Monthly Archives

May 2022

ଉଦଘାଟନ ଆଗରୁ ଭାଙ୍ଗିଲା ବିଦ୍ୟାଳୟ ପାଚେରି: ଭଙ୍ଗା କାନ୍ଥରେ ରଙ୍ଗ ଲଗାଇ ଉଦଘାଟନ କରିବାକୁ ଚାଲିଥିଲା ପ୍ରସ୍ତୁତି

କନକ ବ୍ୟୁରୋ: ଉଦଘାଟନ ଆଗରୁ ଭାଙ୍ଗି ଗଲା ସ୍କୁଲ ପାଚେରୀ । ୨ ତାରିଖରେ ଉଦଘାଟନ ହୋଇଥାନ୍ତା, ଏଥିପାଇଁ ପୁରୁଣା କାଂଥରେ ରଙ୍ଗ ଦିଆଯାଇ ଚକାଚକ୍ କରାଯାଇଥିଲା । ହେଲେ ଉଦଘାଟନ ଯାଏଁ ବି ତିଷ୍ଠିଲା ନାହିଁ କାମ । ଉଦଘାଟନ ଆଗରୁ ଭାଙ୍ଗିଗଲା । ଫାଇଭ-ଟି ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବା ପରେ…

ମହାରାଷ୍ଟ୍ରରେ କରୋନା ସଂକ୍ରମଣରେ ଦୃତ ବୃଦ୍ଧି। ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣି ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ମୁମ୍ବାଇର ବିଭିନ୍ନ ଡାକ୍ତରଖାନାରେ ଆଇସିୟୁରେ ଲୋକଙ୍କ ଭର୍ତ୍ତି ବଢିଚାଲିଛି । ହଠାତ୍ ଏହି ସଂଖ୍ୟା ବଢିବା ସମସ୍ତଙ୍କ ଚିନ୍ତା ବଢାଇଛି । ଏପ୍ରିଲ ମାସ ତୁଳନାରେ ମେ ମାସରେ କୋଭିଡ୍ କାରଣରୁ…

ବ୍ରଜରାଜନଗର ଉପ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ

କନକ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ୬୯ପ୍ରତିଶତ ମତଦାନ ହୋଇଛି । ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟର ଭୋଟ ଦେଉଛନ୍ତି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ମୋଟ ୧୨୨୮ ପୋଲିଂ ଅଧିକାରୀ ମୁତୟନ ଅଛନ୍ତି । ସୁରକ୍ଷା ପାଇଁ ୧୦୦୦ ପୋଲିସ ଫୋର୍ସ…

ପୁରୀରେ ରହସ୍ୟମୟ ସୁଡଙ୍ଗ: ଅମ୍ଲଜାନ ଅଭାବ ଓ ଅନ୍ଧାରରୁ ହୋଇପାରୁନି ରହସ୍ୟ ଉନ୍ମୋଚନ

କନକ ବ୍ୟୁରୋ: ଶ୍ରୀମନ୍ଦିର ନିକଟ ଗୁପ୍ତଗଙ୍ଗା ନିକଟରେ ରହିଛି ୫୫୦ ବର୍ଷର ପୁରୁଣା ଗଙ୍ଗାମାତା ମଠ । ଆଉ ମଠରେ ରହିଛି ରହସ୍ୟମୟ ଗୁପ୍ତ ସୁଡଙ୍ଗ । କୁହାଯାଉଛି, ଏହି ସୁଡଙ୍ଗରେ ରହିଛି ଅନେକ ଇତିହାସ । ସୁଡଙ୍ଗ ତଳେ ଏକ ଗୁପ୍ତ ପ୍ରକୋଷ୍ଠ ରହିଛି । ଏହି ପ୍ରକୋଷ୍ଠକୁ ବର୍ତମାନ ସୁଦ୍ଧା…

ପଗଡ଼ି ଖୋଲି ପୁଅକୁ ସମ୍ମାନ। ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାରରେ ପଗଡି ଖୋଲି ବାପାଙ୍କ ଶେଷ ସମ୍ମାନ। 

କନକ ବ୍ୟୁରୋ: ପଗଡ଼ି ଖୋଲି ପୁଅକୁ ଶେଷ ସମ୍ମାନ । ପୁଅର ଚିତା ଜଳୁଛି, ଏପଟେ ବାପା ମନର କୋହ ସମ୍ଭାଳିନପାରି କାନ୍ଦୁଛି । ମାଆପୁଅ ପାଇଁ ବାହୁନିବାହୁନି ତଳେ ଗଡିଯାଉଛନ୍ତି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ନିଜ ଗାଁରେ ତାଙ୍କର ଶେଷ ଯାତ୍ରାବେଳେ ଲକ୍ଷ…

ସିଦ୍ଧୁ ମୁସେୱାଲାଙ୍କ ଅନ୍ତିମ ସଂସ୍କାର ଶେଷ। ଶେଷ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ।

କନକ ବ୍ୟୁରୋ : ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲା । ମଙ୍ଗଳବାର ସିଦ୍ଧୁଙ୍କ ଗାଁ ମୁସାରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ତାଙ୍କୁ ଅନ୍ତିମ ବିଦାୟ ଜଣାଇବା ପାଇଁ ଅନେକ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା । ସିଦ୍ଧୁଙ୍କ ପାର୍ଥିବ ଶରୀରକୁ ଟ୍ରାକ୍ଟରରେ ରଖି…