Daily Archives

May 16, 2022

ସମବାୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ବିଜେଡି ସୁପ୍ରିମୋ: ନିର୍ବାଚନକୁ ଗମ୍ଭୀରତାର ସହ ନେବାକୁ ପରାମର୍ଶ

କନକ ବ୍ୟୁରୋ: ଆସନ୍ତା ସମବାୟ ନିର୍ବାଚନ ପାଇଁ ଚାଲିଥିବା ପ୍ରସ୍ତୁତି ସଂକ୍ରାନ୍ତରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ଭିଡିଓ କନଫରେନ୍ସି ଜରିଆରେ ସମବାୟ ନିର୍ବାଚନ କର୍ମକର୍ତ୍ତାଙ୍କ ସହ ନବୀନ ସିଧାସଳଖ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ନବୀନ ପଟ୍ଟନାୟକ…

ଅପରାଧ ସ୍ୱୀକାର କଲେ ଜେଲ ଦଣ୍ଡ ଭୋଗିଥିବା ଅପରାଧୀ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୫୦ଜଣ

କନକ ବ୍ୟୁରୋ: ବିଭିନ୍ନ ଅପରାଧ ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କମିଶନରେଟ ପୁଲିସର ଡ୍ରିମ୍ସ ପ୍ରୋଜେକ୍ଟ । ଅପରାଧୀଙ୍କ ମନକୁ ପରିବର୍ତନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଡ୍ରିମ୍ସ ପ୍ରୋଜେକ୍ଟ ଜରିଆରେ ଉଦ୍ୟମ କରାଯାଉଛି । ସେମାନଙ୍କୁ…

ଫୁଟବଲ ଖେଳାଳିରୁ ପାଇପ୍ ମିସ୍ତ୍ରୀ । ଦିନେ ପଡିଆରେ ଦମ ଦେଖାଉଥିଲେ । ଏବେ ଦିନ ମଜୁରିଆ ଦୁଇ ଖେଳାଳି

କନକ ବ୍ୟୁରୋ: ରାଉରକେଲାର ତୁଳସୀ ଏକ୍କା, କିଶୋର ତନ୍ତୀ । ପରିବାରର ପେଟ ପୋଷିବା ପାଇଁ ଖେଳ ଛାଡି ଏବେ ପାଲଟି ଯାଇଛନ୍ତି ଦିନ ମଜୁରିଆ । ଦିନେ ଏମାନେ ପ୍ରତିପକ୍ଷକୁ ମାତ ଦେଇ ଗୋଲ ପରେ ଗୋଲ୍ କରୁଥିଲେ କିନ୍ତୁ ଗରିବୀର ଗର୍ଜନରେ ଭାଙ୍ଗିପଡ଼ିଲା ତାଙ୍କ ସୁନେଲୀ ସ୍ୱପ୍ନ । ଏପରିକି ସରକାରୀ…

ଆଖି ବୁଜିଲା କୁମକୀ ହାତୀ ନନ୍ଦ । ଜ୍ୱରରେ ପୀଡିତ ଥିଲା ପୋଷା ଦନ୍ତା । ଚିକିତ୍ସା ପରେ ବଞ୍ଚାଇବାରେ ବିଫଳ ବିଶେଷଜ୍ଞ

କନକ ବ୍ୟୁରୋ: ଆଖି ବୁଜିଲା କୁମକୀ ହାତୀ ନନ୍ଦ । ଜ୍ୱରରେ ପୀଡିତ ଥିଲା ନନ୍ଦ । ଗତକାଲି ସକାଳେ ଅସୁସ୍ଥ ହୋଇପଡିଥିଲା ଥିଲା ନନ୍ଦ । ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଚିକିତ୍ସକଙ୍କ ସହାୟତା ଲୋଡା ଯାଇଥିଲା । ଓୟୁଏଟି ପ୍ରାଣୀ ବିଭାଗ ବିଶେଷଜ୍ଞ ଚିକିତ୍ସକ ଚନ୍ଦକାକୁ ଯାଇ ନନ୍ଦର ସ୍ୱାସ୍ଥ୍ୟ…

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ଅଭିଯୋଗ ଆଣିଲେ ଅପରାଜିତା । କହିଲେ, ଟଙ୍କା ଦେଉଛି ଯିଏ, ନେଉଛି ସିଏ…

କନକ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ପୁଣି ନୂଆ ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଗୋଟିଏ ଲୋକ, କେମିତି ମନ୍ଦିର ପ୍ରଶାସନ, ଠିକା ନେଇଥିବା ସଂସ୍ଥା ଓ ପୂର୍ତ୍ତ ବିଭାଗର ମୁଖ୍ୟ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟଙ୍କା…

କାଶ୍ମୀର ପଣ୍ଡିତ ହତ୍ୟା ପରେ କଡା ବିରୋଧ । ସୁରକ୍ଷା ପାଇଁ ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶ।

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାକୁ ନେଇ କଡା ବିରୋଧ ପ୍ରର୍ଦଶନ ପରେ ବଡ ପଦକ୍ଷେପ ନେଇଛି ପ୍ରଶାସନ । କାଶ୍ମିରୀ ପଣ୍ଡିତଙ୍କୁ ସୁରକ୍ଷିତ ଜିଲ୍ଲାରେ ପୋଷ୍ଟିଂ କରାଯିବା ସହ ତାଙ୍କ କଡା ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପ…