Monthly Archives

April 2022

ସାଉଦି ଆରବରେ ହଟହଟା ହେଲେ ପାକ୍ ପ୍ରଧାନମନ୍ତ୍ରୀ: ମସଜିଦରେ ପ୍ରବେଶ ବେଳେ ଚୋର ଚୋର କହି ସମ୍ବୋଧନ କଲେ ଶ୍ରଦ୍ଧାଳୁ

କନକ ବ୍ୟୁରୋ: ସାଉଦି ଆରବରେ ହଟହଟା ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ସାଉଦିର ମଦୀନାରେ ଥିବା ମସଜିଦ-ଏ-ନୱାବରେ ପ୍ରବେଶ କରୁ କରୁ ସେଠାରେ ଉପସ୍ଥିତି ଥିବା ଶହ ଶହ ଶ୍ରଦ୍ଧାଳୁ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ମାତ୍ରକେ ଚୋର ଚୋର କରି ଜୋର ନାରା ଦେଇଥିଲେ । ଘଟଣା ସମୟର…

ଇଂରାଜୀ ନୁହେଁ, ଆଂଚଳିକ ଭାଷାରେ ହେଉ ଶୁଣାଣି: ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କୁ ଏଭଳି ଉପଦେଶ ଦେଲେ…

କନକ ବ୍ୟୁରୋ: ଇଂରାଜୀ ନୁହେଁ, ଆଂଚଳିକ ଭାଷାରେ ହେଉ ଶୁଣାଣି । କୋର୍ଟରେ ଆଂଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହା ଦ୍ୱାରା ନ୍ୟାୟ ବ୍ୟବସ୍ଥା ଉପରେ ନାଗରିକମାନଙ୍କର ବିଶ୍ୱାସ ବଢିବ । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟ…

ଜ୍ୟାକଲିନଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟର ଝଟକା: ଜବତ ହେଲା ୭ କୋଟିରୁ ଅଧିକ ଟଙ୍କା

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୭ କୋଟି ୨୭ ଲକ୍ଷ ଟଙ୍କାର ରାଶିକୁ ଜବତ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଉପହାରରେ ମିଳିଥିବା ଏହି ରାଶିକୁ ଏବେ ଇଡ ଜବତ କରିଛି । ଜ୍ୟାକଲିନଙ୍କ ପାଖରେ ଏହି ଟଙ୍କା ଫିକ୍ସ ଡିପୋଜିଟ ଭାବେ…

ପଟିଆଲା ହିଂସାର ପରେ ଆକ୍ସନ ମୋଡରେ ପଂଜାବ ସରକାର: ବିପତିର ଆକଳନ କରି ସହରରେ ବନ୍ଦ ହେଲା ଇଂଟରନେଟ ସେବା

କନକ ବ୍ୟୁରୋ: ଶୁକ୍ରବାର ମଧ୍ୟାହ୍ନରେ ହଠାତ ବଦଳିଯାଇଥିଲା ପଂଜାବ ପଟିଆଲା ସହରର ଚିତ୍ର । ମଝି ରାସ୍ତାରେ କିଏ ଖଣ୍ଡା ଧରି ବୁଲୁଥିଲା ତ ପୁଣି କିଏ ପଥରମାଡ କରୁଥିଲା । ସବୁଠି ଖଲିସ୍ତାନୀ ସଂଗଠନ ସମର୍ଥନରେ ଶୁଭୁଥିଲା ନାରା । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିଲା ଉତେଜନାପୂର୍ଣ୍ଣ ସଂର୍ଘଷ ।…

ନିଜ ମାଆ ହତ୍ୟାର ସାକ୍ଷୀ ବନିଲା ୪ ବର୍ଷର କୁନିଝିଅ । ଆଖି ସାମ୍ନାରେ ପିଟି ପିଟି ମାରିଦେଲା ସଇତାନ ବାପା

କନକ ବ୍ୟୁରୋ: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ । ଦୁର୍ଭାଗ୍ୟର କଥା ୪ ବର୍ଷର କୁନି ଝିଅ ଆଗରେ ଏହି ହତ୍ୟାକାଣ୍ଡ ଘଟିଛି । ମାଆକୁ ପିଟି ପିଟି ବାପା ହତ୍ୟା କରୁଥିବା ଘଟଣାର ସାକ୍ଷୀ ରହିଛି କୁନି ଶିଶୁ । ସ୍ଥିତି ଏମିତି ହୋଇଛି ଯେ ଝିଅଟି ଏବେ ମା ଛେଉଣ୍ଡ…