Daily Archives

May 10, 2022

ୟୁକ୍ରେନକୁ ଅଧିକ ବଳ ଯୋଗାଇବ ଆମେରିକା: ୩୩ ବିଲିୟନ ଡଲାର ସାହାଯ୍ୟ ଦେବ ବାଇଡେନ ସରକାର

କନକ ବ୍ୟୁରୋ: ୟୁକ୍ରେନକୁ ଅଧିକ ପରିମାଣର ଯୁଦ୍ଧାସ୍ତ୍ର ଓ ସେନା ଶକ୍ତି ପଠାଇବା ପାଇଁ ଏବେ ଅଂଟା ଭିଡିଛି ଆମେରିକା । ।ହ୍ୱାଇଟ ହାଉସ ଓଭାଲ ଅଫିସରେ ଲେଣ୍ଡ-ଲିଜ-ଆକ୍ଟ ଉପରେ ସ୍ୱାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ସ୍ୱାକ୍ଷର ପରେ ଆମେରିକ ୟୁକ୍ରେନକୁ ଖୋଲାହାତରେ…

ପଂଜାବ ପୁଲିସ ଗୁଇନ୍ଦା ମୁଖ୍ୟାଳୟ ଉପରକୁ ଗ୍ରେନେଡ ହମଲା: ପଂଜାବକୁ ବଦନାମ କରିବାପାଇଁ ଷଡଯନ୍ତ୍ରର ଅଭିଯୋଗ ଆଣିଲେ…

କନକ ବ୍ୟୁରୋ: ପଂଜାବ ମୋହାଲିରୁ ଏକ ବଡ ଖବର ସାମ୍ନାକୁ ଆସିଛି । ମୋହାଲିରେ ଥିବା ପଂଜାବ ପୁଲିସର ଇଂଟେଲିଜେନ୍ସ ମୁଖ୍ୟାଳୟ ଉପରକୁ ଗ୍ରେନେଡ ମାଡ ହୋଇଛି୍ । ଏହି ଘଟଣା ଏବେ ରାଜ୍ୟରେ ଉତେଜନା ସୃଷ୍ଟି କରିଛି । ସୋମବାର ରାତିରେ ୨ଜଣ ଦୁବୁର୍ତ କାରରେ ଆସି ରକେଟ ଚାଳିତ ଗ୍ରେନେଡ ମାଡ କରି ଫେରାର…

ବିଜେପି ନେତା ତାଜିନ୍ଦର ବଗ୍ଗାଙ୍କୁ ମିଳିଲା କୋର୍ଟରୁ ଆଶ୍ୱସ୍ତି: ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଗିରଫ ନ କରିବାକୁ ପଂଜାବ…

କନକ ବ୍ୟୁରୋ: ବିଜେପି ନେତା ତଥା ଦିଲ୍ଲୀ ପ୍ରଦେଶ ବିଜେପିର ମୁଖପାତ୍ର ତଜିନ୍ଦର ପାଲ ସିଂ ବଗାଙ୍କୁ ଆଶସ୍ତି । ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ତଜିନ୍ଦରଙ୍କ ଗିରଫ ଉପରେ ରୋକ ଲଗାଇଲେ ପଂଜାବ-ହରିଆଣା ହାଇକୋର୍ଟ । ଏଥିସହ ପଂଜବା ସରକାର ବିଜେପି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଶ୍ରୀଲଙ୍କା ଜାରି ରହିଛି ଅଚଳାବସ୍ଥା: ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି

କନକ ବ୍ୟୁରୋ: ବେଶ କିଛି ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ସ୍ଥିତି ସୋମବାରଠୁ ଅଧିକ ବିଗିଡିବାରେ ଲାଗିଛି ।ସରକାର ସମର୍ଥକ ଓ ବିରୋଧଙ୍କ ମଧ୍ୟରେ ଆରମ୍ଭ ହୋଇଛି ବଡ ଧରଣର ସଂର୍ଘଷ । ସରକାର ବିରୋଧୀ ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଓ କିଛି…

ଦିଲ୍ଲୀରେ ପୁଣି ବୁଲଡୋଜର ଆତଙ୍କ । ନ୍ୟୁ ଫ୍ରେଣ୍ଡସ କଲୋନି ଓ ମଙ୍ଗୋଲପୁରିରେ ଜବରଦଖଲ ଉଚ୍ଛେଦ କଲା ଦିଲ୍ଲୀ ନଗର ନିଗମ ।

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣି ବୁଲିଲା ବୁଲଡୋଜର । ମଙ୍ଗୋଲପୁରି ଓ ନ୍ୟୁ ଫ୍ରେଣ୍ଡସ କଲୋନିରେ ପ୍ରଶାସନ ପକ୍ଷରୁ ପୁଣି ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଉଚ୍ଛେଦ ସମୟରେ ବାଧା ସୃଷ୍ଟି କରିବାରୁ ଆପ ବିଧାୟକଙ୍କ ନାରେ ମାମଲା ରୁଜୁ କଲା ପୁଲିସ । ଘଟଣାକୁ ନେଇ ମୁହାଁମୁହିଁ…

ଓଡ଼ିଆ ପୁସ୍ତକ “ଏକ ଅକିଞ୍ଚନର ଅନୁଭୂତି”ର ଇଂରାଜୀ ଅନୁବାଦ “ସାଇ ମିଉଜିଂସ” ରାଜ୍ୟପାଳଙ୍କୁ…

କନକ ବ୍ୟୁରୋ: ଶିରିଡି ସାଇବାବାଙ୍କ ଅନୁଭୂତିକୁ ନେଇ କବିତା ମହାନ୍ତିଙ୍କ ସ୍ୱରଚିତ ଓଡ଼ିଆ ପୁସ୍ତକ "ଏକ ଅକିଞ୍ଚନର ଅନୁଭୂତି"ର ଇଂରାଜୀ ଅନୁବାଦ"ସାଇ ମିଉଜିଂସ" ଆଜି ଓଡିଶା ରାଜଭବନରେ ମାନ୍ୟବର ରାଜ୍ୟପାଳଙ୍କୁ ଅର୍ପଣ କରାଯାଇଛି । ଓଡ଼ିଆ ପୁସ୍ତକ " ଏକ ଅକିଞ୍ଚନର ଅନୁଭୂତି" ପାଠକ ଆଦୃତି …