Daily Archives

May 9, 2022

ମୃତ୍ୟୁ ଆଁରୁ ଫେରିଲା ୧୧ ଜୀବନ । ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ବଞ୍ଚାଇଲା ଗୋଟିଏ ଫୋନ୍ କଲ୍ । କେମିତି ଥିଲା…

କନକ ବ୍ୟୁରୋ: ଆଖିଆଗରେ ଅକାତ କାତ ପାଣି... ମଝି ସମୁଦ୍ରରେ ମୃତ୍ୟୁର ମହାଧମକ । ବଡ ବଡ ଲହଡି ମାଡରେ ଉବୁଟୁବୁ ଜୀବନ । ଆଖି ଯୁଆଡେ ଯୁଆଡେ ଯାଉଛି ଖାଲି ପାଣି ଆଉ ପାଣି । ଗଭୀର ସମୁଦ୍ରରେ ସଙ୍କଟରେ ପଡିଥିବା ସାଥୀ ମତ୍ସ୍ୟଜୀବୀ ଭାଇଙ୍କ ଛଡା ଆଉ କେହି ସାହା ହେବାକୁ ନାହିଁ । ଭରସା ବୋଲି କିଛି…

ଦେଶର ହେବ ଇ-ଜନଗଣନା । ମିଳିବ ୧୦୦ ପ୍ରତିଶତ ସଠିକ୍ ତଥ୍ୟ । ଗୃହମନ୍ତ୍ରୀଙ୍କ ବଡ ଘୋଷଣା । 

କନକ ବ୍ୟୁରୋ: ଦେଶରେ ଆଗାମୀ ଦିନରେ ହେବେ ଇ- ଜନଗଣନା । ୧୦୦ ପ୍ରତିଶତ ସଠିକ୍ ଜନସଂଖ୍ୟା ଜାଣିବା ପାଇଁ ଏଭଳି କରାଯିବ । ଆସାମାର ଗୌହାଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବଡ ଘୋଷଣା କରିଛନ୍ତି । ଅମ୍ବିଗାଓଁରେ ଜନଗଣନା କେନ୍ଦ୍ର ଉଦାଘାଟନ ଅବସରରେ ଗୃହମନ୍ତ୍ରୀ କହିଛନ୍ତି, ଆଗାମୀ…

ଯୁଦ୍ଧ ଭିତରେ ରୁଷର ଶକ୍ତି ପ୍ରଦର୍ଶନ । କ୍ରେମଲିନ ପାଳିଲା ବିଜୟ ଦିବସ । ପୁଟିନ କହିଲେ, ରୁଷର ଆତ୍ମବିଶ୍ୱାସ ବଢାଉଛି…

କନକ ବ୍ୟୁରୋ: ରୁଷ ରାଜଧାନୀ ମସ୍କୋର ରେଡ୍ ସ୍କୋୟାରରେ ଶକ୍ତି ପ୍ରଦର୍ଶନ କଲା କ୍ରେମଲିନ । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷିଆ ସୋମବାର ୭୭ତମ ବିଜୟ ଦିବସ ପାଳନ କରିଛି । ରୁଷ ସେନା ପାୱାରଫୁଲ ଏୟାର ସୋ ଓ ପରେଡ କରି ପୁଣି ଥରେ ପୁରା ବିଶ୍ୱ ନିକଟରେ ନିଜର ଶକ୍ତି ଦେଖାଇଛି । ବିଜୟ ଦିବସରେ…

କେମିତି ଦିଗହରା ହୁଏ ତଦନ୍ତ, ଆଉ କେମିତି ବିନା ଦୋଷରେ ଦଣ୍ଡ ପାଏ ନିର୍ଦ୍ଦୋଷ? ମିଳିଲା ନ୍ୟାୟ, ହଟିଲା ୮ ବର୍ଷ ପରେ…

କନକ ବ୍ୟୁରୋ : ୮ ବର୍ଷ ପରେ ମିଳିଲା ନ୍ୟାୟ । ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଦୁଷ୍କର୍ମ ଅଭିଯୁକ୍ତ । ନ୍ୟାୟ ତ ମିଳିନି ବରଂ ଗୋଟିଏ ବଡ କଳାଦାଗ ନିଜ ମୁଣ୍ଡ ଉପରୁ ହଟାଇଛନ୍ତି ସୋନପୁର ଜିଲ୍ଲା ତରଭା ବ୍ଲକ ଶିବତଲାର ପୂର୍ବତନ ସରପଂଚ ଉପେନ୍ଦ୍ର ନିଆଳିଙ୍କ ପରିବାର । କୋର୍ଟ ଅଭିଯୁକ୍ତଙ୍କୁ…

ଏନଆଇଏ ଟାର୍ଗେଟରେ ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମ । ଦାଉଦଙ୍କ ସହଯୋଗୀଙ୍କ ଘରେ ସକାଳୁ ସକାଳୁ ଏନଆଇଏ କଲା ରେଡ ।

କନକ ବ୍ୟୁରୋ: ପୁଣି ଟାର୍ଗେଟରେ ଡି କମ୍ପାନୀ । ଅଣ୍ଡର ୱାଲ୍ଡ ଡନ୍ ଦାଉଦ ଇବ୍ରାହିମର ସହଯୋଗୀଙ୍କ ଘରେ ଆଜି ସକାଳୁ ସକାଳୁ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ମୁମ୍ବାଇର ପ୍ରାୟ ୨୫ଟି ଠିକଣା ଉପରେ ଏନଆଇଏ ଚଢାଉ କରିଛି । ବାନ୍ଦ୍ରା, ନାଗପାଡା, ବୋରିୱଲି, ଭିଲେ ପାର୍ଲେ ଓ…

ସାହିନବାଗରେ ଜବରଦଖଲ ଉଚ୍ଛେଦ ପାଇଁ ବୁଲିଲା ବୁଲଡୋଜର । ପ୍ରତିବାଦରେ ବସିଲେ ଶହ ଶହ ସ୍ଥାନୀୟ ବାସିନ୍ଦା

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ । ଦିଲ୍ଲୀର ସବୁଠାରୁ ଚର୍ଚ୍ଚିତ ଅଞ୍ଚଳ କୁହାଯାଉଥିବା ସାହିନବାଗରେ ବୁଲଡୋଜର ଚଲେଇଛି ପୌରପାଳିକା । ଘଟଣାକୁ ସ୍ଥାନୀୟ ବାସିନ୍ଧା କଡା ପ୍ରତିବାଦ କରିଛନ୍ତି । ଏହାରି ଭିତରେ ମାମଲାକୁ ନେଇ ଶୁଣାଣି କରିଛନ୍ତି…