Daily Archives

May 25, 2022

ଆଲ୍ଲାହାବାଦ ହାଇକୋର୍ଟ ଦେଲେ ରୋଚକ ଦଣ୍ଡ: ୭ ଦିନ ଧରି ଲୋକଙ୍କୁ ପାଣି ଓ ସର୍ବତ ବାଣ୍ଟିବା ପାଇଁ ଅଭିଯୁକ୍ତଙ୍କୁ ଦେଲେ…

କନକ ବ୍ୟୁରୋ: ଜଣେ ଅଭିଯୁକ୍ତଙ୍କୁ ୭ ଦିନ ଯାଏଁ ପାଣି ଓ ସରବତ ବାଂଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଆଲ୍ଲ୍ାହାବାଦ ହାଇକୋଟଙ୍କ ଏଭଳି ଏକ ନିର୍ଦ୍ଦେଶ ବେସ ଚର୍ଚ୍ଚା ସୃଷ୍ଟି କରିଛି । ସାମ୍ପଦାୟିକ ଭାବନାକୁ ବିଗାଡିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ କୋର୍ଟ…

ରୁଷ ପ୍ରତିରକ୍ଷାମନ୍ତ୍ରୀଙ୍କ ନୂଆ ବୟାନ: ଲକ୍ଷ୍ୟ ହାସଲ ଯାଏଁ ଚାଲିବ ଆକ୍ରମଣ

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧକୁ ପୁରିଛି ୯୧ ଦିନ । ଆକ୍ରମଣ କରିଚାଲିଛନ୍ତି ରୁଷ ସେନା,ଧ୍ୱଂସ ମୁହଁରେ ପୂରା ୟୁକ୍ରେନ । ଏହା ଭିତରେ ରୁଷ ପୁଣି ଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଓ କହିଛି ଯେଉଁ ପର୍ଯ୍ୟନ୍ତ ସେ ନିଜର ଲକ୍ଷ୍ୟ ପୂରା କରିନି ସେପର୍ଯ୍ୟନ୍ତ ଜାରି ରହିବ…

ଆଇସିସି ଟେଷ୍ଟ ରାଙ୍କି: ଅଲରାଉଣ୍ଡର ତାଲିକାର ଏକ ନମ୍ବର ସ୍ଥାନରେ ଜାଡେଜା । ଜାଣନ୍ତୁ, ବିରାଟ କୋହଲି, ରୋହିତ…

କନକ ବ୍ୟୁରୋ: ଭାରତରେ ଏବେ ଜାରି ରହିଛି ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ । ଆଉ ଅନ୍ୟପଟେ ଆଇସିସି ଖେଳାଳିମାନଙ୍କର ତାଜା ରାଙ୍କି ଜାରି କରିଛି । ଯେଉଁଥିରେ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟେଷ୍ଟ ଅଲରାଉଣ୍ଡର ତାଲିକାର ଶୀର୍ଷରେ ଅଛନ୍ତି । ଖାଲି ସେତିକି ନୁହେଁ ଭାରତର ଅଧିନାୟକ…

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ହାତରେ ଅର୍ଥମନ୍ତ୍ରାଳୟ: ସୁଧୁରିବ କି ଦେଶର ଆର୍ଥିକ ସ୍ଥିତି?

କନକ ବ୍ୟୁରୋ: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଦିନକୁ ଦିନ ଅଧିକ ଗମ୍ଭୀର ସ୍ଥିତି ଦେଇ ଗତି କରୁଥିବାବେଳେ ଏବେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିିଂଘେ ବଡ ଦାୟୀତ୍ୱ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ନିଜେ ଦେଶର ଅର୍ଥମନ୍ତ୍ରୀ ହୋଇ ଦେଶର ଅର୍ଥବ୍ୟବସ୍ଥା ସୁଧାରିବାକୁ…

ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ: ହାତ ଛାଡିଲେ ବରିଷ୍ଠ ନେତା କପିଲ ସିବଲ

କନକ ବ୍ୟୁରୋ: ଜାତୀୟ ରାଜନୀତିର ସବୁଠୁ ପୁରୁଣା ଦଳ କଂଗ୍ରେସର ସ୍ଥିତି ବର୍ତମାନ ଦୟନୀୟ ରହିଥିବା ବେଳେ ଏବେ ଦଳକୁ ଲାଗିଛି ଆଉ ଏକ ବଡ ଝଟକା । ଦଳୀର ବରିଷ୍ଠ ନେତା କପିଲ ଶିବଲ ଦଳ ଛାଡିଥିବା ନେଇ ଘୋଷଣା କରିବା ସହ ସମାଜବାର୍ଦି ପାର୍ଟି ସର୍ମଥନରେ ରାଜ୍ୟସଭା ପାର୍ଥୀ ପାଇଁ ନାମାଙ୍କନ ଦାଖଲ…

ଆମେରିକାରେ ବଢୁଛି ଗନ କଲଚର: ଜେଜେମାକୁ ଗୁଳି କରିବା ପରେ ସ୍କୁଲରେ ପଶି ୨୧ ଜଣଙ୍କୁ ଗୁଳିକରି ହତ୍ୟା କଲେ ଯୁବକ

କନକ ବ୍ୟୁରୋ: ଆମେରିକାରୁ ଏକ ହୃଦୟ ବିଦାୟକ ଘଟଣା ସାମ୍ନାକୁ ଆସିଛି । ସ୍କୁଲ ଭିତରେ ପସି ଆଖି ବୁଜା ବୁଜା ଗୁଳିଚାଳନା କରିଛନ୍ତି ଆକ୍ରମଣକାରୀ । ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ କାରୀ ସ୍କୁଲରେ ଗୁଳିକାଣ୍ଡ ଭିଆଇବା ପୁର୍ବରୁ ନିଜ…