Daily Archives

May 1, 2022

ବ୍ରହ୍ମପୁରର ବାଟି ସୋଡ଼ା: ଖରାଦିନେ ଶୋଷ ମେଂଟାଉଛନ୍ତି ବାଟୋଇ

କନକ ବ୍ୟୁରୋ: ପ୍ରବଳ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଦିନ ୧୦ଟା ପରେ ହେଲେ ଘରୁ ବାହାରିବା ଏକ ପ୍ରକାର କଷ୍ଟକର ହୋଇପଡ଼ୁଛି । ଏପରିସ୍ଥିତିରେ ବ୍ରହ୍ମପୁରବାସି ମଧ୍ୟ ଗ୍ରୀଷ୍ମରୁ ତ୍ରାହି ପାଉନାହାନ୍ତି । ଖରାଦିନେ ବ୍ରହ୍ମପୁରରେ ମିଳୁଥିବା ବାଟି ସୋଡାର ଚାହିଦା ବେଶ ଅଧିକା…

ମିକ୍ସଚର ଫ୍ୟାକ୍ଟ୍ରି କରି ଆତ୍ମନିର୍ଭର ହେଲେ ତିନି ଭାଇ: ମେସିନ୍ ସାହାଯ୍ୟରେ ତିଆରି ହେଉଛି ମିକ୍ସଚର

କନକ ବ୍ୟୁରୋ: ମିକ୍ସଚରର ସ୍ୱାଦ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ପ୍ରାୟ ଓଡିଆ ଘରର ପଖାଳ କଂସା ଠାରୁ ଆରମ୍ଭ କରି ମୁଢି ମିକ୍ସର ଓ ଚା’ ଖଟି ସବୁଠି ମିକ୍ସରର ଆବଶ୍ୟକତା ପଡିଥାଏ । ଆଉ ଏହାକୁ ବ୍ୟବସାୟ ରୁପେ ଗ୍ରହଣ କରି ସଫଳତା ପାଇଛନ୍ତି ଆଠଗଡ ଗୁରୁଡ଼ିଝାଟିଆ ଅଂଚଳର ତିନି ଭାଇ ଶ୍ରୀକାନ୍ତ,…

ସ୍ୱାଭିମାନ ଅଂଚଳରେ କଦଳୀ ଚାଷ: ଲାଲ ଇଲାକାରେ କଦଳୀ ଚାଷ କରି ପରିବାର ପୋଷୁଛନ୍ତି ଲୋକେ

କନକ ବ୍ୟୁରୋ: ଆଉ ଗଂଜେଇ ନୁହେଁ ଏବେ କଦଳୀ ଚାଷ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳର ମୁତାମ୍ବ ଗାଁରେ କଦଳୀ ଚାଷ କରି ଲାଭବାନ ହେଉଛନ୍ତି ଲୋକେ । ଆଗରୁ ଏହି ଅଂଚଳରେ ମୁଖ୍ୟତଃ ଗଂଜେଇ ଚାଷ କରାଯାଉଥିଲା । ଏବେ ଗଂଜେଇ ଚାଷରୁ ମୁହଁ ଫେରାଇ ଅନ୍ୟ ଅର୍ଥକାରୀ ଫସଲ ଉପରେ ମନବଳାଉଛନ୍ତି ଚାଷୀ…

ଆମାଜନରେ ମିଳିବ ରାୟଗଡ଼ା ତେନ୍ତୁଳି: ଏଥିପାଇଁ ଓରମାସ ପକ୍ଷରୁ ଆମାଜନ ସହ ସ୍ୱାକ୍ଷରିତ ଚୁକ୍ତି

କନକ ବ୍ୟୁରୋ: ଜାତିୟ ଇ-ବଜାରରେ ବିକ୍ରି ହେବ ରାୟଗଡାରୁ ଉତ୍ପାଦିତ ହେଉଥିବା ତେନ୍ତୁଳି । ଲୋକପ୍ରିୟ ଇ- କମର୍ସ ପ୍ଲାଟଫାର୍ମ ଆମାଜନରେ ମିଳିବ ରାୟଗଡା ତେନ୍ତୁଳି । ଏଥିପାଇଁ ଜିଲ୍ଲା ଓରମାସ ତରଫରୁ ଆମାଜନ ସହ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି । ତେନ୍ତୁଳି ଇ-ବଜାରରେ ବିକ୍ରୟ ପାଇଁ ଓରମାସ ସବୁ…

ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ପ୍ରସଙ୍ଗ: ଟୁଇଟରରେ ମୁହାଁମୁହିଁ ହେଲେ ବିଜେଡି-ବିଜେପି । ଧର୍ମେନ୍ଦ୍ରଙ୍କ ଟୁଇଟ୍…

କନକ ବ୍ୟୁରୋ: ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବା ପ୍ରସଙ୍ଗରେ ଏବେ ମୁହାମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପ୍ରଥମେ ଟୁଇଟ୍ କରିବା ପରେ ଏହାର ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ…

ନ୍ୟାୟ କାହା ପାଇଁ କେମିତି? ବଡବଡିଆଙ୍କୁ ବେଲ୍, ମଳିମୁଣ୍ଡିଆଙ୍କୁ ଜେଲ୍?

କନକ ବ୍ୟୁରୋ: ନ୍ୟାୟ କାହା ପାଇଁ କେମିତି? ଗଞ୍ଜାମରେ ଜଣେ କେଟଲି ଚୋରକୁ ଦେଢବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଯାହା ଅନେକ ପ୍ରଶ୍ନ ଉଠାଇଛି । ବଡ ଓକିଲ ବନ୍ଦୋବସ୍ତ କରି ବଡବଡିଆ ଆଇନ ପଞ୍ଝାରୁ ଖସିଯାଉଥିବା ବେଳେ ଫସି ଯାଉଛନ୍ତି ଗରିବ ଲୋକ । କେଟଲି ଚୋରକୁ ଦେଢ ବର୍ଷ ଜେଲ ହେଲେ…