Daily Archives

May 2, 2022

ଆମେରିକାରେ ବଡ଼ ପଦବୀ ପାଇଲେ ଭାରତୀୟ ବଂଶୋଦ୍ଭବ: ମୁଖ୍ୟ ବୈଷୟିକ ଅଧିକାରୀ ଭାବେ ନନ୍ଦ ମୁଲଚନ୍ଦାନୀଙ୍କୁ ମିଳିଲା…

କନକ ବ୍ୟୁରୋ: ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏରେ ମୁଖ୍ୟ ବୈଷୟିକ ଅଧିକାରୀଭାବେ ପ୍ରଥମଥର ପାଇଁ ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନୀଙ୍କୁ ନିଯୁକ୍ତି ଦିଆଯାଇଛି । ସିଆଇଏର ନିର୍ଦ୍ଦେଶକ ୱିଲିୟମ ବର୍ନସ ଟୁଇଟ କରି ନନ୍ଦ ମୁଲଚାନ୍ଦୀଙ୍କୁ ନିଯୁକ୍ତି ବାବଦାର ସୂଚନା ପ୍ରଦାନ କରିଛନ୍ତି ।…

ରାହୁଲ ଗାନ୍ଧୀଙ୍କୁ ଓସାମାନିଆ ବିଶ୍ୱବିଦ୍ୟାଳୟ ଯିବାକୁ ମିଳିଲାନି ଅନୁମତି: ଅନୁମତି ଦେବାକୁ ମନା କଲେ ବିଶ୍ୱବିଦ୍ୟାଳୟ…

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଓସାମାନିଆ ବିଶ୍ୱବିଦ୍ୟାଳୟ ଯିବାକୁ ମିଳିଲାନି ଅନୁମତି । ମେ ୬ ଓ ୭ ତାରିଖରେ ରାହୁଲଙ୍କ ତେଲେଙ୍ଗାନା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି ମଧ୍ୟ ସରିଛି । ଏହି ଗସ୍ତ ସମୟରେ ରାହୁଲ ଓସମାନିଆ…

ୟୁକ୍ରେନ-ରୁଷିଆ ଯୁଦ୍ଧ ସଂପର୍କରେ ଜର୍ମାନୀରେ ମୋଦୀଙ୍କ ବଡ଼ ବୟାନ: କହିଲେ, ସମସ୍ତଙ୍କର ହେବ କ୍ଷତି, କାହାର ହେବନି…

କନକ ବ୍ୟୁରୋ: ୟୁକ୍ରେନ-ରୁଷିଆ ଯୁଦ୍ଧର ଘନଘଟା ମଧ୍ୟରେ ତିନି ଦିନିଆ ୟୁରୋପୀୟ ଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ଲିନ ପହଁଚିବା ପରେ ମୋଦୀଙ୍କୁ ଦିଆଯାଇଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଯୁଦ୍ଧ ସଂପର୍କରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି…

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଗଢ଼ିପାରନ୍ତି ନୂଆ ଦଳ: ପିକେଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା 

କନକ ବ୍ୟୁରୋ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇ ରାଜନୀତି ଗଳିରେ ଆଜିକାଲି ବେଶ ଚର୍ଚ୍ଚା ଚାଲିଛି । ଗତ ସପ୍ତାହରେ କଂଗ୍ରେସର ବଡ ଅଫରକୁ ପ୍ରତ୍ୟାଖାନ କରି ପିକେ ଖବରର ଶିରୋନାମା ପାଲଟିଥିଲେ । ଏବେ ପୁଣି ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସୁଛି । ସୋମବାର ସକାଳୁ…

୬୮ ଦିନରେ ଯୁଦ୍ଧ ଜାରି । ରୁଷ ସମ୍ମୁଖରେ ଦମ୍ଭ ଦେଖାଉଛି ୟୁକ୍ରେନ । ମଇଦାନକୁ ଓହ୍ଲାଇଲେ ରୁଷ ଆର୍ମି ମୁଖ୍ୟ

କନକ ବ୍ୟୁରୋ: ଋଷ ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ ଆଣିଛି ପୁଟିନ ବାହିନୀ । ଯୁଦ୍ଧରେ ୟୁକ୍ରେନ ସହ ମୁକାବିଲାରେ ରୁଷକୁ ସଫଳତା ମିଳୁନଥିବା ଯୋଗୁଁ ଏବେ ଆର୍ମି ମୁଖ୍ୟଙ୍କୁ ମଇଦାନକୁ ଓହ୍ଲାଇଛନ୍ତି ରାଷ୍ଟ୍ରପତି ପୁଟିନ । ମସ୍କୋରୁ ଯାଇ ଏବେ ୟୁକ୍ରେନରେ ପହଁଚିଛନ୍ତି ଆର୍ମି ମୁଖ୍ୟ ଭେଲେରୀ…

ତିିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଜର୍ମାନରେ ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ ।

କନକ ବ୍ୟୁରୋ: ତିନି ଦିନିଆ ୟୁରୋପୀୟ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗସ୍ତର ପ୍ରଥମ ଦିନ ସୋମବାର ଜର୍ମାନୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବରଲିନରେ ପହଞ୍ଚିବାରେ ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ସାରା ପରିବେଶ କେବଳ ମୋଦୀ ମୋଦୀ…