Daily Archives

May 12, 2022

ଛତିଶଗଡ଼ରେ ହେଲିକପ୍ଟର ଦୁର୍ଘଟଣା: ୨ ପାଇଲଟ ମୃତ, ସେମାନଙ୍କ ମଧ୍ୟରୁ ଜଣେ ଓଡିଆ ଥିବା ସୂଚନା 

କନକ ବ୍ୟୁରୋ: ଛତିଶଗଡ଼ରେ ହେଲିକପ୍ଟର ଦୁର୍ଘଟଣା  । ରାୟପୁରର ସ୍ୱାମୀ ବିବେକାନନ୍ଦ ଏୟାରପୋର୍ଟରେ ଆଜି ରାତି ୯ଟା ୧୦ ବେଳେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି  । ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି  । ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ମଧ୍ୟ ରହିଥିବା କୁହାଯାଉଛି । ତେବେ ଦୁର୍ଘଟଣାର…

ପରିକ୍ରମା ପ୍ରକଳ୍ପ ନେଇ ପୁରୀ ବିଧାୟକଙ୍କ ବଡ ବୟାନ । ଦଳ କହିଛି କାମକୁ ସମର୍ଥନ କର ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି-ବିଜେପି ବିବାଦ ଜାରି ରହିଛି । ଏହାରି ଭିତରେ ବଡ଼ କଥା କହିଛନ୍ତି, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ସେ କହିଛନ୍ତି, ସେ କାମକୁ ବିରୋଧ କରୁନାହାଁନ୍ତି । ପ୍ରକଳ୍ପ କାମକୁ ସମର୍ଥନ କରୁଛନ୍ତି । ଜଗନ୍ନାଥ ମନ୍ଦିର କାମକୁ ନେଇ…

ଇଂଲଣ୍ଡ ଟେଷ୍ଟ ଟିମର ମୁଖ୍ୟ କୋଚ ବ୍ରେଣ୍ଡନ ମ୍ୟାକୁଲମ । ନୂଆ ଅଧିନାୟକ ପରେ କୋଚ ନିଯୁକ୍ତ କଲା ଇସିବି । ଦାୟିତ୍ୱ ପାଇଁ…

କନକ ବ୍ୟୁରୋ : ଇଂଲଣ୍ଡ ଟେଷ୍ଟ ଟିମର ହେଡ କୋଚ ନିଯୁକ୍ତ ହୋଇଛନ୍ତି ବ୍ରେଣ୍ଡନ ମ୍ୟାକୁଲମ । ଟ୍ୱିଟ କରି ଏନେଇ ସୂଚନା ଦେଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ନ୍ୟୁଜିଲାଣ୍ଡର ଏହି ସଫଳ ବ୍ୟାଟରଙ୍କୁ ଇଂଲଣ୍ଡ ଟେଷ୍ଟ ଟିମର କୋଚ ଦାୟିତ୍ୱ ମିଳିଛି । ବର୍ତ୍ତମାନ ମ୍ୟାକୁଲମ ଆଇପିଏଲରେ କୋଲକାତା ନାଇଟ…

ପୁଣି ଖୋଲିବ ଡ୍ୟାନ୍ସ ବାର: ମତୁଆଲା ହେବ ରାଜଧାନୀର ରାତି

କନକ ବ୍ୟୁରୋ: ଭୁବନେଶ୍ୱରର ୧୪ଟି ଡ୍ୟାନ୍ସ ବାରକୁ ଖୋଲିବା ପାଇଁ ଅବକାରୀ ବିଭାଗ ଅନୁମତି ଦେଇଛି । ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଜମିବ ନୃତ୍ୟ ଗୀତର ଆସର । କରୋନା ଯୋଗୁଁ ଦୁଇ ବର୍ଷ ହେଲା ଡ୍ୟାନ୍ସ ବାର ଉପରେ କଟକଣା ଲାଗୁ କରାଯାଇଥିଲା । ଏବେ ଅବକାରୀ ବିଭାଗର ଅନୁମତି ପରେ ଡ୍ୟାନ୍ସ ବାରରେ…

ଉତ୍ତରକୋରିଆରେ ପଶିଲା କରୋନା । ଜଣେ ସଂକ୍ରମିତ ଚିହ୍ନଟ ପରେ ପୂରା ଦେଶରେ ତାଲାବନ୍ଦ । ସୀମାରେ କଟକଣା ହେଲା କଡ଼ାକଡ଼ି ।

କନକ ବ୍ୟୁରୋ: ସାରା ବିଶ୍ୱରେ କରୋନା କାଳ । ଶକ୍ତିଶାଳୀ ରାଷ୍ଟ୍ରଙ୍କଠୁ ନେଇ ବିତଶାଳୀ ଦେଶ । କେହି ବି ବାଦ ପଡିନାହାଁନ୍ତି କରୋନାର ଭୟାବହ ପ୍ରକୋପରୁ ।  ତେବେ ଦୀର୍ଘ ଅଢେଇବର୍ଷ ଧରି ନିଜକୁ କରୋନାଠୁ ବଂଚାଇ ଆସୁଥିବା ଉତରକୋରିଆରେ ଏବେ ପହଁଚିଛି କରୋନା ଭୂତାଣୁ । ଏଠାରେ କରୋନାର ପ୍ରଥମ…

ଘରଭଡ଼ା ନେଇ ବ୍ୟବସାୟୀ ହଟହଟା: ଘରମାଲିକଙ୍କ ସହ କରିଥିଲେ ୫ ବର୍ଷିଆ ଏଗ୍ରିମେଂଟ, ଏବେ ଘର ଛାଡିବାକୁ ବାଧ୍ୟ କରୁଛନ୍ତି…

କନକ ବ୍ୟୁରୋ: ୫ ବର୍ଷ ପାଇଁ ହୋଇଛି ଘରଭଡା ଚୁକ୍ତି । ୩ଲକ୍ଷ ଟଙ୍କାର ସିକ୍ୟୁରିଟି ବି ଦିଆ ସରିଛି । ମାଲିକ କହୁଛନ୍ତି ଘର ଛାଡ, ଘର ନଛାଡିଲେ ବିଦ୍ୟୁତ ସଂଯୋଗ କାଟୁଛନ୍ତି । ଆଉ ପୋଲିସକୁ ହାତ ବାରିସ କରି ମିଛ ମାମଲାରେ ଛନ୍ଦୁଛନ୍ତି ଘର ମାଲିକ । ଏମିତି ଅସୁବିଧାର ସାମ୍ନା କରୁଛନ୍ତି କଟକର…