ ସରିଗଲା ପେଟ୍ରୋଲ ଓ ଡିଜେଲ । ଟଙ୍କା ନଥିବାରୁ ହାତଟେକିଦେଲେ ଶକ୍ତିମନ୍ତ୍ରୀ ।

କନକ ବ୍ୟୁରୋ: ଭୟାବହ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ, ଡିଜେଲ ପରେ ଏବେ ଗ୍ୟାସ ସରିବାକୁ ବସିଲାଣି । ରାଜଧାନୀ କଲମ୍ବୋଠୁ ନେଇ ପୂରା ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି ଦେଖା ଦେଇଛି । ସେପଟେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଏକଥା ବି ସ୍ପଷ୍ଟ କରିଛନ୍ତି, ଦେଶର…