Daily Archives

May 22, 2022

ଜଗନ୍ନାଥଙ୍କ ସେବା ଆଗରେ ଶରୀର ପୀଡ଼ା ତୁଚ୍ଛ: ଦିବ୍ୟାଙ୍ଗ ହୋଇ ବି ବୁଣୁଛନ୍ତି ଗୀତ ଗୋବିନ୍ଦ ପାଟ

କନକ ବ୍ୟୁରୋ: ଖୋର୍ଧା ଜିଲ୍ଲା ରାଉତପଡାର ବୁଣାକାର କାର୍ତ୍ତିକେଶ୍ୱର । ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ ଜଗା ସେବା ଆଗରେ ସବୁ କିଛି ତୁଚ୍ଛ ହୋଇଯାଇଛି । ବୁଣିଚାଲିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବସ୍ତ୍ର ଗୀତଗୋବିନ୍ଦ ପାଟ । ଶ୍ରୀଜୀଉଙ୍କ ବସ୍ତ୍ର ବୁଣି କାଳିଆ ସେବାରେ ମଜି ଯାଇଛନ୍ତି…

ବର୍ଷାଙ୍କ ଏତଲାରେ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀଙ୍କ କଥା । ଏଫଆଇଆରରେ ସାଂଘାତିକ ଅଭିଯୋଗ ।

କନକ ବ୍ୟୁରୋ: ଅନୁଭବଙ୍କ ସହ ବିବାଦ ବଢିଥିବା ବେଳେ ଥାନାରେ ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ବର୍ଷା । ପୁରୀଘାଟ ଥାନାରେ ଏନେଇ ଲିଖତ ଅଭିଯୋଗ କରିଛନ୍ତି ବର୍ଷା । ନିଜର ବିବାହ ବିଚ୍ଛେଦ ପାଇଁ ବର୍ଷା ଦିଲ୍ଲୀରେ ଥିବା ଅନୁଭବଙ୍କ ବାନ୍ଧବୀଙ୍କୁ ଦାୟୀ କରିଛନ୍ତି । ସମ୍ପୃକ୍ତ ବାନ୍ଧବୀଙ୍କ…

ବାଇଗଣ ଚାଷରୁ ଲକ୍ଷପତି। ନିଜେ ଆତ୍ମନିଭର ହେବା ସହ ଅନ୍ୟକୁ କର୍ମନିଯୁକ୍ତି ଦେଇଛନ୍ତି ତାପସ ।

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର । ଏକର ଏକର ଜମିରେ ଫଳିଛି କ୍ୱିଂଟାଲ କ୍ୱିଂଟାଲ ବାଇଗଣ । ଚାଷ କାମରେ ଲାଗିଛନ୍ତି ୧୫ରୁ ୨୦ ଜଣ ପୁରୁଷ ଓ ମହିଳା । କିଏ ଚାଷ ଜମିରେ ମାଟି ହାଣିବାରେ ଲାଗିଛି ତ ପୁଣି କିଏ ମାଟି କୋଡ଼ା ଖୋସା କରୁଛି । ଆଉ କିଛି ମହିଳା ମାନେ ଗଛରୁ…

ସୁଲୋଚନାଙ୍କୁ ଚାଷ ଦେଇଛି ସଫଳତା । ମାଛ, କୁକୁଡ଼ା ଓ ପନିପରିବା ଚାଷ କରି ଆତ୍ମନିର୍ଭର ।

କନକ ବ୍ୟୁରୋ: ସମୟ ବଦଳିବା ସହ ବଦଳୁଛି ମହିଳାଙ୍କ କାର୍ଯ୍ୟଦକ୍ଷତା । ଘର କାମ ସହ ଚାଷ କାମ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । କେନ୍ଦ୍ରାପଡା ଡଙ୍କାରି ଗାଁର ସଫଳ ମହିଳା ଚାଷୀ ସୁଲଚନା ଦାସ । କ୍ଷେତରେ ମାଟି କୋଡ଼ିବା, ଗଛରେ ପାଣି ଦେବା ଓ ମେସିନ୍ ସାହାଯ୍ୟ ହଳ କରୁଛନ୍ତି । ୨ ଏକର…

ସଫଳ ଚାଷୀ ଦୋଡାଲା ଶ୍ରୀନିବାସଙ୍କ କାହାଣୀ । ଅନ୍ୟ ଚାଷୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

କନକ ବ୍ୟୁରୋ:  ସଫଳ ଚାଷୀଙ୍କ କ୍ଷେତରେ ହସୁଛି ସୁନା ଫସଲ । ପିଜୁଳି, ଆମ୍ବ, ଲେମ୍ବୁ, ଅମୃତଭଣ୍ଡା, ସଜାନା ଗଛରେ ଭର୍ତି ହୋଇଛି ବଗିଚା । ପାଖାପାଖି ୧୦ ପ୍ରକାରର ଆମ୍ବଗଛ ଏହି ବଗିଚାରେ ଥିବାବେଳେ ଚଳିତ ବର୍ଷ ଭଲ ଅମଳ ଆଶା ରଖିଛନ୍ତି ଚାଷୀ । ୪ ଏକର ଚାଷ ଜମିରେ ଜୈବିକ ପଦ୍ଧତିରେ ଚାଷ କରି…

କାଲିମେଳାରେ ଏସଏଚଜି ମହିଳାଙ୍କ ନିଆରା ପ୍ରୟାସ । କାଜୁ ଚାରା ନର୍ସରୀ କରି ଲାଭପାଉଛନ୍ତି ମହିଳା

କନକ ବ୍ୟୁରୋ:  ମାଲକାନଗିରି କାଲିମେଳାରେ ରୋଜଗାର କରିବା ପାଇଁ ନୂତନ ପଦ୍ଧତି ଆପଣାଇଛନ୍ତି ମହିଳା । କାଜୁ ଚାରା ନର୍ସରୀ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ଘର କାମ ସାରି ନିର୍ଦ୍ଧିଷ୍ଟ ଏକ ସମୟରେ ନର୍ସରୀରେ ଏକାଠି ହୋଇ ଚାରା ଗଛ ଗୁଡ଼ିକର ଯତ୍ନ…