Daily Archives

May 3, 2022

କୃଷ୍ଣସାଗରରେ ସମରସଜ୍ଜା: ସମୁଦ୍ରଗର୍ଭରେ ହେବ କି ମହାଯୁଦ୍ଧ?

କନକ ବ୍ୟୁରୋ: ୬୯ଦିନରେ ପହଁଚିଛି ରୁଷ ଓ ୟୁକ୍ରେନ ଯୁଦ୍ଧ । ଆକାଶପଥରୁ ୟୁକ୍ରେନ ଛାତିରେ ବୋମା ବର୍ଷା କରିଚାଲିଛି ପୁଟିନ ବାହୀନୀ । ସେପଟେ ସ୍ଥଳପଥରେ ବି ଧୁଆଁଧାର ଆକ୍ରମଣ ଜାରି ରହିଛି । ଏହା ଭିତରେ ଜଳପଥରେ ମଧ୍ୟ ଆରମ୍ଭ ହୋଇଯାଇଛି ଯୁଦ୍ଧ । ସୂଚନା ଅନୁସାରେ ଫ୍ରାନ୍ସ, ଯୁକ୍ତରାଷ୍ଟ୍ର…

ଋଷ ରାଷ୍ଟ୍ରପତି ପୁଟିନ କ୍ୟାନସରରେ ପୀଡିତ ନେଇ ଚର୍ଚ୍ଚା: ଅପରେସନ ହେବ ବୋଲି ଆମେରିକୀୟ ଗଣମାଧ୍ୟମ କରିଛି ରିପୋର୍ଟ

କନକ ବ୍ୟୁରୋ: ଋଷ-ୟୁକ୍ରେନ ଭୟାବହ ଯୁଦ୍ଧ ଭିତରେ ଏବେ ଆଉ ଏକ ବଡ ଖବରକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ୟୁକ୍ରେନ ଉପରେ ବର୍ବରତା କାଣ୍ଡ ଘଟାଇ ସାରା ବିଶ୍ୱକୁ ସ୍ତବ୍ଧ କରିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ କର୍କଟ ରୋଗରେ ପୀଡିତ ଥିବା କିଛି ଅର୍ନ୍ତଜାତୀୟ ଗଣମାଧ୍ୟମ ସଂସ୍ଥା…

ରାଜସ୍ଥାନରେ ପୁଣି ଦେଖାଦେଲା ସାମ୍ପଦାୟିକ ହିଂସା: ଧାର୍ମିକ ପତାକା ଲଗାଇବାକୁ ନେଇ ଯୋଧପୁରରେ ଗୋଷ୍ଠୀ ସଂଙ୍ଘର୍ଷ

କନକ ବ୍ୟୁରୋ: ଅଧରାତିରେ କମ୍ପିଲା ରାଜସ୍ଥାନର ଯୋଧପୁର । ମାରପିଟ ଓ ପଥରଫିଙ୍ଗାଫିଙ୍ଗିରେ ଥରହର ହେଲା ସହର । ଗୋଟେ ପଟେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ,ଅନ୍ୟପଟେ ଏମାନଙ୍କୁ ଆୟତ କରିବା ପାଇଁ ପୁଲିସର ଆପ୍ରାଣ ଉଦ୍ୟମ । ରାତିତମାମ ଏଭଳି କିଛି ସାମ୍ପ୍ରଦାୟିକ ହିଂସା ଭିତରେ ବୁଡି ରହିବା ପରେ…

ଡେନମାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଡ କାର୍ପେଟ ସ୍ୱାଗତ: ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କଲେ ଅପିଲ

କନକ ବ୍ୟୁରୋ: ତିିନି ଦିନିଆ ୟୁରୋପିୟ ଦେଶର ଦ୍ୱିତୀୟ ଦିନରେ ଡେନମାର୍କରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାଖିକ ଆଲୋଚନା କରିଛନ୍ତି ମୋଦୀ । ଏହି ସମୟରେ ମୋଦୀ ରୁଷ- ୟୁକ୍ରେନ ଯୁଦ୍ଧ ସର୍ମ୍ପକରେ ଆଲୋଚନା କରି ତୁରନ୍ତ ଯୁଦ୍ଧ ବନ୍ଦ କରିବାର ଅପିଲ…

କଟକ, ଭୁବନେଶ୍ୱର, ବାଲେଶ୍ୱରରୁ ଆସିଲା କାଳବୈଶାଖୀର ଚିତ୍ର: ଅପରାହ୍ନରେ ହାଲୁକା ବର୍ଷାରେ ତାତିରୁ ମିଳିଲା ଆଶ୍ୱସ୍ତି

କନକ ବ୍ୟୁରୋ: ଦିନର ପ୍ରଚଣ୍ଡ ତାତି ପରେ ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣି ଦେଇଛି । ସନ୍ଧ୍ୟାରେ ଝିପି ଝିପି ବର୍ଷାରେ ଭିଜିଛି ଟୁଇନ ସିଟି ଭୁବନେଶ୍ୱର ଓ କଟକ ସହର । ସେପଟେ ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଦିନ ତମାମ୍ ଅସହ୍ୟ ତାତିରେ ଆଉଟୁ…

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡିଆ ପଟ୍ଟଚିତ୍ର: ଗତବର୍ଷ ଭାରତ ଆସିଥିବା ବେଳେ ଉପହାର ଦେଇଥିଲେ ମୋଦୀ

କନକ ବ୍ୟୁରୋ: ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଓଡ଼ିଆ ପଟ୍ଟଚିତ୍ର । ପ୍ରଧାନମନ୍ତ୍ରୀ ମୋଦୀ ୟୁରୋପୀୟ ଗସ୍ତରେ ଡେନମାର୍କରେ ପହଂଚିଛନ୍ତି । ସେଠାକାର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକସେନଙ୍କୁ ଭେଟିବା ବେଳେ ଏହି ଓଡ଼ିଆ ପଟ୍ଟଚତ୍ର ଦେଖିବାକୁ ମିଳିଛି । ଏହି ପଟ୍ଟଚିତ୍ରଟି ଡେନମାର୍କ…