Daily Archives

May 27, 2022

ଜଳବାୟୁ ପରିବର୍ତ୍ତନ ଯୋଗୁ ବିଲୁପ୍ତ ହେଉଛନ୍ତି ପକ୍ଷୀ । ବିଶ୍ୱରେ ହ୍ରାସପାଉଛି ପକ୍ଷୀଙ୍କ ସଂଖ୍ୟା ।

କନକ ବ୍ୟୁରୋ : ଦିନକୁ ଦିନ କମିଚାଲିଛି ପକ୍ଷୀଙ୍କ ସଂଖ୍ୟା । ପରିବେଶ ସମ୍ବନ୍ଧୀୟ ଅଧ୍ୟୟନରୁ ଜଣାପଡିଛି ବିଶ୍ୱରେ ପକ୍ଷୀଙ୍କ ସଂଖ୍ୟା ହ୍ରାସପାଉଛି । ଅନେକ ପ୍ରଜାତି ବିଲୁପ୍ତ ଅବସ୍ଥାରେ ପହଞ୍ଚିସାରିଛନ୍ତି । ଯଦି ସଠିକ ପଦକ୍ଷେପ ନିଆଯିବନାହିଁ ତେବେ ମହାବିନାଶର ପ୍ରଥମ ଲହର ଦେଖିବାକୁ ପାଇବା…

ଗରମରୁ ଶୀଘ୍ର ମିଳିବ ଆଶ୍ୱସ୍ଥି । ଦୁଇରୁ ତିନି ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ।

କନକ ବ୍ୟୁରୋ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ କେରଳ ଛୁଇଁପାରେ । ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ କିଛି ସପ୍ତାହ ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆସାନୀ ପ୍ରଭାବକାରଣରୁ ମେ ୨୭ରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଅନୁମାନ କରିଥିଲା । ତେବେ…

ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଯାଞ୍ଚକୁ ସ୍ଥଗିତ ରଖିଲା ଓପିଏସସି ।…

କନକ ବ୍ୟୁରୋ: ବିବାଦ ପରେ ବିଶ୍ୱବିଦ୍ୟାଳୟର ନିଯୁକ୍ତି ପାଇଁ ଚାଲିଥିବା ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ଓପିଏସସି । ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ଓଡ଼ିଶା ପବ୍ଲିକ୍ ସର୍ଭିସ କମିସନ । ପଦାର୍ଥ ବିଜ୍ଞାନ ବିଭାଗର ଆସିଷ୍ଟାଂଟ୍ ପ୍ରଫେସର ପଦବୀ ପାଇଁ ଇଣ୍ଟରଭ୍ୟୁ କରାଯିବାକୁ ୨୦ ତାରିଖରେ…

ଭାରତ ଡ୍ରୋନ ମହୋତ୍ସବର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ୨୦୩୦ ସୁଦ୍ଧା ଭାରତ ପାଲଟିବ ଗ୍ଲୋବାଲ ଡ୍ରୋନ୍ ହବ୍ ।  

କନକ ବ୍ୟୁରୋ : ଭାରତ ଡ୍ରୋନ ମହୋତ୍ସବରେ ଦେଶ ନିଜର ଦମ ଦେଖାଇଛି । ବିଭିନ୍ନ କ୍ଷେତ୍ରରେ ଡ୍ରୋନ ବ୍ୟବହାର କରି କାମ କରିବାରେ ସଫଳତା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତ ଡ୍ରୋନ ମହୋତ୍ସବର ଉଦଘାଟନ କରି କହିଛନ୍ତି, ଭାରତ ଆଗାମୀ ଦିନରେ ଗ୍ଲୋବାଲ ଡ୍ରୋନ ହବ୍ରେ ପରିଣତ ହେବ ।…

ମହଙ୍ଗା ପଡିଲା କୁକୁର ପ୍ରେମ । ବଦଳିଳେ ଆଇଏଏସ୍ ଦମ୍ପତି ।

କନକ ବ୍ୟୁରୋ :  ଆଇଏଏସ ଦମ୍ପତିଙ୍କୁ ମହଙ୍ଗା ପଡିଲା କୁକୁର ପ୍ରେମ । ଷ୍ଟାଡିୟମରେ ନିଜ କୁକୁର ବୁଲିବା ପାଇଁ ଆଥଲେଟିକ୍ସମାନଙ୍କୁ ପଡିଆରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଥିବା ଆଇଏଏସ ଅଫିସରଙ୍କୁ ଦିଲ୍ଲୀରୁ ବାହାରକୁ ଯିବାକୁ ପଡିଛି । ଦିଲ୍ଲୀର ପ୍ରନସିପାଲ ସଚିବ ଆଇଏଏସ୍ ସଞ୍ଜିବ…