Daily Archives

May 13, 2022

ଦିଲ୍ଲୀର ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ: ୩ ମହଲା କୋଠୀରେ ନିଆଁ ଲାଗିଯିବାରୁ ୨୬ ଜୀବନ୍ତ ଦଗ୍ଧ, ଶୋକ ପ୍ରକାଶ କଲେ…

କନକ ବ୍ୟୁରୋ: ଦିଲ୍ଲୀରେ ଭୟାବହ ଅଗି୍ନକାଣ୍ଡ । ୩ ମହଲା ବିଶିଷ୍ଟ ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ୨୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି । ମୃତାହତ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଆଜି ସଂଧ୍ୟାରେ କୌଣସି…

ଦିଲ୍ଲୀର ଏକ ୩ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ: ୧୬ ଜଣଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ: ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ ୩ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ । ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ୩ ମହଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି । ୯ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି…

ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାକୁ ନେଇ ଶ୍ରୀନଗର ଅଶାନ୍ତ: ସ୍ଥାନୀୟ ପ୍ରଶାସନ ବିରୋଧରେ ଜୋରଦାର ପ୍ରଦର୍ଶନ

କନକ ବ୍ୟୁରୋ: ଜାମ୍ମୁ କାଶ୍ମିରୁ ଏକ ବଡ ଧରଣର ଖବର ସାମ୍ନାକୁ ଆସିଛି । ତହସିଲ କାର୍ଯ୍ୟାଳୟ ଭିତରେ ପସି କର୍ମଚାରୀଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । ମୃତ କର୍ମଚାରୀ ଜଣେ କାଶ୍ମିରୀ ପଣ୍ଡିତ ହୋଇଥିନା ଜଣାପଡିଛି । ସେହିପରି ଜଣେ ପୁଲିସ କର୍ମଚାରୀଙ୍କ ଘର ଭିତରେ ପସି ସମାନ ଢଙ୍ଗରେ ହତ୍ୟା…

ତାତି ବଢ଼ୁଥିବା ବେଳେ ଆସିଲା ଆଶ୍ୱସ୍ତିକଲା ଭଳି ଖବର: ମେ’ ୨୭ରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

କନକ ବ୍ୟୁରୋ: ସାରା ଦେଶରେ ତାତି ବଢୁଥିବା ବେଳେ ଆଶ୍ୱସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ । ସାଧାରଣତଃ ଜୁନ ୧ ତାରିଖରେ କେରଳ ଛୁଇଁଥାଏ ମୌସୁମୀ । କିନ୍ତୁ ଏଥର ୪ ଦିନ ପୂର୍ବରୁ ଅର୍ଥାତ୍ ମେ’ ୨୭ ତାରିଖରେ ମୌମୁମୀ ବାୟୁ ଭାରତକୁ ଆସିପାରେ ବୋଲି ଆକଳନ କରିଛି ଆଇଏମଡି ।…

କାହାକୁ ଦିଲ୍ଲୀ ପଠାଇବେ ନବୀନ, ସସପେନ୍ସରେ ନେତା? ବିଜେଡି ସୁପ୍ରିମୋଙ୍କ କୋର୍ଟକୁ ବଲ ଫିଙ୍ଗିଲେ ପ୍ରସନ୍ନ ଓ ରମେଶ ।

କନକ ବ୍ୟୁରୋ : ରାଜ୍ୟର ଖାଲି ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଆରମ୍ଭ ହୋଇଯାଇଛି ରେସ୍ । ଗତକାଲି ୩ଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଖାଲି ପଡିଥିବା ଆଉ ଗୋଟିଏ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପଟେ ୨୦୧୯ ସାଧାରଣ ନିର୍ବାଚନରେ ଟିକେଟରୁ ବଞ୍ଚିତ ହୋଇଥିବା…

ଚିକେନ କିଲୋ ୨୮୦, ୧୨୦ରେ ପହଞ୍ଚିଲାଣି ଟମାଟୋ । ପକେଟକୁ ବାଧିଲାଣି ପରିବା ଦର ।

କନକ ବ୍ୟୁରୋ : ରୋଷେଇ ଘରେ ମହଙ୍ଗା ମାଡ଼ । ମହଙ୍ଗା ମାଡ଼ରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ ରାଜଧାନୀରେ ୧୨୦ ଟଙ୍କା ଛୁଇଁଲା ଟମାଟୋ ଦର । କଟକରେ ବି ଟମାଟୋ କିଲୋ ୧୨୦ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ହେଲା ଆକାଶ ଛୁଆଁ ହୋଇଛି ଟମାଟୋ । ବାତ୍ୟା ଭୟରେ ଯୋଗାଣ ବନ୍ଦ ହୋଇଥିବାରୁ ଦର…