Daily Archives

May 4, 2022

ୟୁରୋପ ଗସ୍ତର ଶେଷ ଦିନରେ ଫ୍ରାନ୍ସରେ ପହଁଚିଲେ ପ୍ରଧାନମନ୍ତ୍ରୀ: ପ୍ୟାରିସ ବିମାନବନ୍ଦରରେ ଭବ୍ୟ ସ୍ୱାଗତ 

କନକ ବ୍ୟୁରୋ: ୟୁରୋପ ଗସ୍ତର ଅନ୍ତିମ ଦିନରେ ଫ୍ରାନ୍ସରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫ୍ରାନ୍ସର ରାଜଧାନୀ ପ୍ୟାରିସ ଏୟାରପୋର୍ଟରେ ପହଂଚିବା ପରେ ମୋଦୀଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏୟାରପୋର୍ଟରୁ ସିଧା ପ୍ରଧାନମନ୍ତ୍ରୀ ହୋଟେଲ ପ୍ଲାଜା ଏଥେନୀକୁ ଯାଇଥିଲା । ହୋଟେଲ…

୭୦ ଦିନରେ ପହଁଚିଲା ୟୁକ୍ରେନ-ରୁଷିଆ ଯୁଦ୍ଧ: ୟୁକ୍ରେନର ୫ଶହ ସ୍ଥାନରେ ବୋମା ମାଡ କଲା ପୁଟିନ୍ ଆର୍ମି

କନକ ବ୍ୟୁରୋ: ୭୦ ଦିନରେ ପହଂଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ଏହାରି ଭିତରେ ବୁଧବାର ବଡ ଦାବି କରିଛି ରୁଷ ସେନା । ୟୁକ୍ରେନସେନାଙ୍କୁ ବିଦେଶୀ ଅସ୍ତ୍ର ଯୋଗାଣ ନିମସ୍ତେ ବ୍ୟବହାର କରାଯାଉଥିବା ୬ଟି ରେଳଷ୍ଟେସନକୁ ଆକ୍ରମଣ କରି ଧ୍ୱଂସ କରିଥିବା ରୁଷ ପ୍ରତିରକ୍ଷାମନ୍ତ୍ରାଳୟ କହିଛି । ଏଥିସହ ୪ଟି…

ପୁଣି ଚିନ୍ତା ବଢାଇଲା କରୋନା ସଂକ୍ରମଣ: ଦେଶରେ ନୂଆ କରୋନା ପ୍ରଜାତିକୁ ନେଇ ବଢିଲାଣି ଚିନ୍ତା

କନକ ବ୍ୟୁରୋ: କରୋନା ଭୟ ଭିତରେ ପୁଣି ଚିନ୍ତା ବଢାଇଛି ଭୂତାଣୁର ନୂଆ ପ୍ରଜାତି । ଇନସାକଗ ବା ସାର୍କ କୋଭିଡ-୨ ଜେନୋମେକିସ କନସରଟିଏମର ନୂଆ ରିର୍ପୋଟ ଅନୁସାରେ ଦେଶରେ କରୋନାର ନୂଆ ପ୍ରଜାତି “ଏକ୍ସଇ” ଦ୍ୱାରା ସଂକ୍ରମିତ ପ୍ରଥମ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂକ୍ରମିତ କେଉଁ…

ଶ୍ରୀଲଙ୍କାରେ ପାକିସ୍ତାନ ଭଳି ସ୍ଥିତି: ଗାଦିରୁ ହଟିବେ କି ରାଜପକ୍ଷ ଭାଇ?

କନକ ବ୍ୟୁରୋ: ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏବଂ ଏହାରି ଭିତରେ ଶ୍ରୀଲଙ୍କା ରାଜନିତୀରେ ମଧ୍ୟ ବଡ ଧରଣର ହଲଚଲ ସୃଷ୍ଟି ହୋଇଛି । ବୁଧବାରଠୁ ଶ୍ରୀଲଙ୍କା ସଂସଦ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରୁ ହିିଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଓ…

ମହାରାଷ୍ଟ୍ରରେ ଜାରି ରହିଛି ଧର୍ମକୁ ନେଇ ରାଜନୀତି: ହନୁମାନ ଚାଳିଶା ଗାନ କରି ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ…

କନକ ବ୍ୟୁରୋ: ଆଜାନ ବନାମ ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ରରେ ତେଜିବାରେ ଲାଗିଛି ରାଜନୀତି । ଏହାରି ଭିତରେ ରାଜଦ୍ରୋହ ଦଫାରେ ଗିରଫ ହୋଇଥିବା ରଣା ଦମ୍ପର୍ତିଙ୍କୁ ବେଲ ମିଳିଛି । ସେପଟେ ରାଜ ଠାକରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗଣେଶ ଚତୁର୍ଥି ଉତ୍ସବ ସମୟରେ କେବଳ ୧୫ ଦିନ…