Daily Archives

May 31, 2022

ବ୍ରଜରାଜନଗର ଉପ-ନିର୍ବାଚନ : ଶାନ୍ତି ଶୃଙ୍ଖଳାରେ ସରିଲା ଭୋଟ, ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ୭୧.୯୦…

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନରେ ୭୧.୯୦ ପ୍ରତିଶତ ମତଦାନ ହୋଇଛି । ଝାରସୁଗୁଡା ସବକଲେକ୍ଟର ଏହି ସୂଚନା ଦେଇଛନ୍ତିି । ସକାଳ ୭ଟାରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ୨୭୯ଟି ବୁଥରେ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା । କେତେକ ମତଦାନ କେନ୍ଦ୍ର ଆଗରେ ଭୋଟରଙ୍କ…

ସିଭିଲ ସର୍ଭିସରେ ବାଜିମାତ କଲେ ସ୍ୱାମୀ ପରିତ୍ୟକ୍ତା ଶିବାଙ୍ଗୀ । ଘରୋଇ ହିଂସାର ଶିକାର ୧୭୭ ରାଙ୍କ ସହ ହେଲେ ସଫଳ । 

କନକ ବ୍ୟୁରୋ : କଥାରେ ଅଛି ଯଦି ଦୃଢ ଇଚ୍ଛାଶକ୍ତି ମନରେ ରହେ ତେବେ ଅସମ୍ଭବ ବି ସମ୍ଭବ ହୋଇପାରେ । ନିଜ ଲକ୍ଷ୍ୟ ପଥରେ ଅନେକ ବାଧାବିଘ୍ନ ଆସିଲେ ବି ଏହାକୁ ଅତିକ୍ରମ କରି ସଫଳତା ମିଳେ । ଏବେ ସେଭଳି କିଛି କମାଲ କରି ଦେଖାଇଛନ୍ତି  ଉତ୍ତରପ୍ରଦେଶ ହାପୁରର ଶିବାଙ୍ଗୀ ଗୋଏଲ । ସିଭିଲ ସର୍ଭିସ…

ଆଇଏଏସଙ୍କ ସଫଳତାର କାହାଣୀ । ୪୮୪ ରାଙ୍କ ହାସଲ କଲେ ବିହାରର ବିଶାଲ । 

କନକ ବ୍ୟୁରୋ : କଥାରେ ଅଛି ଯଦି ଦୃଢ ଇଚ୍ଛାଶକ୍ତି ମନରେ ରହେ ତେବେ ଅସମ୍ଭବ ବି ସମ୍ଭବ ହୋଇପାରେ । ନିଜ ଲକ୍ଷ୍ୟ ପଥରେ ଅନେକ ବାଧାବିଘ୍ନ ଆସିଲେ ବି ଏହାକୁ ଅତିକ୍ରମ କରି ମଣିଷ ସଫଳତା ପାଏ । ଏବେ ସେଭଳି କିଛି କମାଲ କରି ଦୋହରାଇଛନ୍ତି ବିହାରର ବିଶାଲ । ଯିଏକି କଡ଼ା ସଂର୍ଘଷ ଭିତରେ ଆଇଏଏସ…

ମଙ୍କିପକ୍ସ ପାଇଁ କେନ୍ଦ୍ରର ଗାଇଡଲାଇନ । ସଂକ୍ରମିତ ହେଲେ ତୁରନ୍ତ ସଙ୍ଗରୋଧରେ ରହିବାକୁ ପରାମର୍ଶ ।

କନକ ବ୍ୟୁରୋ : ମଙ୍କିପକ୍ସ ପାଇଁ କେନ୍ଦ୍ରର ଗାଇଡଲାଇନ । କେନ୍ଦ୍ର ସରକାର ମକିପକ୍ସ ସହ ଲଢେଇ ପାଇଁ ଜାରିକରିଛନ୍ତି ଗାଇଡଲାଇନ । କୌଣସି ସନ୍ଦିଗ୍ଧ ଆସିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରୋଗ ମଣିଷ ପାଖରୁ ମଣିଷକୁ ସଂକ୍ରମିତ ହେଉଛି । ତେଣୁ ଗୋଟିଏ ମାମଲା ସାମ୍ନାକୁ…

ଫାରୁକ ଅବଦୁଲ୍ଲାଙ୍କୁ ଜେରା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ଘଣ୍ଟା ଜେରା କରିଛି ।

କନକ ବ୍ୟୁରୋ: ଜାମ୍ମୁକଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫେରେନ୍ସ ନେତା ଫାରୁକ ଅବଦୁଲାଙ୍କୁ ଜେରା । ବିସିସିଆଇ ଫଣ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଫାରୁକଙ୍କୁ ୩ଘଣ୍ଟା ଧରି ଜେରା କରିଛି । ମାମଲାରେ ଫାରୁକଙ୍କୁ ପୂର୍ବରୁ ୩ଥର ଜେରା କରିସାରିଛି ଇଡି…

ଯୁଦ୍ଧରେ ଥରୁଛି ୟୁକ୍ରେନ। ୯୭ ଦିନ ପରେବି ଋଷର ଜୋରଦାର ଆକ୍ରମଣ ।

କନକ ବ୍ୟୁରୋ: ୯୭ଦିନର ଯୁଦ୍ଧରେ ଥରୁଛି ୟୁକ୍ରେନ । ରୁଷର ଆକ୍ରମଣରେ ଛାରଖାର ହୋଇଛି ପୂରାଦେଶ । ୟୁକ୍ରେନର ସୈନ୍ୟ ଠିକଣା ଉପରେ ରୁଷର ଅର୍ଟିନାରୀ ଟ୍ୟାଙ୍କ ଦ୍ୱାରା ଆକ୍ରମଣ ଜାରିରହିଛି । କେବଳ ଏତିକି ନୁହେଁ ୟୁକ୍ରେନ ଉପରେ କ୍ରୁଜ ମିସାଇଲ ମାଡ କରୁଛି ରୁଷ । ଆକ୍ରମଣରେ ସେନା ଗାଡି…