Daily Archives

May 8, 2022

ବାରବାଟୀ ମ୍ୟାଚରେ ବଢିପାରେ ଟିକେଟ ଦର: ଦର୍ଶକଙ୍କୁ ଅନୁମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବ ଓସିଏ

କନକ ବ୍ୟୁରୋ: ବାରବାଟିରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚରେ ବଢ଼ିପାରେ ଟିକେଟ୍ ଦର । ଟିକେଟ ମୂଲ୍ୟ ସହିତ ୧୮ପ୍ରତିଶତ ଜିଏସଟି ଦେବେ ଦର୍ଶକ । ଏଥିସହ ଦର୍ଶକଙ୍କୁ ନେଇ ମ୍ୟାଚ ଆୟୋଜନ ପାଇଁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ, ଏସଆରସି ଏବଂ କ୍ରୀଡା ସଚିବଙ୍କୁ ଚିଠି ଲେଖିଛି ଓସିଏ । ଖୁବଶୀଘ୍ର…

ଯୁବ ଉଦ୍ୟୋଗୀଙ୍କ ଉଦ୍ୟମରେ ଚାଲିଛି ଆପକା ଧୋବୀ: ଲଣ୍ଡ୍ରି କରି ଅତ୍ମନିର୍ଭର ହେବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର

କନକ ବ୍ୟୁରୋ: କଟକ ସିଡିଏ ଅଂଚଳରେ ଯୁବ ଉଦ୍ୟୋଗୀ ବିକାଶ ପାତ୍ରଙ୍କ ଉଦ୍ୟମରେ ଚାଲିଛି ଆପକା ଧୋବୀ । ସେ ଆପକା ଧୋବୀ ନାଁରେ ଏକ ଲଣ୍ଡ୍ରି କରି ଅତ୍ମନିର୍ଭର ହେବା ସହ ଅନ୍ୟକୁ ରୋଜଗାରର ବାଟ ଦେଖାଇଛନ୍ତି । କଟକ, ଭୁବନେଶ୍ୱରରେ ଥିବା ଶିକ୍ଷାନୁଷ୍ଠାନ, ଘରୋଇ ନର୍ସିଂ ହୋମ୍ ଓ ବଡ଼ ବଡ଼ ହୋଟେଲରୁ…

ପ୍ରଥମ ୱିମେନ୍ସ ବିଜନେସ ମେଳା ଉଦଯାପିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ମହିଳାଙ୍କ ଦ୍ୱାରା ଆୟୋଜନ ପାଇଁ…

କନକ ବ୍ୟୁରୋ: ଦେଶର ପ୍ରଥମ ୱିମେନ୍ସ ବିଜନେସ ମେଳା ଉଦଯାପିତ ହୋଇଛି । ମେ ୪ରୁ ଆରମ୍ଭ ହୋଇଥିବା ଏହି ପ୍ରଥମ ମହିଳା ମେଳା ରବିବାର ଶେଷ ହୋଇଛି । ପ୍ରଥମ ଥର ପାଇଁ ରାଜ୍ୟରେ ଆଇଡବ୍ଲୁଇସି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହିମେଳା ଯୁବ ବ୍ୟବସାୟୀଙ୍କୁ ବେସ ପ୍ରୋତ୍ସାହିତ କରିଥିଲା । ନୂଆ କରି…

ରାଜଧାନୀର ସ୍ମୋକ୍ ପାନ: କାଫେରେ ରହିଛି ବିନା ଯର୍ଦ୍ଦାରେ ପ୍ରସ୍ତୁତ ହେଉଥିବା ଦେଢ ଶହ ପ୍ରକାରର ପାନ

କନକ ବ୍ୟୁରୋ: ରାଜଧାନୀରେ ମିଳୁଛି ବିନା ଯର୍ଦ୍ଦାରେ ପାନ । ଏହି ପାନ ଆରୋମା କାଫେ ଏବେ ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି । ଯେଉଁଠି ମିଳୁଛି ୧୫୦ ପ୍ରକାରର ପାନ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଏହି ପାନ ବିନା ଯର୍ଦ୍ଦାରେ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ଶରିରର କୌଣସି…

ସୁନୁସୁନିଆ ଦେଉଛି ରୋଜଗାର: ଧାନ ଓ ପନିପରିବା ଚାଷରୁ କ୍ଷତି ସହିବା ପରେ ସୁନୁସୁନିଆ ଶାଗ ଚାଷ କରି ଲାଭବାନ ହେଉଛନ୍ତି…

କନକ ବ୍ୟୁରୋ: ଯାଜପୁର କୋରେଇ ବ୍ଲକରେ ସୁନୁସୁନିଆ ଶାଗ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । ଏକର ଏକର ଜମିରେ କରିଛନ୍ତି ଶାଗଚାଷ । କମ୍ ସାର ପ୍ରୟୋଗରେ ଏହି ଚାଷ କରାଯାଉଥିବାରୁ ଏହା ସ୍ୱାସ୍ଥ୍ୟ ଉପଯୋଗୀ ହେଉଛି । ତେଣୁ ଏହାକୁ ବିକ୍ରି କରିବାରେ କିଛି ସମସ୍ୟା ଦେଖାଦେଉନାହିଁ । ବାହାର…

ଆଦିବାସୀଙ୍କ ସବୁଜ ସୁନା: କେନ୍ଦୁପତ୍ର ତୋଳି ରୋଜଗାର କରୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ

କନକ ବ୍ୟୁରୋ: ଚାଷୀଙ୍କ ଠାରୁ ଆରମ୍ଭ କରି ଶ୍ରମିକ ଓ ଗୃହଣୀ, ସମସ୍ତେ ଲାଗି ପଡିଛନ୍ତି କେନ୍ଦୁପତ୍ର ତୋଳିବାରେ । ଏପ୍ରିଲ ପହିଲାରୁ ଆରମ୍ଭ କରି ମେ ମାସର ଦ୍ୱିତୀୟ ସପ୍ତାହ ଯାଏଁ, ମାଲକାନଗିରି ଜିଲ୍ଲାର ଲକ୍ଷାଧିକ କେନ୍ଦୁପତ୍ର ତୋଳାଳି ପତ୍ର ତୋଳିବାରେ ନିୟୋଜିତ ହୁଅନ୍ତି । ବର୍ଷ ତମାମ ବିଡି…