Daily Archives

May 7, 2022

ଫେଲ ମାରୁଛି ଚୀନ ସରକାରଙ୍କ ଜିରୋ କୋଭିଡ ନୀତି: କଡା କଟକଣା ସତ୍ୱେ ଦେଶରେ ସଂକ୍ରମଣରେ ଲାଗୁନି ରୋକ

କନକ ବ୍ୟୁରୋ: ଚୀନ ସରକାରଙ୍କ ଜିରୋ କୋଭିଡ ନୀତି ଫେଲ ମାରୁଛି । କଡା କଟକଣା ସତ୍ୱେ ଦେଶରେ ସଂକ୍ରମଣ ସଂଖ୍ୟାରେ ବ୍ରେକ ଲାଗୁନି । ଅନ୍ୟପଟେ କୋଭିଡ ସଂକ୍ରମଣ ରୋକିବା ନାଁରେ ଚୀନ ସରକାର ଯେଉଁ ଅତ୍ୟାଚାର ଜନତାଙ୍କ ଉପରେ କରୁଛନ୍ତି ତାକୁ ନେଇ ସମାଲୋଚନା କରାଯିବା ସହ ସ୍ୱର ଉତୋଳନ ଦେଖା ଦେଲାଣି…

ଗଭୀର ଅବପାତରେ ରୂପ ନେଲା ଲଘୁଚାପ: କାଲି ସକାଳେ ନେଇପାରେ ବାତ୍ୟାର ରୂପ

କନକ ବ୍ୟୁରୋ: ମେ’ ମାସରେ ବାତ୍ୟାର ଆଶଙ୍କା ନେଇ ଲୋକଙ୍କ ଭିତରେ ଭୟ ଦେଖାଦେଇଥିବା ବେଳେ କିଛିଟା ଆଶ୍ୱସ୍ତି ମିଳିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯାଇପାରେ ଏବଂ ଉପକୂଳ ଛୁଇଁନପାରେ । ଏପରିକି ବାତ୍ୟା ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳ…

ଯୁଦ୍ଧ ଭିତରେ ବଢିପାରେ ରୁଷ ରାଷ୍ଟ୍ରପତିଙ୍କ ସମସ୍ୟା: ପୁଟିନଙ୍କ କଥିତ ପ୍ରେମିକା ଉପରେ ୟୁରୋପୀୟ ସଂଘ ଲଗାଇପାରେ…

କନକ ବ୍ୟୁରୋ: ୭୩ ଦିନରେ ପହଁଚିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ ଜାରି ରଖିଛି ରୁଷ । ଆକ୍ରମଣକୁ ନେଇ ସାରା ବିଶ୍ୱ ରୁଷକୁ ନିନ୍ଦା କରୁଥିବାବେଳେ ୟୁରୋପୀୟ ସଂଘ ଓ ପାଶ୍ଚାତ୍ୟ ଦେଶ ଗୋଟେ ପରେ ଗୋଟେ କଟକଣା ଜାରି କରୁଛନ୍ତି । ଏବେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର…

ରାହୁଲ ଗାନ୍ଧୀଙ୍କ ପଛ ଛାଡୁନି ବିବାଦ । ଭିଡିଓ ଜାରି କରି ରାହୁଲଙ୍କୁ ପ୍ରଶ୍ନ କଲା ବିଜେପି । ତେଲେଙ୍ଗାନା ରାଜ୍ୟ…

କନକ ବ୍ୟୁରୋ: ନେପାଳ ନାଇଟକ୍ଲବ ଭିଡିଓ ପରେ ଏବେ ପୁଣି ଚର୍ଚ୍ଚାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନୂଆ ଭିଡିଓ । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଆଜି ଏକ ଭିଡିଓ ପୋଷ୍ଟ କରିଥିଲେ । ଯାହାକୁ ନେଇ ପୁଣି  ଖବରରେ ରହିଛନ୍ତି ରାହୁଲ । ଭିଡିଓରେ ରାହୁଲ ଓ ତେଲେଙ୍ଗାନା ରାଜ୍ୟ…

ପୁଣି ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍: କହିଲେ ଗଧ ଉପରେ ରଙ୍ଗ ଲଗାଇଲେ ତାହା ଜେବ୍ରା…

କନକ ବ୍ୟୁରୋ: ଗଧ ସବୁବେଳେ ଗଧ ହୋଇ ରହିବ । ଗଧ ଉପରେ କଳା ଧଳା ରଙ୍ଗ ଲଗାଇଦେଲେ ସେ ଜେବ୍ରା ହୋଇଯିବନି । ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ରାଗରେ ଏଭଳି କିଛି କହୁଥିବା ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ ଇମ୍ରାନ ବ୍ରିଟିସ୍…

ସୋରେନଙ୍କୁ ଇସିର ନୋଟିସ୍ ପରେ ଇଡିର ରେଡ: ସିଏଙ୍କ ଘରୁ ୧୯ କୋଟିର ନଗଦ ଟଙ୍କା ଜବତ, ଟଙ୍କା ଗଣିବା ପାଇଁ ଆସିଲା ମେସିନ୍

କନକ ବ୍ୟୁରୋ: ବେଆଇନ ଭାବେ ନିଜ ନାଁରେ ଖଣି ଲିଜ୍ ନେବା ମାମଲାରେ ନିର୍ବାଚନ କମିଶନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରିବାର ଦିନକ ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗର କେତକ…