Daily Archives

May 17, 2022

ଉତ୍ତର କୋରିଆରେ ଅଣାୟତ କରୋନା: ଦେଶରେ ଟିକାକରଣ ହୋଇନଥିବାରୁ ସଂକ୍ରମଣ ବଢୁଥିବା ଆଶଙ୍କା 

କନକ ବ୍ୟୁରୋ: ନିଆଁ ବେଗରେ ଉତରକୋରିଆରେ ମାଡି ଚାଲିଛି କରୋନା ମହାମାରୀ । ଦେଶରେ ଏବେ ସୁଦ୍ଧାର ୧୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ସହ ଦୈନିକ ସଂକ୍ରମଣ ୩ଲକ୍ଷ ପାଖାପାଖି ରହୁଛି । ସେପଟେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି । ୩ଲକ୍ଷ ଲୋକଙ୍କୁ ସଂଗରୋଧରେ ରଖାଯାଇ ଚିକିତ୍ସା…

ମୃତ୍ୟୁ ପରେ ୧୫ ବର୍ଷର କନ୍ୟା ଦାନ କଲେ ଦୁଇଟି କିଡନୀ: ଦୁଇଜଣ ରୋଗୀଙ୍କ ଶରୀରରେ ହେଲା ସଫଳ ଅସ୍ତ୍ରୋପଚାର

କନକ ବ୍ୟୁରୋ: ମନେ ରହିବେ ସିଦ୍ଧି ସମୃଦ୍ଧି । ମସ୍ତିଷ୍କ ମୃତ୍ୟୁ ହେବା ପରେ ୧୫ ବର୍ଷର କନ୍ୟା ସିଦ୍ଧି ମସୃଦ୍ଧିଙ୍କ ଦୁଇଟି କିଡନୀଙ୍କୁ ଦାନ କରିଛନ୍ତି ପରିବାର ଲୋକେ । ଏହି ଦୁଇଟି କିଡନୀ ଦୁଇଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ବ୍ରହ୍ମପୁର ଗଜପତି ନଗରରେ ସିଦ୍ଧି ସମୃଦ୍ଧି ବ୍ରେନ…

ନାଟୋରେ ସାମିଲ ହେବା ପାଇଁ ପ୍ରୟାସ କରୁଛନ୍ତି ଫିନଲାଣ୍ଡ ଓ ସ୍ୱିଡେନ: ଦୁଇ ଦେଶକୁ ନାଲି ଆଖି ଦେଖାଉଛି ରୁଷିଆ

କନକ ବ୍ୟୁରୋ: ନାଟୋରେ ସାମିଲ ହେବା ପାଇଁ ଆଗେଇ ଆସିଛନ୍ତି ଫିନଲ୍ୟାଣ୍ଡ ଓ ରୁଷ । ସେପଟେ ଦୁଇ ଦେଶଙ୍କ ଏହି ନିଷ୍ପତିକୁ ନେଇ ବିଚଳିତ ରୁଷ ଧମକ ପରେ ଧମକ ଦେଇ ଚାଲିଛି । ୟୁକ୍ରେନ ପରି ଏହି ଦୁଇ ଦେଶରେ ଥରହର ପରିସ୍ଥିତି ସୃଷ୍ଟି କରିବାକୁ ଯୋଜନା କଲାଣି ରୁଷ । ସବୁଠୁ ରୋଚକ କଥା ହେଉଛି…

ଭାରତର ପ୍ରତିବନ୍ଧକ ପରେ ଗହମ ଅଭାବରେ ବିଶ୍ୱ: ୟୁରୋପ ବଜାରରେ ହଠାତ ବଢିଗଲା ଗହମର ଦର

କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ସାରା ଦେଶରେ ଦେଖା ଦେଇଛି ଗହମ ଅଭାବ ସଙ୍କଟ । ଦୀର୍ଘ ଅଢେଇ ମାସ ହେବ ଚାଲିଛି ଯୁଦ୍ଧା ।ଏହା କାରଣରୁ ଗହମ ଯୋଗାଣରେ ବଡ ବାଧା ସୃଷ୍ଟି ହୋଇଛି । ଏହି ଦୁଇ ଦେଶ ପ୍ରାୟ ୧୨ ପ୍ରତିଶତ ଗହମ ଯୋଗଦାନ କରିଥାନ୍ତି । କିନ୍ତୁ ଯୁଦ୍ଧ ପାଇଁ ୟୁରୋପକୁ…

ଅଦିନିଆ ବନ୍ୟାରେ ବେହାଲ ଆସାମ: ପ୍ରବଳ ବନ୍ୟାରେ ବୁଡିଗଲା ରେଳ ଷ୍ଟେସନ ଓ ଭାସିଗଲା ଟ୍ରେନ

କନକ ବ୍ୟୁରୋ: ଆସାମରେ ପ୍ରବଳ ବର୍ଷା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ପ୍ରବଳ ବର୍ଷା ରାଜ୍ୟର ମାନଚିତ୍ର ବଦଳେଇ ଦେଇଛି । ବନ୍ୟାଜଳ ପ୍ରଭାବରେ ରେଳ ଷ୍ଟେସନରେ ଛିଡା ଥିବା ଟ୍ରେନ ଆପେ ଆପେ ଟଳି ପଡିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୁସ୍ଖଳ ମଧ୍ୟ ସୃଷ୍ଟି…

ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ: ଦେଶରେ ଦିନକ ପରେ ସରି ଯିବ ପେଟ୍ରୋଲ

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି । ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଶ୍ରୀଲଙ୍କା ସରକାର ବିମାନ ବନ୍ଦକୁ ଘରୋଇ କରଣ କରିବାକୁ ଯୋଜନା କରିଛନ୍ତି । ଗୋଟିଏ ପଟେ ଗୋଟିଏ ସମସ୍ୟା ଦେଶ ବାସିଙ୍କ ଚିନ୍ତା ବଢାଉଛି । ଦେଶର ପେଟ୍ରୋଲର ଘୋର ଅଭାବ…