Daily Archives

May 18, 2022

ସାରା ବିଶ୍ୱକୁ ଗ୍ରାସ କରୁୁଛି ମାନ୍ଦାବସ୍ଥା । ମହାମାରୀ ପରେ ରୁଷ-ୟୁକ୍ରେନ ଯୁଦ୍ଧ ଆଣିଦେଲା ଆର୍ଥିକ ସଙ୍କଟ ।

କନକ ବ୍ୟୁରୋ: ସଙ୍କଟ ଆଣିଛି ଋଷ-ୟୁକ୍ରେନ ଯୁଦ୍ଧ । ଆଉ ଏହାରି ଭିତରେ ସାରା ଦୁନିଆକୁ ଏବେ ଘାରିଛି ଆର୍ଥିକ ମାନ୍ଦାବସ୍ଥାର ଭୟ । ଋଷ-ୟୁକ୍ରେନ ଯୁଦ୍ଧକୁ ଅଢେଇ ମାସରୁ ଅଧିକ ହେଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଏବେ ଯୋଗାଣ ବ୍ୟାହତ ହୋଇଛି ।…

ପ୍ରଦୂଷଣ ନେଉଛି ଜୀବନ । ବିଶ୍ୱରେ ୯୦ ଲକ୍ଷ ଲୋକଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ପ୍ରଦୂଷଣ ନେଉଛି ଜୀବନ । ସରକାର ସଚେତନ ଅଭିଯାନ ଓ କଡ଼ା ନିୟମ ଲାଗୁ କରୁଛନ୍ତି କିନ୍ତୁ ଏହା ଭିତରେ ଗୋଟିଏ ବର୍ଷରେ ୯୦ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି ପ୍ରଦୂଷଣ । ଖବରଟି ଯେତିକି ଆଶ୍ଚଯ୍ୟ ଜନକ ସେତିକି ଚିନ୍ତାର ବିଷୟ । ସ୍ୱାସ୍ଥ୍ୟ ଓ ପ୍ରଦୂଷଣ ଉପରେ ମେଡିକାଲ ଜର୍ଣ୍ଣାଲ ଦ…

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶିକ୍ଷା ଋଣର ସୁଧ ହାରରେ ପରିବର୍ତ୍ତନ । ଋଣ ଉପରେ ୧୦ %ସୁଧ ।

କନକ ବ୍ୟୁରୋ: ପୂର୍ବତନ ଛାତ୍ରଛାତ୍ରୀ ନେଉଥିବା ଶିକ୍ଷା ଋଣରେ ସୁଧ ହାର ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ନିଯୁକ୍ତି କିମ୍ବା ନିଯୁକ୍ତି ପାଇନଥିବା ବିଦ୍ୟାର୍ଥୀଙ୍କର ଋଣ ଉପରେ ୧୦ ପ୍ରତିଶତ ସୁଧ ଧାର୍ଯ୍ୟ କରିଛି ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି…

ସ୍ତ୍ରୀ ବନ୍ଧୁକରେ ଫାୟାରିଂ କରି ବନ୍ଧା ହେଲେ ସ୍ୱାମୀ । ବନ୍ଧୁକ, ୫ ରାଉଣ୍ଡ ଗୁଳି ଓ ୮୧ଟି ଖାଲି ଖୋକା ଜବତ କଲା ପୋଲିସ

କନକ ବ୍ୟୁରୋ: ରାଜଧାନୀର ସିଆରପି ଛକରେ ଜଣେ ବ୍ୟକ୍ତି ଖୁଲମଖୁଲା କଂଗ୍ରେସ ଛାତ୍ର ନେତାଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଓ ବ୍ଲାଙ୍କ ଫାୟାରିଂ କରିବା ଘଟଣାରେ ଅଭିଯୁକ୍ତ ବିନୟ ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୋଲିସ୍ । ପୋଲିସ୍ କହିବା ଅନୁସାରେ ବିନୟ ଯେଉଁ ବନ୍ଧୁକରୁ ଗୁଳି ଫୁଟାଇଥିଲେ, ତାହ…

ବୋହୂ ଫେରାର ହେବା ଘଟଣାରେ ପୋଲିସ ଶରଣରେ ଶାଶୁ-ଶ୍ୱଶୁର । ଡିସିପିଙ୍କୁ ଜଣାଇଲେ ପୁରା କାହାଣୀ…

କନକ ବ୍ୟୁରୋ: ବାହାଘର ପର ଦିନ ନୂଆ ବୋହୂ ଫେରାର ଘଟଣା ନୂଆ ନୂଆ ମୋଡ଼ ନେଉଛି । ସୁନା ଓ ଟଙ୍କା ଚୋରି କରି ନୂଆ ବୋହୂ ଫେରାର ହୋଇଯାଇଥିବା ସ୍ୱାମୀ ଓ ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏହାପରେ ଫେରାର ହୋଇଯାଇଥିବା ବୋହୂ ଫୋନରେ ଗଣମାଧ୍ୟମକୁ କହିଥିଲେ, ତାଙ୍କୁ ଜୋରଜବରଦସ୍ତ ବାହାଘର…

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଅନୁଗୁଳ ମେଗା ଆଲୁମିନିୟମ ପାର୍କ ପାଇଁ ଅର୍ଥ ବ୍ୟୟବରାଦ

କନକ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟରେ ଏକ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ଅନୁଗୁଳ ଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି । ରାଜ୍ୟରେ…