Daily Archives

May 6, 2022

ଯୁଦ୍ଧକୁ ନେଇ ଭାରତକୁ ଆବଶ୍ୟକତା ନାହିଁ ପରାମର୍ଶ: ଜାତି ସଂଘରେ ଟିଏସ ତିରୂମୁର୍ତ୍ତି ନେଦରଲାଣ୍ଡ ରାଷ୍ଟ୍ରଦୂତଙ୍କୁ…

କନକ ବ୍ୟୁରୋ: ଗୁରୁବାର ଜାତିସଙ୍ଘରେ ଯୁଦ୍ଧ ପ୍ରସଙ୍ଗ ଉପରେ ନେଦରଲ୍ୟାଣ୍ଡକୁ ଜବାବ ଦେଇଛି ଭାରତ । ନେଦରଲାଣ୍ଡ ଭାରତକୁ ଯୁଦ୍ଧ ପ୍ରସଙ୍ଗରେ ଉପଦେଶ ଦେବାର କୌଣସି ଆବଶ୍ୟକତା ନାହିଁ । ଭାରତ ଜାଣେ କଣ କରାଯିବା ଉଚିତ ଓ ଅନୁଚିତ । ସେହିପରି ରୁଷ-ୟୁକ୍ରେନ ଯୁଦ୍ଧରେ କେହି ବିଜେତା ପକ୍ଷ ନାହାନ୍ତି…

ଦିନେ ବାପା ମାରିବାକୁ ଚାହୁଁଥିଲେ, ଆଜି ବୋଲରଙ୍କ ହୋସ ଉଡ଼ାଉଛନ୍ତି ପାୱେଲ । ଚର୍ଚ୍ଚାରେ କାରବିୟାନ ଅଲରାଉଣ୍ଡର ରବମ୍ୟାନ…

କନକ ବ୍ୟୁରୋ:  ପୋଲାଡ, ବ୍ରାଭୋ, ସାମିଙ୍କ ପରେ ଆଉ ଜଣେ କ୍ୟାରିବିଆନ୍ ଖେଳାଳୀ ଆଇପିଏଲରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ଏ ସମସ୍ତ ଖେଳାଳୀ ନିଜର ଖେଳ ଆଉ ଭିନ୍ନ ଶୈଳୀପାଇଁ ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଜିତିଥିବା ବେଳେ ଏବେ ଆଉ ଜଣେ ଖେଳାଳୀ ଚର୍ଚ୍ଚାକୁ ଆସିଛନ୍ତି । ଆଇପିଏଲର…

ୟୁକ୍ରେନକୁ ଆମେରିକା କରୁଛି ସାହାଯ୍ୟ: ମସ୍କୋଭାର ସ୍ଥିତି ଓ ସାର୍ମଥ୍ୟ ବାବଦରେ ଦେଇଥିଲା ସମସ୍ତ ସୂଚନା

କନକ ବ୍ୟୁରୋ: ନିକଟରେ ଗଭୀର କୃଷ୍ଣସାଗରରେ ରୁଷର ଶକ୍ତିଶାଳୀ ଯୁଦ୍ଧପୋତ ମୋସ୍କଭା ଧ୍ୱଂସ ହୋଇଥିଲା । ନିଜର ଶକ୍ତିଶାଳୀ ନେପଚୁନ ମିସାଇଲ ମାଡ କରି ମସ୍କୋଭାକୁ ଧ୍ୱଂସ କରୁଥିବା ଦାବି କରିଥିଲା ୟୁକ୍ରେନ କିନ୍ତୁ ରୁଷ ଏହି ଦାବିକୁ ଖଣ୍ଡନ କରିଆସୁଛି । ତେବେ ଏହା ଭିତରେ ଆମେରିକା ସେନାର ଜଣେ…

ଅଫିସର ନୁହେଁ କୁବେର: ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲ ଓ ତାଙ୍କ ସହଯୋଗୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା

କନକ ବ୍ୟୁରୋ: ଓଡିଶାର ଅନେକ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ର ଅନେକ ଚିତ୍ର ଆପଣ ଦେଖିଛନ୍ତି । ସର୍ବାଧିକ ୨ କୋଟି ପର୍ଯ୍ୟନ୍ତ ନଗଦ ଟଙ୍କାର ରେଡ୍ ଆପଣ ଦେଖିଛନ୍ତି । କିନ୍ତୁ ଆୟ ବହିର୍ଭୂତ ଟଙ୍କା ରଖିବାର ରେକର୍ଡ କରୁଛନ୍ତି । ୨ କୋଟି କି ୩ କୋଟି ନୁହେଁ ନଗଦ ୧୯ କୋଟି ଟଙ୍କା ମିଳିଛି ଜଣେ…

ଚୀନରେ କରୋନାର ଦ୍ରୁତ ସଂକ୍ରମଣ ଜାରି: ସ୍ଥଗିତ ରହିଲା ଏସିଆନ ଗେମ୍ସ, ଏବେବି ଅନେକ ସହର ଲକଡାଉନ

କନକ ବ୍ୟୁରୋ: ଦେଶରେ ଭୟ ବଢାଉଛି କୋଭିଡ ସଂକ୍ରମଣ । କିଛି ଦିନ ଧରି ଦେଶରେ ସାମାନ୍ୟ ସ୍ଥିତି ରହିବା ପରେ ଏବେ ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଛି କୋଭିଡ ସଂକ୍ରମଣ ବୃଦ୍ଧି । ଗତ ସପ୍ତାହରେ ଦେଶରେ ଦୈନିକ ସଂକ୍ରମଣ ୨ହଜାରରୁ ଅଧିକ ରହୁଥିବାବେଳେ ବର୍ତମାନ ଏହାର ୩ହଜାର ଟପିଛି । ଗତ ୨୪…

‘ହୁ’ ଦେଖାଇଲା କୋଭିଡ ମୃତ୍ୟର ସତ: ସରକାରୀ ତଥ୍ୟ ଠାରୁ ପ୍ରକୃତ ମୃତ୍ୟୁ ଅନେକ ଗୁଣରେ ଅଧିକା 

କନକ ବ୍ୟୁରୋ: କୋଭିଡ ମୃତ୍ୟୁକୁ ନେଇ ଆସିଲା ଚାଂଚଲ୍ୟକର ତଥ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଲା କୋଭିଡ୍ ମୃତ୍ୟୁକୁ ନେଇ ସରକାରୀ ଭାବେ ଯେଉଁ ସଂଖ୍ୟା ଦର୍ଶାଯାଇଛି ,ପ୍ରକୃତ ସଂଖ୍ୟା ତାଠାରୁ ଅନେକ ଗୁଣ ଅଧିକ । ସାରାବିଶ୍ୱରେ କୋଭିଡରେ ଯେତିକି ଲୋକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଉଛି,…